ଦେଖନ୍ତୁ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ – ବାଘକୁ ନଦୀ ପାର ହେବାର ଦେଖି ଜୋରରେ ଚିତ୍କାର କରିବାକୁ ଲାଗିଲେ ଲୋକେ, ଆଉ ତା’ ପରେ…
ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । ଏହି ସବୁ ଘଟଣା ବେଳେ ବେଳେ ଏତେ ଆଶ୍ଚଜ୍ୟଜନକ ହୋଇଥାଏ ଯେ ଆମେ ଏହାକୁ ବିଶ୍ୱାସ ମଧ୍ୟ କରି ପାରି ନଥାଉ।
ତେବେ ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଖୁବ୍ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ। ଏହି ଭିଡିଓ ଟି ସବୁ ଠାରୁ ଭିନ୍ନ ଅଟେ । ଏହି ଭିଡିଓ ଟିକୁ ଆପଣ ଦେଖିଲେ ସମ୍ପୂର୍ଣ ଭାବେ ଆଶ୍ଚର୍ଯ୍ୟ ହୋଇ ଯିବେ ।ତେବେ କଣ ରହିଛି ଏହି ଭିଡିଓ ରେ ଆସନ୍ତୁ ଜାଣିବା ।
କଣ କେବେ ଆପଣ ମାନେ ଏକ ବାଘକୁ ପାଣି ରେ ପହଁରି ଥିବାର ଦେଖିଛନ୍ତି କି ? ଆମେ ମାନେ ଜାଣିଛ ସାଧାରଣ ବାଘ ମାନେ ଜଙ୍ଗଲ ରୁହନ୍ତି। ଶୋଷ ଲାଗିଲେ ନଦୀ ତଟ କୁ ଆସି ଥାଆନ୍ତି ପାଣି ପିଇବା ପାଇଁ ଆସନ୍ତି । କିନ୍ତୁ କେବେ କୌଣସି ବାଘକୁ ପହଁରିଥିବା ର ଦେଖି ନଥିବେ । ଏହି କଥା ଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ laagi ଥାଇ ପାରେ । ତେବେ ଏବେ ଏବେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯେଉଁଠି ଲୋକ ମାନେ ଏକ ବାଘ କୁ ନଦୀ ପହଁରି ପାର ହୋଇ ଜଙ୍ଗଲ ଆଡ଼କୁ ଯିବାର ଦେଖିବାକୁ ପାଇଛନ୍ତି ।
Bagh…Bagh! ????
This sighting of a young tiger crossing the river was undoubtedly an unusual one. However, keeping silence and safe distance is a must. See the video till end. VC:WA pic.twitter.com/NxjWyZCpw5— Ramesh Pandey (@rameshpandeyifs) January 24, 2021
ସୂଚନା ଅନୁସାରେ କିଛି ଲୋକ ନଦୀ ପାର ହୋଇ ଯିବା ସମୟ ରେ ଏହି ଦୃଶ୍ୟ ଟିକୁ ଦେଖିଥିଲେ ଓ ଏହି ବିରଳ ଦୃଶ୍ୟ କୁ କ୍ୟାମେରା ରେ କଏଦେ ମଧ୍ୟ କରୁଥିଲେ । କୁହା ଯାଉଛି ଯେ ଏହି ଭିଡିଓ ଟି ସୁନ୍ଦରବନ ର ଅଟେ । ତେବେ ଲୋକ ମାନେ ଏହି ଦୃଶ୍ୟ କୁ ଦେଖି ବାଘ ବାଘ ଚିତ୍କାର କରିବାକୁ ଲାଗିଥିଲେ ଓ ଡଙ୍ଗା ସାହାର୍ଯ୍ୟ ରେ ବାଘ ପାଖକୁ ଯିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ଏମିତି ଏକ ଦୃଶ୍ୟ କୁ ଭାରତୀୟ ବନ ଅଧିକାରୀ ରମେଶ ପାଣ୍ଡେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଛାଡି ଅଛନ୍ତି ।
ଆଉ ଏହି ଭିଡିଓ ବିଷୟ ରେ ଲେଖିଛନ୍ତି ଯେ ଯଦି ଆପଣ ଏମିତି କିଛି ଦୃଶ୍ୟ ଦେଖୁଛନ୍ତି ତେବେ ଯେତେ ପାରିବେ ସାଇଲେଂଶ ରହିବା ଉଚିତ୍ ବୋଲି କହିଛନ୍ତି । ଓ କେବେ ବି ବାଘ ର ନିକଟ ତର ହେବା ଉଚିତ୍ ନୁହେଁ ବୋଲି ସୂଚନା ଦେଇଛନ୍ତି।ତେବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଓ ଏହି ଭିଡିଓ ରେ ଲୋକ ମାନେ ବିଭିନ୍ନ ପ୍ରକାରର ପତିକ୍ରିୟା ରଖିଛନ୍ତି । ଅନେକ ଲୋକ ଏହାକୁ ଅତି ବିପଦ ପୂର୍ଣ୍ଣ ବୋଲି କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।