ଦେଢମାସ ହେଲା ବାହାଘର ପ୍ରେଗନେଣ୍ଟ୍ ୪ମାସ… କେମିତି ହେଲା…

ହଁ ଦର୍ଶକ ବନ୍ଧୁ କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ ବିବାହ ହେଉଛି ସାତ ଜନ୍ମ ର ବନ୍ଧନ ଯାହାକୁ ଦୁହେଁ ସ୍ୱାମୀ ସ୍ତ୍ରୀ ନିଜର ଇଚ୍ଛା କରିଥାନ୍ତି ହେଲେ ଏହି ବିବାହ ର ବନ୍ଧନ ରେ ବାନ୍ଧି ହେବା ପାଇଁ ଦୁହେଁ ଦୁହିଁଙ୍କୁ ହିନ୍ଦୁ ରୀତି ନୀତି ଅନୁସାରେ ସେମାନେ ବିବାହ କରିଥିଲେ ବିବାହ ର ଦେଢ ମାସ ପରେ କିଛି ଏମିତି ଘଟଣା ସାମ୍ନା କୁ ଆସିଛି ଯାହା ପାଇଁ ପୁଅ ଘରେ ଏବେ ଅଶାନ୍ତି ର ବାତାବରଣ ସୃଷ୍ଟି ହେଇଛି, ତାହାଲେ ଏଠି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କଣ ଏମିତି ହେଇଛି ଯାହା ପାଇଁ ପରିବାର ଭିତରେ ଅଶାନ୍ତି ର ବାତାବରଣ ସୃଷ୍ଟି ହେଇଛି ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଆସନ୍ତୁ ପୂରା ଘଟଣା ବିଷୟରେ ନଜର ପକାଇବା |

ଘଟଣା ଟି ଘଟିଛି ଉତ୍ତର ପ୍ରଦେଶ ର ମହାରାଜନ ଅଞ୍ଚଳ ରେ, ମିଳିଥିବା ସୂଚନା ଅନୁଯାୟୀ ହିନ୍ଦୁ ରୀତି ନୀତି ଅନୁଯାୟୀ ବିବାହ କରିଥିବା ନବ ବଧୂ ଏବେ ଦେଢ ମାସ ର ବିବାହ ପରେ ଏବେ 4 ମାସ ର ଗର୍ଭବତୀ ହଁ ଦର୍ଶକ ବନ୍ଧୁ କଥା ଟି ଶୁଣିସାରିବା ପରେ ଆପଣ ମାନେ ଭାବୁଥିବେ ସେମାନେ ପ୍ରେମ ବିବାହ କରିଥିବେ ହେଲେ ନା ଦର୍ଶକ ବନ୍ଧୁ ବିବାହ ପୂର୍ଵ ରୁ ସେମାନେ ଆଗରୁ କେବେ ଦେଖା ହୋଇ ନଥିଲେ ହେଲେ ବିବାହ ର ଦେଢ଼ ମାସ ପରେ ନବ ବଧୂ 4 ମାସ ର ଗର୍ଭବତୀ ଥିବା କଥା ଶୁଣି ଏବେ ପୁଅ ଘରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠିଛ ଯାହା ଫଳରେ ଘରେ ଆସନ୍ତି ସୃଷ୍ଟି ହେଇଛି, ବିବାହ ର କିଛି ଦିନ ପରେ ହଠାତ ନବ ବଧୁ ର ଦେହ ଖରାପ ହେଇଯାଇଥିଲା ଓ ହସ୍ପିଟାଲ ନିଆଯାଇଥିଲା ସେଠାରେ ଜଣା ପଡିଥିଲା ନବ ବଧୁ ଜଣଙ୍କ 4 ମାସ ହବ ଗର୍ଭବତୀ ଅଛନ୍ତି ହେଲେ ଏହା କେମିତି ହେଲା କରିଲା ବୋଲି ଯେତେବେଳେ ପଚାରା ଯାଇଥିଲା କିଛି କହିନଥିଲେ ନବ ବଧୂ |

ଡାକ୍ତର ଙ୍କ ରିପୋର୍ଟ ଟି କାଳେ ମିଛ ହେଇଥିବ ସେଥିପାଇଁ ପୁଣି ଥରେ ଡାକ୍ତର ଙ୍କ ପାଖରେ ଅଲଟ୍ରାଶୋଉଣ୍ଡ କରିଥିଲେ ପୁଅ ଘରେ ଲୋକେ ହେଲେ କିଛି ଫାଇଦା ମିଳି ନଥିଲା ରିପୋର୍ଟ ପୁଣି ପ୍ରଥମ ଥର ପରି ଆସିଥିଲା, ତେବେ ଏହି ଘଟଣା ର ସତ୍ୟତା ଜାଣିବା ପାଇଁ ଏବେ ନବ ବଧୂ ର ସ୍ୱାମୀ ଥାନାର ଦ୍ୱାରସ୍ଥ ହେଇଛନ୍ତି ଓ କିଛି ମାସ ବିବାହ କରିଥିବା ସ୍ତ୍ରୀ ନା ରେ ଥାନାରେ ଯାଇ ଅଭିଯୋଗ କରିଥିଲେ ଓ ସମସ୍ତ କଥା କହିଥିଲେ ଓ କହିଥିଲେ ମୋ ସହିତ ଧୋକା ହେଇଛି ମୋର ନ୍ୟାୟ ଦରକାର ।

ପୋଲିସ ସମସ୍ତ କଥା ଶୁଣି ଏବେ ତଦନ୍ତ ଆରମ୍ଭ କରିଛି ବୋଲି ଜଣା ପଡିଛି ଏବେ ଜାଣିବାକୁ ବାକି ରହିଲା କଣ ପୋଲିସ ଏହି ଘଟଣା ରେ ନ୍ୟାୟ ଦେଇପାରିବ ତାହା ଆଗକୁ ଜଣା ପଡ଼ିବ ବୋଲି କୁହା ଯାଇଛି, ଏହା ପୂରା ଘଟଣା ଯାହା ଏବେ ସୋସିଆ ମିଡ଼ିଆ ରେ ଭାଇରଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment