ଦୌଡ଼ରେ… ବର୍ଷା ଆସିଲା, ଶେଷରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଲା..ଦେଖନ୍ତୁ Viral ଭିଡ଼ିଓ

0

ସମାଜ ଯେତେ ସଭ୍ୟ ଆଡକୁ ଗତି କରିଲେ ମଧ୍ୟ ବହୁ ଅନ୍ୟାୟ ଓ ଅପରାଧୀ କାର୍ଯ୍ୟ ଦେଖିବା ପାଇଁ ମିଳୁଛି। ଆମ ଓଡିଶାରେ ବହୁତ ବଡ଼ ବଡ଼ ଅପରାଧିକ କାର୍ଯ୍ୟ କରା ଯାଉଛି। ଏଭଳି କିଛି ଅସମାଜିକ ଲୋକ ମାନେ ଅଛନ୍ତି ଯେ, କି ସବୁବେଳେ ଗୁଣ୍ଡା ରାଜ କରୁ ଥାଆନ୍ତି ଓ ସବୁବେଳେ ଲୋକ ମାନଙ୍କୁ ଦରେଇ ଧମକେଇ ଲୋକ ମାନଙ୍କୁ ରଖି ଥାଆନ୍ତି। ସେମାନେ ସବୁବେଳେ ଅନ୍ୟାୟ କାର୍ଯ୍ୟର ଲିପ୍ତ ରହୁ ଥିବାର ଦେଖିବାକୁ ମିଳିଛି ଓ ସେମାନେ ଅତି ନୀଚ୍ଚ କାମ କରୁଛନ୍ତି। ସେମାନଙ୍କ ପାଇଁ ଓଡ଼ିଶାରେ ଆଜି ବହୁତ କ୍ଷତି ଘଟି ଚାଲିଛି। ଆମ ଓଡିଶାରେ ବାରମ୍ବାର ଏଭଳି ଅପରାଧିକ କାର୍ଯ୍ୟ କରିବା ଦ୍ୱାରା ଲୋକ ମାନଙ୍କ ଉପରେ ଖରାପ ପ୍ରଭାବ ପଡୁଛି। ସେମାନେ ଏଭଳି କାର୍ଯ୍ୟ କରିବାକୁ ଟିକେ ହେଲେ ବି ଭୟ କରୁ ନାହାଁନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇଯିବେ। ତାହା ହେଉଛି କଂଗ୍ରେସ କର୍ମୀ ମାନେ ହରତାଳ କରିଥିଲେ ପ୍ରବଳ ବର୍ଷା ହେବା ଫଳରେ ସେମାନେ ଦୌଡା ଦୋୖଡି ହୋଇ ପଳାଉ ଥିବାର ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ରାଜଧାନୀରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଆମ ଓଡିଶାରେ ବହୁତ ଅପରାଧିକ କାର୍ଯ୍ୟ କରା ଯାଉଛି। ଲୋକ ମାନେ ହିଂସ୍ର ପାଲଟି ଯାଇ ନିରୀହ ଲୋକ ମାନଙ୍କୁ ହଇରାଣ ହରକତ କରି ଜୀବନରୁ ମାରି ଦେଉଛନ୍ତି। ସେମାନେ ଟିକେ ହେଲେ ବି କାହାରିକୁ ଡର ଭୟ କରୁ ନାହାଁନ୍ତି। ସେମାନଙ୍କୁ ଯେତେ ଅଟକାଇଲେ ସୁଦ୍ଧା, ସେମିତି ଅପରାଧିକ କାର୍ଯ୍ୟ କରି ଚାଲୁଛନ୍ତି। ସେମାନଙ୍କ ପାଇଁ ଆମ ଓଡ଼ିଶା ବହୁତ ନିରୀହ ଲୋକ ମାନଙ୍କୁ ହରାଇ ଦେଇଛି। ବିଶେଷ କରି ନାରୀ ମାନଙ୍କ ପ୍ରତି ବହୁତ ଅପରାଧିକ କାର୍ଯ୍ୟ କରା ଯାଉଛି।

ତେବେ ଏହି ସବୁ କାର୍ଯ୍ୟକୁ କିଭଳି ଭାବରେ ଅପରାଧିକ କାର୍ଯ୍ୟ ହେବ ନାହିଁ, ଏହା ଉପରେ ଏକ ଷ୍ଟ୍ରାଇକ କରା ଯାଇଥିଲା। କଂଗ୍ରେସ କର୍ମୀ ମାନେ ରାଜଧାନୀରେ ଏକ ଷ୍ଟ୍ରାଇକ କରିଥିଲେ। ସେଠାରେ ପୋଲିସ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ସେହି ଷ୍ଟ୍ରାଇକରେ ଅନେକ ନେତା ମାନେ ଆସି ଯୋଗ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ପ୍ରବଳ ବର୍ଷା ହେବା ଫଳରେ ସେମାନେ ଷ୍ଟ୍ରାଇକ କରିଥିବା ବନ୍ଦ ହୋଇଗଲା। ଯାହା ଫଳରେ କି କଂଗ୍ରେସ ଓ ପୋଲିସ କର୍ମଚାରୀ ମାନେ ରାସ୍ତା ଉପରେ ଦ୍ରୁତ ବେଗରେ ଦୌଡା ଦୋୖଡି ହୋଇ ପଳାଇ ଯାଉଛନ୍ତି। କେହି କେହି ମଧ୍ୟ ଆସୁ ଥିବା ଗାଡିକୁ ଅଟକାଇ ସେଥିରେ ବସି ପଳାଇ ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।