ଦେଖନ୍ତୁ Viral ଭିଡ଼ିଓ : ଅଭିନେତ୍ରୀ ଏଲିନା ସାମନ୍ତରାୟ କିପରି ତାଙ୍କ ଗାଆଁ କଲେ ଏହି ଆଶ୍ଚର୍ଯ୍ୟ କଲା ଭଳି କାମ…

0

ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତରାୟ। ତେବେ ଏହି ଏଭିନେତ୍ରି ଙ୍କୁ କିଏ ଅବା ନଜାଣେ। ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ସେ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କ ଅଭିନୀତ ସିନେମା ସବୁ ସୁପରହିଟ ମଧ୍ଯ ହୋଇଥାଏ। ତେବେ ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା, ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ।

ତେବେ ଓଲିଉଡ ର ସୁଇଟ ଆଣ୍ଡ କ୍ୟୁଟ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ନାୟିକା ହେଉଛନ୍ତି ଏଲିନା ସାମନ୍ତରାୟ। ତାଙ୍କ ପାଇଁ ଅନେକ ଦର୍ଶକ ଦିୱାନା ସାଜିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଗ୍ଲାମର ପାଇଁ ଏବଂ ତାଙ୍କର ବେଶଭୂଷା ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ। ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ।

ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ।ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି। ତେବେ ନିକଟରେ ସେ ଏକ ଭିଡିଓ ସୁଟ କରି ଏହାକୁ ସେୟାର କରି ଛନ୍ତି। ଆପଣ ଜାଣିଛନ୍ତି ଏବେ ଲକ୍ ଡାଉନ୍ ସମୟରେ ଅନ୍ୟ ମାନଙ୍କ ଭଳି ସେ ମଧ୍ୟ ଘରେ ରହିଛନ୍ତି।ଆଉ ଘରେ ରହି ବିଭିନ୍ନ କାର୍ଯ୍ୟ ମଧ୍ଯ କରୁଛନ୍ତି। ଅନେକ ସମୟରେ ସେ ଘରେ ବିତାଉଥିବା କିଛି ମୁହୂର୍ତ୍ତର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାର ଦେଖିବକୁ ମିଳିଥାଏ।

ସେହିପରି ଏବେ ଏହି ଭିଡିଓ ରେ ସେ ଘରେ ରଙ୍ଗ ଦେଉଥିବାର ଦେଖିବକୁ ମିଳିଛି।ଏକ ତୂଳୀ ଧରି ସେ ଏହି ରଙ୍ଗ ଦେବା କାର୍ଯ୍ୟ କରୁଛନ୍ତି। ରଙ୍ଗ ଦେବା ବେଳେ ସେ ବହୁତ ଖୁସିର ସହିତ ଏହାକୁ କରୁଛନ୍ତି ଏବଂ ଏହାର ଭିଡିଓ ମଧ୍ଯ ସୁଟିଂ କରୁଥିବାର ନଜର ଆସିଛି।ତେବେ ସେ ତାଙ୍କର ଗାଆଁ ରେ ଥିବା ଘରେ କିପରି ଭାବରେ ଏହି କାର୍ଯ୍ୟ କରୁଛନ୍ତି ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ ଏବଂ ଖୁସି ମଧ୍ଯ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।