ଦେଖନ୍ତୁ ଭିଡିଓ ! ପ୍ରେମୀ ଯୁଗଳ ପାହାଡ଼ ତଳେ କରୁଥିଲେ ରାସଲୀଳା ସେତିକିବେଳେ ଧରି ନେଲେ କିଛି ଟୋକା ଆଉ ତା’ ପରେ…..

0

ପ୍ରେମ ଭଳି ଏକ ପବିତ୍ର ଏବଂ ସୁନ୍ଦର୍ ସମ୍ପର୍କ କୁ ଆଜିକାଲିର ଯୁବପୀଢ଼ି ମାନେ ଅଧିକାଂଶ କ୍ଷେତ୍ରରେ କେବଳ କାମନା ଓ ବାସନା କୁ ପରିପୂର୍ଣ୍ଣ କରିବା ଅର୍ଥାତ୍ ଦୈହିକ ସମ୍ପର୍କ ଭାବେ ହିଁ ବିବେଚନା କରୁଛନ୍ତି। ଯେଉଁଥିରେ କାମନା, ବାସନା ଭରି ରହିଛି।ନିଜସ୍ଵ ସ୍ବାର୍ଥ ହାସଲ ପରେ ପ୍ରେମିକ ପ୍ରେମିକା ପରସ୍ପର କୁ ଧୋକା ଦେଉଛନ୍ତି।ଯାହା ଦ୍ୱାରା ଅନେକ ଜୀବନ ଅସମୟରେ ହାନି ହେଉଛି।

ପ୍ରେମ ଏକ ଏଭଳି ଶବ୍ଦ ଯାହା ବିଶ୍ଵ ବ୍ୟାପି ଅନନ୍ତ ଓ ପରିବ୍ୟାପ୍ତ।ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧିତ ହୁଏ ତାହା ହିଁ ପ୍ରେମ।ପ୍ରେମରେ ଜଣ ଜଣକୁ ନିଃସ୍ଵାର୍ଥପର ଭାବେ ଭଲ ପାଇଥାଏ।

ଯେଉଁଠି କି କିଛି ବି ପରିସ୍ଥିତିରେ ସେ ନିଜ ଜୀବନକୁ ବାଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ। ତେବେ ପ୍ରେମ ର ଅନୁଭବ ରେ ପୁଲକିତ ହୋଇ ପ୍ରେମୀ ଯୁଗଳ ସମାଜ ଠାରୁ ବହୁ ଦୂରକୁ ଚାଲି ଯାଇ ଥାଆନ୍ତି। ସେଥିପାଇଁ ସେମାନଙ୍କୁ ସମାଜ ସହ ଲଢେଇ କରିବା ପାଇଁ ପଡ଼େ। ଆଉ ସବୁ କିଛି କୁ ଭୁଲି ବିନା ଭୟରେ ସେମାନେ ନିଜ ପ୍ରେମକୁ ପାଇବା ପାଇଁ ପଣ କରି ଦୁନିଆ ସହ ଲଢ଼ନ୍ତି।ପ୍ରେମରେ ଥାଏ ତ୍ୟାଗ।ସେଠାରେ ଅନ୍ୟ କିଛି ର ସ୍ଥାନ ନାହିଁ।ଏହା ଏକ ସୁନ୍ଦର୍ ଅନୁଭବ ଅଟେ।ପ୍ରେମରେ ଜଣେ ଅନ୍ୟ ଜଣକର କଥାକୁ ସମ୍ମାନ ଦେଇ ଥାଆନ୍ତି। ସେଠାରେ ଅସମ୍ମାନର ପ୍ରଶ୍ନ ଉଠେ ନାହିଁ।


ମାତ୍ର ଆଜିକାଲିର ଯୁବ ପିଢୀ ପ୍ରେମକୁ ବଜାର ର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ପ୍ରେମ ଭଳି ଏକ ପବିତ୍ର ଶବ୍ଦ କୁ ଦୁନିଆରେ କଳଙ୍କିତ କରୁଛନ୍ତି।ସେହିଭଳି ଅନେକ ଉଦାହରଣ ଆଜିର ସମାଜରେ ପ୍ରତିଦିନ ଦେଖିବାକୁ ମିଳୁଛି।

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ବହୁତ ଲଜ୍ୟା ବୋଧ ହେଉଛି କାରଣ ଘଟଣାଟି କିଛି ସେହି ପ୍ରକାରର।ଏକ ନିଛାଟିଆ ସ୍ଥାନରେ ଏକ ପ୍ରେମୀ ଯୁଗଳ ପାହାଡ଼ ପଛ ପଟେ ରାସଲୀଳା କରିବାରେ ଲାଗିଥିଲେ।
ପରସ୍ପରକୁ ଆଲିଙ୍ଗନ କରିବା ସହିତ ଚୁମ୍ବନ ମଧ୍ୟ କରୁଥିଲେ।

ଏହି ସମୟରେ ସେମାନଙ୍କର ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ କିଛି ଯୁବକ ମାନେ କ୍ୟାମେରା ରେ ରେକର୍ଡ କରିଥିଲେ ଏବଂ ଏହା କୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଇଣ୍ଟର୍ନେଟ୍ ର ଯୁଗରେ ସୋସିଆଲ ମିଡିଆର ବ୍ୟବହାର ବହୁତ୍ ମାତ୍ରାରେ ହେଉଛି।ଯେ କୌଣସି ଘଟଣା ଖୁବ୍ ଅଳ୍ପ ସମୟ ମଧ୍ୟରେ ଭାଇରାଲ ହେଉଅଛି।ତେଣୁ ଏହାର ସଦୂପଯୋଗ ଅପେକ୍ଷା ଦୁରୁପଯୋଗ ଅଧିକମାତ୍ରାରେ ହେବାର ଦେଖା ଯାଉଛି।

ଯାହାବି ହେଉ ଏହିଭଳି ଭାବରେ ଖୋଲା ସ୍ଥାନରେ ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରିବା କେତେ ଦୂର ଯଥାର୍ଥ ତାହା ଥରେ ଏହିଭଳି କାର୍ଯ୍ୟ କରିଥିବା ଯୁବକ ଯୁବତୀ ଭାବିବା ଉଚିତ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।