ଦେଖନ୍ତୁ ଭିଡିଓ ! କେମିତି ନିଜ ସ୍ତ୍ରୀ ଏବଂ ଝିଅ ସହିତ ନିଜର ଜନ୍ମଦିନ ପାଳନ କଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ! ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି…..

0

ଅଲିଉଡ, ବଲିଉଡ ଏବଂ ଟିଭି ସିରିଏଲ୍ ର ଅଭିନେତା ଅଭିନେତ୍ରୀ ମାନେ ସାଧାରଣତଃ ସବୁବେଳେ ନିଜର କିଛି କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି । ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ୍ ପାଇଁ ତ କେତେବେଳେ ନିଜର ନାଚ ଗୀତ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ତଥା କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ଆଉ ବର୍ତ୍ତମାନ ସମୟରେ ଠିକ୍ ସେହିପରି ସିଦ୍ଧାର୍ଥ ମହାପାତ୍ର ତାଙ୍କର ଜନ୍ମ ଦିନ ବହୁତ ଧୁମଧାମରେ ତାଙ୍କ ସ୍ତ୍ରୀ ଯିଏକି ଅଲିଉଡର ଜଣେ ସୁପରିଚିତ ଅଭିନେତ୍ରୀ ମାମା ମିଶ୍ର ଏବଂ ତାଙ୍କର ଏକମାତ୍ର ଝିଅ ସାଇସିଦ୍ଧିଙ୍କ ସହିତ ଜନ୍ମଦିନ ପାଳନ କରୁଥିବାର ନଜରରେ ଆସିଛନ୍ତି । ତେବେ ଚାଲନ୍ତୁ ଜାଣିବା କେମିତି ପାଳନ କରିଲେ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ର ତାଙ୍କ ଜନ୍ମଦିନ ସେ ବିଷୟରେ ।

ଆପଣ ମାନେ ଅଲିଉଡ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ରଙ୍କୁ ତ ବହୁତ ଭଲ ଭାବର ଜାଣିଥିବେ । ସିଦ୍ଧାର୍ଥ ମହାପାତ୍ର ଅଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଅଭିନେତା ଏବଂ ସୁପରଷ୍ଟାର ମଧ୍ୟ ।

ଯୁବକ ଠାରୁ ଆରମ୍ଭ କରି ବୃଦ୍ଧ ହେବା ପର୍ଯ୍ୟନ୍ତ ସେ ତାଙ୍କର ଅଭିନୟ ଜାରି ରଖିଛନ୍ତି । ତାଙ୍କ ସିନେମା ଦେଖିଲେ ଲୋକ ମାନଙ୍କ ହାତରେ ତାଳି ବନ୍ଦ ହୁଏ ନାହିଁ କିମ୍ବା ପାଟିରୁ ପ୍ରଂଶାସ ସରେ ନାହିଁ । ପ୍ରାୟ ସୁପରହିଟ୍ ଫିଲ୍ମ ମାନଙ୍କରେ ତାଙ୍କର ଜବରଦସ୍ତ କମେଡି ମଧ୍ୟ ଦେଖିବା ପାଇଁ ମିଳିଥାଏ । ତାଙ୍କର ବିଚକ୍ଷଣ ଅଭିନୟ ସାଙ୍ଗକୁ କମେଡି ମଧ୍ୟ ସିନେମାକୁ ଆହୁରି ସୁପରହିଟ୍ କରିଥାଏ ।

ଅନେକ ଫିଲ୍ମ ରେ ନିଜର ଅନେକ ପ୍ରକାର କଳା ପ୍ରଦର୍ଶନ କରି ଦର୍ଶକ ମାନଙ୍କର ଖୁବ୍ ମନ ଜିତିଥାନ୍ତି ଅଭିନେତା ସିଦ୍ଧାର୍ଥ ମହାପାତ୍ର । ତାଙ୍କ ଅଭିନୟ ପାଇଁ ସେ ଅଲିଉଡ ଇଣ୍ଡଷ୍ଟ୍ରିରେ ସବୁବେଳେ ଚର୍ଚ୍ଚିତ ଥାଆନ୍ତି । ସେ ନିଜ କ୍ୟାରିୟର ଆରମ୍ଭରୁ ହିଁ ଅଲିଉଡ ଇଣ୍ଡଷ୍ଟ୍ରିକୁ ବହୁତ ସୁପରହିଟ ମୁଭି ଦେଇଛନ୍ତି ।

 ନିଜର ଡାଇଲଗ୍ ଓ ଅଭିନୟ ତଥା ନିଜର କ୍ୟାରେକ୍ଟର ପାଇଁ ମଧ୍ୟ ସେ ଜଣେ ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ କଳାକାର ଅଟନ୍ତି । ତେବେ ବର୍ତ୍ତମାନ ସେ ସିନେମା ଜଗତରୁ ଦୂରେଇ ଯାଇ ଧାରାବିହକରେ ନଜର ଆସୁଛନ୍ତି ।

ତେବେ ଜି ସାର୍ଥରେ ପ୍ରସାରିତ କେମିତି କହିବି କହ ଧାରାବାହିକରେ ନାୟକ ଭାବରେ ଦେଖିବାକୁ ମିଳିଛି ଅଲିଭଡ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ରଙ୍କୁ । ତାଙ୍କ ଜୀବନରେ ଏହା ତାଙ୍କର ପ୍ରଥମ ଧାରାବାହିକ ଏବଂ ଏହି ଧାରାବିହକରେ ତାଙ୍କର ନାୟିକା ଭାବରେ ଅଭିନୟ କରିଛନ୍ତି ଅଭିନେତ୍ରୀ ସୁପ୍ରିୟା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।