ହଁ ଦର୍ଶକ ବନ୍ଧୁ ଦୀର୍ଘ ଦିନ ଧରିକି ସେହି ଗଞ୍ଜାମ ରେ ଘଟିଥିବା ଦିନେଶ ଆଉ ଦୀପିକା ଙ୍କ ଘଟଣା କୁ ଦୁଇ ମାସ ବିତି ଗଲାଣି କିନ୍ତୁ କିଛି ବି ନ୍ୟାୟ ମିଳି ପାରୁନି ଦୀପିକା ଙ୍କୁ |ତେବେ କେଉଁଭଳି ଭାବରେ ଦୀପିକା ନ୍ୟାୟ ପାଇଁ ବସିଛନ୍ତି ଦିନେଶ ଙ୍କ ଘର ସାମ୍ନା ରେ ଆମେ ଦେଖିବାକୁ ପାଉଛେ |ଦୀର୍ଘ ଦିନ ହେବ ନ୍ୟାୟ ପାଇଁ ଦିନେଶ ଙ୍କ ଘର ଆଗରେ ବସି ରହିଛନ୍ତି ଦୀପିକା | ଆଉ ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଦୀପିକା ମହିଳା ଜଣଙ୍କୁ ଶକ୍ତ ଚାପୁଡ଼ା ଟିଏ ମାରିଛନ୍ତି | ତେବେ ସେ କାହିଁକି ଏଭଳି କରୁଛନ୍ତି ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଦୀର୍ଘ ଦିନ ଧରିକି ନିଜ ପାଇଁ ଓ ନିଜ ପୁଅ ପାଇଁ ନ୍ୟାୟ ମାଗୁଛନ୍ତି ଦୀପିକା, ଆଉ ମନରେ ଆଶା ରଖିଛନ୍ତି କି ଦୀପିକା ଙ୍କ ମନରେ କଥା କୁ ଦିନେଶ ବୁଝି ପାରିବେ |ଆଉ ଖରା ବର୍ଷା କୁ ଖାତିରି ନ କରିକି ପଡି ରହିଛନ୍ତି ଦିନେଶ ଙ୍କ ଘର ସାମ୍ନା ରେ ନ୍ୟାୟ ପାଇଁ | କିନ୍ତୁ ତାଙ୍କୁ ନ୍ୟାୟ କେଉଁଠି ମିଳୁଛି ମିଳୁଛି ଖାଲି ନିର୍ଯାତନା | ଦିନେଶ ଙ୍କ ବାପା, ମା ଆଉ ତାଙ୍କର ସମସ୍ତ ପରିବାର ମିଶିକି ପୁଅ ର ଭୁଲ କୁ ନ ଧରିକି କରିଚାଲିଛନ୍ତି ଦୀପିକା ଙ୍କ ଉପରେ ବିନା କାରଣ ଦୋଷାରୋପ |
ତେବେ ଏଠାରେ ଦେଖିବାକୁ ମିଳିଛି କିଏ ଦୀପିକା ଙ୍କ ପାଲ କୁ ଛିଣ୍ଡି ଦେଉଛି ତୋ ଆଉ କିଏ ଦୀପିକା ଙ୍କ ଉପରକୁ ପାଣି ଫୋପାଡ଼ି ଦେଉଛି | ତେବେ ଏଠାରେ ଦେଖିବାକୁ ମିଳିଛି କି ଦୀପିକା ଙ୍କ ପାଖକୁ ଆସିଥିଲେ ମହିଳା ଜଣଙ୍କ |ଆଉ ଯାହାକୁ ଦୀପିକା ଶକ୍ତ ଚାପୁଡ଼ା ଟେ ମାରିଥିବାର ମଧ୍ୟ ନଜର ଆସିଥିଲେ | ତେବେ ଏସବୁ ପଛରେ ମଧ୍ୟ କାରଣ ରହିଛି ଯାହା ପାଇଁ ଦୀପିକା ତାଙ୍କୁ ଏହି ଭଳି ଭାବରେ ମାରିବାକୁ ଗୋଡ଼େଇଥିଲେ | ତେବେ ଯାହା ଜଣା ପଡିଛି କି ଦୀପିକା ଙ୍କ ପାଖକୁ ମହିଳା ଜଣଙ୍କ ଆସିଥିଲେ ଆଉ ତାଙ୍କୁ ପ୍ରମିଳା ଙ୍କ ଫୋନ ନମ୍ବର କୁ ମଧ୍ୟ ମାଗିଥିଲେ |
ତେବେ ଫୋନ ନମ୍ବର କୁ ମହିଳା ଜଣଙ୍କ ମାଗିବା ପରେ ଦୀପିକା ତାଙ୍କୁ ପାଖକୁ ଡାକିଥିଲେ, ଆଉ ମହିଳା ଜଣଙ୍କୁ ଶକ୍ତ ଚାପୁଡ଼ା ଟି ଦେଇଥିଲେ | ତେବେ ମହିଳା ଜଣଙ୍କ ଉପରେ ଦୀପିକା ଙ୍କର ଏଭଳି କରିବାର କାରଣ ହେଉଛି କିଛି ଦିନ ଆଗରୁ ମହିଳା ଜଣଙ୍କ ଦୀପିକା ଙ୍କୁ ଖରାପ ଭାଷାରେ ଗାଳିବାକୁ ଲାଗିଥିଲେ | ଆଉ ଯେଉଁଥିପାଇଁ ଆଜି ଦୀପିକା ମହିଳା ଙ୍କ ଉପରେ ଏଭଳି କରିଛନ୍ତି | ଆଉ ଦୀପିକା ଙ୍କର ଏହିଭଳି କାର୍ଯ୍ୟ ପରେ ମହିଳା ଜଣଙ୍କ ଦୀପିକା ଙ୍କ ଉପରକୁ ପଥର ଫୋପାଡ଼ିବା କୁ ଲାଗିଥିଲେ | ଆଉ ସେଠାରେ ଥିବା ପୋଲିସ ଘଟଣା କୁ ଆୟତ୍ତ କରିଥିଲେ | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।