ଦୀପିକା ଙ୍କ ଶେଷ ଇଛା ! ମୋ ଆଗରେ ବିଞ୍ଚା ହେଉଥିବ ଖଇ କଉଡି ରାମନାମ ସତ୍ୟ ହେ କହି ମୋତେ ନେଇଯାଉଥିବେ ଲୋକେ… ଦେଖନ୍ତୁ Video

ହଁ ବନ୍ଧୁଗଣ ଦୀର୍ଘ ଦିନ ଧରି ଚାଲିଛି ସେହି ଦିନେଶ ଆଉ ଦୀପିକା ଙ୍କ ପ୍ରେମ କାହାଣୀ କଥା | ଯୁଆଡେ ଦେଖିଲେ ସେହି ଗୋଟିଏ କଥା କେବେ ଦୀପିକା ନ୍ୟାୟ ପାଇବ ଆଉ ନିଜର ଶାଶୂ ର ଘର ଆଗରେ ଧାରଣା ଦେବା ପରିବର୍ତ୍ତେ ବୋହୁ ର ପରିଚୟ ଟିକିଏ ପାଇବ | ଆଉ ଏଠାରେ କୁହାଯାଉଛି କି ଦୀପିକା ମଧ୍ୟ ଦିନେଶ ଙ୍କ କଥା ଭାବି ଭାବି ଭାଙ୍ଗି ପୋଡିଲେଣି | ତାଙ୍କ ପାଖରେ ଆଉ ଶକ୍ତି ନାହିଁ, ସେ ଶକ୍ତି ହରା ହେଇଯାଇଛନ୍ତି | ଆଉ କହୁଛନ୍ତି ଚିନ୍ତା କରନି ଦିନେଶ ଖୁବ ଶୀଘ୍ର ତୁମର ଘରୁ ମୋର କୋକେଇ ଉଠିବ | ଆଉ ରାମ ନାମ ସତ୍ୟ ହେ ସ୍ୱର ମଧ୍ୟ ତୁମକୁ ଶୁଣାଯିବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଦୀପିକା ଙ୍କ ଦୁଃଖରେ କାହାଣୀ ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଦେଖା ଯାଉଛି ଦୀପିକା ଆଉ ସାହସ ନିଜ ମନ ଭିତରେ ବନ୍ଧୁ ପାରୁ ନାହାନ୍ତି |ତେବେ ଯାହା କୁହାଯାଉଛି କି ଦୀର୍ଘ ଦିନ ଧରିକି ଦୀପିକା ଆଉ ଦିନେଶ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆଉ ଦିନେଶ ଙ୍କ ପିଲା କୁ ନେଇକି ବିବାଦ ଚାଲିଥିବା ବେଳେ ଦୀପିକା ନିଜର ଓ ନିଜ ପୁଅ ର ନ୍ୟାୟ ପାଇଁ ଦିନେଶ ଙ୍କ ଘର ସାମ୍ନା ରେ ବସି ରହିଛନ୍ତି | କିନ୍ତୁ କିଛି ସୁଫଳ ନ ମିଳିବାରୁ ମନ ମନ ଦିନେଶ ଙ୍କୁ କହୁଛନ୍ତି କିଛି ତାଙ୍କ ମନ ଭିତରର କଥା |

ତେବେ ଦୀପିକା କହୁଛନ୍ତି କି ତାଙ୍କୁ ପସନ୍ଦ କରୁ ନାହାନ୍ତି ଦିନେଶ ଙ୍କ ପରିବାର ଲୋକ | ଆଉ ଯାହା ଜଣା ପଡିଛି କି ତାଙ୍କୁ ଗୋଳା ଚିପିବା ପାଇଁ ବାହାରି ପଡିଛନ୍ତି |ତାହା ସହିତ ତାଙ୍କର ଜେଜେ ମା ମଧ୍ୟ ବାଡିଆ ବାଡ଼ି କରୁଛନ୍ତି | ଆଉ ଯାହାକୁ ସେ କେତେ ସହିବେ ସେଥିପାଇଁ କହୁଛନ୍ତି କି ଆଉ କିଛି ଦିନ ପରେ ମୋ ଶବ ଉଠିବ ଏହି ଘରୁ ଆଉ ସେତେବେଳେ ତାଙ୍କୁ ସମସ୍ତେ ଅଳତା ସିନ୍ଦୁର ଶାଡି ଆଉ ଶଙ୍ଖା ପିନ୍ଧାଇ ଦେବେ ବୋଲି | ଆଉ ସେ ଦିବେଶ ଙ୍କୁ କହୁଛନ୍ତି ବଞ୍ଚିଥିବା ବେଳେ ନ ଆସିଲ ନାହିଁ ମରିବା ପରେ ଆସିବ ଓ ସିନ୍ଥି ରେ ଟିକିଏ ସିନ୍ଦୁର ଦେବ |

ଆଉ ତାଙ୍କର ପୁଅ କୁ କୋଳାଇ ନେବାକୁ ମଧ୍ୟ କହିଛନ୍ତି ଦୀପିକା | ଆଉ ତାଙ୍କର କହିବା କଥା କି ଏହି ଦୁନିଆରେ ତାଙ୍କ ଛଡା ଆଉ କେହି ନାହିଁ ତାଙ୍କ ପୁଅ ର ଯତ୍ନ ନେବା ପାଇଁ | ଆଉ ମୁହଁର ହାତ କୁ ଧରିକି ତାଙ୍କ ମୁହଁରେ ମୁଖାଗ୍ନି ଦେବା ଭଳି କଥା କହି ଭାଙ୍ଗି ପଡିଛନ୍ତି | ତାହା ସହିତ ନିଜ ପ୍ରେମକୁ ଧିକାର କରୁଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment