ଦେଖନ୍ତୁ ଅଭିନେତା ସୁଭାଶିଷ ଏବଂ ଅନିଶା ଙ୍କ କୁନି ଝିଅ ର ଏକୋଇଶିଆ ପୂଜା….

ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି। ସେହିଭଳି ଓଡ଼ିଆ ସିନେମା ଏବଂ ଧାରାବାହିକ ଜଗତର ଜଣେ ଲୋକପ୍ରିୟ ଯୋଡ଼ି ଭାବରେ ଅନିଶା ଏବଂ ଶୁଭାଶିଷଙ୍କୁ କିଏ ଅବା ନଜାଣେ। ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ଦେବାଶିଷ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି ଏବଂ ସିରିଏଲ ରେ ମଧ୍ୟ ଦମଦାର ଅଭିନୟ କରୁଛନ୍ତି। ତାଙ୍କ ଅଭିନୀତ ସିନେମା ହେଉକି ଧାରାବାହିକ ସବୁ ବହୁତ୍ ସୁପରହିଟ ହୋଇଥାଏ। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ।

ତାଙ୍କ ପତ୍ନୀ ଅନିଶା ମଧ୍ଯ ଦମଦାର ଅଭିନୟ କରିଥାନ୍ତି। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁନ୍ଦର୍ ସୁନ୍ଦର୍ ମୁଜିକ ଭିଡିଓ ଏବଂ ଧାରାବାହିକ ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି। ଏହି ଅଭିନେତ୍ରୀ ଜଣଙ୍କ ଓଲିଉଡ ର ସୁଇଟ ଆଣ୍ଡ କ୍ୟୁଟ ଚୁଲବୁଲି, ସୁନ୍ଦରୀ ନାୟିକା ଭାବରେ ମଧ୍ଯ ପରିଗଣିତ ହୁଅନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଗ୍ଲାମର ପାଇଁ ଏବଂ ତାଙ୍କର ବେଶଭୂଷା ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ। ଅଭିନୟ ଜଗତରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଧାରାବାହିକ ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ।ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି। ତେବେ ଅନେକ ସମୟ ରେ ଏହି ଯୋଡ଼ି ଶୁଭାଶିଷ ଏଵଂ ଅନିଶା ଭିଡିଓ ସୁଟ କରି ଏହାକୁ ସେୟାର କରିଥାନ୍ତି।

ଲୋକେ ଏମାନଙ୍କୁ ବେଶ୍ ପସନ୍ଦ କରନ୍ତି। ବିବାହ ପରେ ଲୋକଙ୍କ ଆଶୀର୍ବାଦ ଭଲପାଇବା ପାଇଁ ସେମାନେ ତାଙ୍କର ଅଗଣିତ ପ୍ରଶଂସକ ଏବଂ ଶୁଭେଚ୍ଛୁ ମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ। କାରଣ ଦର୍ଶକ ମାନେ ତାଙ୍କୁ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ରୁ ଅନେକ ସକାରାତ୍ମକ କମେଣ୍ଟ ଦେବା ସହ ଅନେକ ଭଲପାଇବା ଦେଇଛନ୍ତି। ଯାହା ସେମାନଂକୁ ବହୁତ୍ ଖୁସି କରିଛି।ଏବେ ସେମାନେ ତାଙ୍କର କୁନି ବେବି, ନବ ଜନ୍ମିତ ଶିଶୁ ର ଫଟୋ କୁ ପିଲାର ଏକୋଶିଆ ରେ ଦର୍ଶକ ମାନଙ୍କୁ ଦେଖାଇଛନ୍ତି। ପିଲାଟି ଏହି ଫଟୋରେ ବହୁତ୍ ସୁନ୍ଦର ଏବଂ ପ୍ୟାରି ଦେଖାଯାଉଛି। ଆପଣବି ଏହି ବେବିକୁ ଦେଖିଲେ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment