ହେ ଭଗବାନ ! ଦେଢମାସର ପୁଅକୁ ବଞ୍ଚାଇବା ପାଇଁ ମାଆଟିଏ ଆଜି ହାତପାତି ଅନୁରୋଧ କରୁଛି, ଆପଣଙ୍କ ଗୋଟିଏ ସେୟାର ଛୋଟ ଛୁଆଟିର ଜୀବନ ବଞ୍ଚାଇ ପାରିବ

0

ଦୁଃଖ ଏବଂ ଦୁର୍ଘଟଣା ମଣିଷ ଜୀବନର ଏମିତି ଏକ ଅଂଶ ବିଶେଷ, ଅବିଛିନ୍ନ ଅଟେ ଯାହା କେତେବେଳେ କାହା ପାଖକୁ ଆସିଥାଏ ଏବଂ କିପରି ଏହା ପ୍ରଭାବ ପକାଏ ତାହା ପରିକଳ୍ପନା କରିବା ମଧ୍ୟ ଅସମ୍ଭବ ହୋଇ ପଡ଼େ। ଯାହା ମଣିଷକୁ ଭାଙ୍ଗି ଦେଇଥାଏ।ବାସ୍ତବରେ ଏ ବିଧିର ବିଧାନ କୁ ବୁଝିବା ବହୁତ୍ କଷ୍ଟ।ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ ଆଉ ସମସ୍ତଙ୍କୁ ଦୁଃଖିତ କରାଇଥାଏ।

ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ।ତେବେ ବାସ୍ତବିକ ଭାବରେ ଏହା ସତଯେ ମଣିଷ ଜୀବନରେ ଅନେକ ଦୁଃଖ ସମସ୍ୟା ବେଳେବେଳେ ଏମିତି ରୂପ ନେଇଥାଏ ଯେଉଁଥିରୁ ବାହାରିବା ବହୁତ୍ କଷ୍ଟ ହୋଇପଡେ।

ଆଜିର ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଦୁଃଖ ଯନ୍ତ୍ରଣା ରେ ରହି ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି।ତେବେ ଦୁନିଆର ଏହି ଅଜିବ ବିଧାନ କୁ ତ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ ଯାହାକୁ ସ୍ଵୟଂ ସୃଷ୍ଟି କର୍ତ୍ତା ତିଆରି କରିଛନ୍ତି।ତେବେ ଦୁନିଆରେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଖରେ ଦୁଃଖ ଓ ସମସ୍ୟା ଭରି ରହିଛି। ତେବେ ନିଜକୁ ଠିକ୍ ଭାବରେ ପରିଚାଳନା କରି ଦୁନିଆରେ ତିଷ୍ଠି ରହିବା ପାଇଁ ସମସ୍ତେ ପ୍ରୟାସ କରିବାରେ ଲାଗିଛନ୍ତି। କିନ୍ତୁ ବେଳେବେଳେ ଆମ ଚାରିପଟେ ଏମିତି ପ୍ରକାରର ଅଭାବ ଅନଟନ ଦେଖିବାକୁ ମିଳିଥାଏ ତାହା ସମସ୍ତଙ୍କୁ ଦୁଃଖୀ କରି ଦେଇଥାଏ ଓ ବହୁତ୍ ଗମ୍ଭୀର ଦୁଃଖ ପହଞ୍ଚାଇ ଥାଏ।

କେତେବେଳେ ଆମେ ଆମର ଆତ୍ମୀୟ ସ୍ୱଜନ ଙ୍କୁ ହରାଇ ଥାଉ ତ କେତେବେଳେ ଆକସ୍ମିକ ଦୁର୍ଘଟଣା ଆମର ସବୁ ଆଶା ବିଶ୍ୱାସ କୁ ଦୁର୍ବଳ କରି ଦେଇଥାଏ ତାର ପ୍ରଭାବରେ।ସେଥିରୁ ମୁକୁଳିବା ଅନେକଙ୍କ କ୍ଷେତ୍ରରେ ସମ୍ଭବପର ହୁଏନାହିଁ। କାରଣ ଆର୍ଥିକ ଅନଟନ ସେମାନଙ୍କୁ ବିଚଳିତ କରି ଦେଇଥାଏ ଏହିଭଳି ଦୁଃଖଦ ସମୟରେ ଉପଯୁକ୍ତ ନିଷ୍ପତି ନେବାପାଇଁ।

ତେବେ ସେହିଭଳି ଏକ ଦୁଃଖ, ଭାବପୂର୍ଣ୍ଣ ଓ ଅଭାବନୀୟ ଘଟଣା ଘଟିଛି ଏବେ ଜଗତସିଂହପୁର ଜିଲ୍ଲା ସଭାମୁଳ ପଞ୍ଚାୟତର ପଳସା ଗ୍ରାମରେ। ମାତ୍ର ଗୋଟିଏ ବର୍ଷ ପୂର୍ବରୁ ନିଜର ୭ ମାସର ଝିଅକୁ ହରାଇଥିବା ବାପା ସୁଜିତ ଏବଂ ମାଆ ସୁନୀତା ବାରିକ୍ ପୁଣି ତାଙ୍କର ଦେଢ ମାସର କଅଁଳ ଶିଶୁକୁ ହରାଈବା ଭୟରେ ଭାଙ୍ଗି ପଡ଼ିଛନ୍ତି।

ଗମ୍ଭୀର ରୋଗରେ ଶିକାର ଏହି ଦେଢ଼ ବର୍ଷର ଶିଶୁର ଜୀବନ ଏବେ ଆପଣମାନଙ୍କ ହାତରେ।ଦଶ ମାସ ଦଶ ଦିନ ଗର୍ଭ ଧାରଣ କରି ଜନ୍ମ ଦେଇଥିବା ଛୁଆଟିକୁ ବଞ୍ଚାଇବା ପାଇଁ ମାଆଟିଏ ଆଜି ଅସମର୍ଥ ହୋଇ ସହାୟତା ମାଗୁଛି। ଦୟାକରି ଆପଣ ଯାହାବି ପାରିବେ ନିମ୍ନ ଲିଖିତ ଆକାଉଣ୍ଟ ଜରିଆରେ ସହାୟତା କରନ୍ତୁ। ଆପଣଙ୍କ ଏକ ଛୋଟ ସହାୟତା ଏକ କୁନି ଝିଅର ଜୀବନ ବଞ୍ଚାଇଦେଇ ପାରେ।

ନାମ- ସୁଜିତ କୁମାର ବାରିକ(ପିଲାର ବାପା)
Bank Name- Fincare Bank
Account Details- 21100000197809
IFSC.code.FSFB0000001
Phonepay-6371276832

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।