ଶେଷରେ ହେଲା ମହା ଖୁଲାସା ! କୋଭିଡରେ ଘରକୁ ଡାକି ବେଶ୍ୟା କରିଦେଲା ଅର୍ଚ୍ଚନା… ମୋର ଇଛା ନଥିଲା, ଏ ନେଇ କଣ କହୁଛନ୍ତି… ଦେଖନ୍ତୁ Video

ସମୟ ବିତିବା ସହ ଧୀରେ ଧୀରେ ସାମ୍ନା କୁ ଆସୁଛି ଭୁବନେଶ୍ୱର ର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଅସଲ ଚେହେରା। ପୁରା ରାଜଧାନୀ ରେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରି ରଖିଥିଲେ ଅର୍ଚ୍ଚନା ଆଉ ତାଙ୍କର ସାମ୍ରାଜ୍ୟ କୁ ବଢ଼େଇବା ଲାଗି ଅନେକ ଝିଅ ଙ୍କୁ ବ୍ୟବହାର କରୁଥିଲେ ସେ ।ଝିଅ ମାନ ଙ୍କୁ ବେଶ୍ୟା ସଜେଇ ଲକ୍ଷ ଲକ୍ଷ ଟଙ୍କା କମାଉ ଥିଲେ ଅର୍ଚ୍ଚନା ,ମାତ୍ର ଝିଅ ମାନ ଙ୍କୁ ମିଳୁଥିଲା ୧୦ ହଜାର ଟଙ୍କା। ତେବେ ବର୍ତ୍ତମାନ ଏନେଇ ଜଣେ ଯୁବତୀ ମୁଁହ ଖୋଲିଛନ୍ତି ଆଉ ଅର୍ଚ୍ଚନା ନାଗ ଙ୍କ ର ସମସ୍ତ କାମ ବିଷୟରେ ସମସ୍ତ ଙ୍କୁ ଜଣେଇଛନ୍ତି।

ତେବେ ଯୁବତୀ ଜଣଙ୍କ ନିଜର ପରିଚୟ ଲୁଚେଇ କହିଛନ୍ତି କି, କରନା ସମୟ ରେ ମୁଁ ବେରୋଜଗାର ହୋଇ ଘରେ ବସିଥିଲି ।ଆଉ ଏହି ସମୟ ରେ ମୋତେ ଅର୍ଚ୍ଚନା ନାଗ ଘର କୁ ଡକାଇ ଥିଲେ ଆଉ ମୋତେ ଟଙ୍କା ର ଆବଶ୍ୟକତା ରହିଥିଲା ଯାହାକୁ ମୁଦା କରି ସେ ମୋତେ ବେଶ୍ୟା ବୃତ୍ତି କରିବା କୁ ବାଧ୍ୟ କରିଥିଲେ। ତେବେ ମୋତେ ଟଙ୍କା ଦରକାର ଥିଲା ତେଣୁ ମୁଁ ମଧ୍ୟ ତାଙ୍କ କାମ ରେ ରାଜି ହୋଇଗଲି। ଆଉ ସେ ଆମ ଝିଅ ମାନ ଦ୍ୱାରା ବଡ଼ ବଡ଼ ଲୋକ ଙ୍କୁ ଫସେଇବା କୁ କହୁଥିଲେ।

ଆଉ ମୁଁ ମଧ୍ୟ ତାଙ୍କ କଥାରେ ରାଜି ହୋଇ ବଡ଼ ବଡ଼ ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖିଲି ଯାହାର ସବୁ ରେକର୍ଡ ରହୁଥିଲା ଅର୍ଚ୍ଚନା ଙ୍କ ପାଖରେ। ଆଉ ସେହି ରେକର୍ଡ କୁ ରଖି ସେ ସେହି ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ ମାତ୍ର ମୋତେ କେବଳ ୧୦ ରୁ ୫୦ ହଜାର ଟଙ୍କା ଦେଉଥିଲେ। ସେହିପରି ଥରେ ସେ ମୋତେ ସମ୍ବଲପୁର ର ଏକ ବ୍ୟବସାୟୀ ଙ୍କୁ ନିୟୁଡ଼ କଲ କରିବା ପାଇଁ କହିଲେ ଆଉ ମୁଁ ମଧ୍ୟ ସେହିପରି କଲି ଯାହାର ସବୁ ରେକର୍ଡ ସେ ନିଜ ପାଖରେ ରଖିଥିଲେ।

ପରେ ସେହି ନିୟୁଡ଼ ଭିଡ଼ିଓ କୁ ଦେଖାଇ ସେହି ବ୍ୟବସାୟୀ ଙ୍କ ଠାରୁ ୧୦ ଲକ୍ଷ ଟଙ୍କା ନେଲେ ମାତ୍ର ମୋତେ ମାତ୍ର ୫୦ ହଜାର ଟଙ୍କା ଦେଲେ। ଯେତେବେଳେ ଏ ବିଷୟରେ ମୁଁ ତାଙ୍କୁ ପଚାରିଲି ସେତେବେଳେ ସେ ମୋ ଠାରୁ ମୁଁହ ଫେରାଇ ନେଲେ , ଯାହା ଫଳରେ ମୁଁ ଆଜି ପୋଲିସ ର ସହାରା ନେଇଛି। କାରଣ ଟଙ୍କା ଦେବ ଵୋଲି କହି ଅର୍ଚ୍ଚନା ମୋତେ ବେଶ୍ୟା ସଜେଇ ଥିଲେ ଆଉ ମୋ ଦେହ ବିକ୍ରି କରି ନିଜେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଥିଲେ। ତେବେ ଏହି ଯୁବତୀ ଙ୍କ ର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି ,ଏବଂ ଆପଣ ମାନେ ମଧ୍ୟ ଅର୍ଚ୍ଚନା ଭଳି ଝିଅ ଠୁ ଦୁରେଇ ରୁହନ୍ତୁ ନଚେତ ଯେତେବେଳେ ମରଣ ଜନ୍ତା ରେ ପଡିବେ ତାହା ଜାଣି ପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment