ତେବେ ବନ୍ଧୁଗଣ ବହୁତ ଚର୍ଚ୍ଚିତ ଦୀନେଶ ଆଉ ଦୀପିକା ଙ୍କ ପ୍ରେମ କାହାଣୀ କଥା ଆଉ କାହାକୁ ବାଃ ଅଛପା ରହିଛି | ଭଲ ପାଇଲେ ପ୍ରେମ ସଂପର୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ ଦୀନେଶ ଆଉ ପିଲା ର ମା ଯେତେବେଳେ ହେବାକୁ ଯାଉଥିଲେ ସେତେବେଳେ ତାଙ୍କର ଭଲ ପାଇବା କୋଉଠି ଉଭାନ ହୋଇଗଲା | ଆଉ ସେତେବେଳେ ଦୀନେଶ କହିବାକୁ ଲାଗିଲେ ଷ୍ଟାଟସ କଥା, ଆଉ ଦୀପିକା ଜଣେ ଲୋ ଷ୍ଟାଟସ ର ଝିଅଟେ ବୋଲି ତାଙ୍କୁ ଗ୍ରହଣ କରିବା ପାଇଁ ଅରାଜି ହେଲେ ଦୀନେଶ ଆଉ ଯାହାକୁ ନେଇକି ଏବେ ଲୋକ ମାନେ ବିଭିନ୍ନ ପ୍ରକାରର ମତ ମଧ୍ୟ ରଖୁଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ଆଜି ଜାଣିବା ସେମାନଙ୍କର ସମ୍ପର୍କ କୁ ନେଇକି କଣ ଶୁଣିବାକୁ ମିଳୁଛି |
ତେବେ ସମସ୍ତେ ଜାଣିଛନ୍ତି କି ପ୍ରେମ ସମ୍ପର୍କ କୁ ନେଇକି ସୃଷ୍ଟି ହେଇଥିବା ବିଭାଦ ବିଷୟରେ | ତେବେ ପ୍ରେମ କରିକି ଧୋକା ପାଇବା ପରେ ଦୀପିକା ଏବେ ନ୍ୟାୟ ପାଇଁ ବସିଛନ୍ତି ଦୀନେଶ ଙ୍କ ଘର ସାମ୍ନା ରେ | ଆଉ ଏପଟେ ପ୍ରେମ ସମ୍ପର୍କ ରୁ ଯେଉ ପୁତ୍ର ସନ୍ତାନ କୁ ସେ ଜନ୍ମ ଦେଇଥିଲେ ତାହାକୁ ମଧ୍ୟ ନ୍ୟାୟ ଦେବା ପାଇଁ ଆଜି ଦୀନେଶ ରାଜି ନାହାନ୍ତି | ଆଉ ଯେଉଁଥିପାଇଁ ଆଜି ଦୀପିକା ଙ୍କ ସହିତ ତାଙ୍କର ପୁଅ ମଧ୍ୟ ନ୍ୟାୟ ଖୋଜୁଛନ୍ତି | ଆଉ ସେପଟେ ଦୀପିକା ଙ୍କ ର ଏହିଭଳି କଥା କୁ ନେଇକି ଜଣେ ମହିଳା ତାଙ୍କର ମତ ଦେଇଛନ୍ତି |
ତେବେ ସେ କହିଛନ୍ତି କି ଆଜି ଯେଉଁ ଦୀନେଶ ଆଇ ଦୀପିକା ଙ୍କ ମଧ୍ୟରେ ବିବାଦ ଚାଲିଛି ସେଥିରେ ଦୁଇ ଜଣଙ୍କର ଭୁଲ ଅଛି | କିନ୍ତୁ ମହିଳା ଜଣଙ୍କ କହିଛନ୍ତି କି ଯେତେବେଳେ ଦୀନେଶ ଦୀପିକା ଙ୍କ ସହିତ ଭଲ ପାଉଥିଲେ ଆଉ ଶାରୀରିକ ସମ୍ପର୍କ ରଖିଥିଲେ ସେତେବେଳେ କଣ ସମାଜକୁ ଆଉ ତାଙ୍କ ଘର ଲୋକଙ୍କୁ ପଚାରିକି ଭଲ ପାଇଥିଲେ | କିନ୍ତୁ ଆଜି ଯେତେବେଳେ ଶାରୀରିକ ସମ୍ପର୍କ ରଖିକି ଗୋଟିଏ ପିଲାର ମା ବନେଇ ଦେଇଛନ୍ତି ଦୀପିକା ଙ୍କୁ ସେତେବେଳେ ଦୀନେଶ ଙ୍କର ଷ୍ଟାଟସ କଥା ଉଠୁଛି ତେବେ ଆଗରୁ ତାଙ୍କର ସ୍ଟାଟସ କୁଆଡେ ଯାଇଥିଲା |
ତେବେ ମହିଳା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି କି ଦୀପିକା ତ ଜାଣିଥିଲେ ସେ ଲୋ ଷ୍ଟାଟସ ର ଝିଅ ବୋଲି ଆଉ ସେ ନିଜ ଗୋଡ଼ରେ ନିଜେ ଛିଡା ହେବା ପାଇଁ ଚାହୁଁଥିଲେ | କିନ୍ତୁ ଦୀନେଶ ତୋମେ ଯଦି ଜାଣିଥିଲ ତମେ ହାଇ ଷ୍ଟାଟସ ର ବୋଲି ତାହେଲେ କାହିଁକି ଦୀପିକା ଙ୍କ ପଛରେ ପଡିଥିଲ | ସେ ଆହୁରି ମଧ୍ୟ କହିଛନ୍ତି ଯଦି ଏମିତି କରିବାର ଥିଲା ତାହେଲେ ଛୋଟ ବେଳରୁ କହିଲଣି ତୁମ ବାପା ମା ଙ୍କୁ ତମର ମେରେଜ କରେଇ ଦେବାକୁ | ତେବେ ମହିଳା ଜଣଙ୍କର ଏଭଳି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |