ଦେଖନ୍ତୁ ଅଭିନେତ୍ରୀ Jaklin ଏବଂ ଅଭିନେତା Arbinda ଙ୍କ ପୁରୀ ସମୁଦ୍ର କୂଳରେ ରୋମାଣ୍ଟିକ ମୁଡ଼ରେ ମସ୍ତିର ଭିଡିଓ…

0

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଉଭୟ ଛୋଟ ଓ ବଡ଼ ପରଦାରେ ବଡ଼ ଧମାକା ଦେଖାଉଥିବା କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ। ସେମାନଙ୍କ ସୁନ୍ଦରତା ଏବଂ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥାଏ।ସେହିପରି ଓଡ଼ିଆ ଫିଲ୍ମ୍ ଏବଂ ଧାରାବାହିକ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ଜାଙ୍କଳିନ ପରିଡା। ମନୋରଞ୍ଜନ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କର କଥା ସବୁବେଳେ ଟିକେ ଭିନ୍ନ ଏବଂ ନିଆରା ହୋଇଥାଏ। ଯେଉଁ କାରଣରୁ ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ଅଭିନୟ ପାଇଁ ହେଉ କି ସେମାନଙ୍କ ବୋଲ୍ଡ ଅନ୍ଦାଜ ପାଇଁ ହେଉ ଚର୍ଚ୍ଚାରେ ରହିଥାନ୍ତି।

ଏମିତି ରେ ଆପଣ ତ ଜାଣିଛନ୍ତି ସେଲେବ୍ରେଟି ମାନଙ୍କର ଜୀବନ ଶୈଳୀ ସାଧାରଣ ଲୋକ ଙ୍କ ଠାରୁ ଟିକେ ଭିନ୍ନ। ସେହିଭଳି ଭାବରେ କିଛି ଏମିତି କଳାକାର ଅଛନ୍ତି ସେମାନଙ୍କ ଅଭିନୟ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ। ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ବେଶି ଲୋକପ୍ରିୟ ଅଟନ୍ତି।ଅନେକ ସମୟରେ ସେମାନଙ୍କ ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ସେମାନେ ଚର୍ଚ୍ଚାରେ ରହିଥାନ୍ତି। ବଲିଉଡ ହେଉ କି ଓଲିଉଡ ଏହି ଇଣ୍ଡଷ୍ଟ୍ରି ରେ ସବୁବେଳେ ଯେଉଁ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥାଏ ତାହା ଫ୍ୟାନ ମାନଙ୍କୁ ସେମାନଙ୍କ ସହ କୌଣସି କଥାକୁ ନେଇ ଜଡ଼ିତ ରହିବାକୁ ଏକ ସ୍ଵତନ୍ତ୍ର ମାହଲ୍ ସୃଷ୍ଟି କରିଥାଏ।

ସେହିପରି ଓଡ଼ିଶାର ଓଡ଼ିଆ ଟେଲି ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ଜାଙ୍କଲିନ ପରିଡ଼ା ବେଶ୍ ପରିଚିତ। ନିକଟରେ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।ସେ ତାଙ୍କର ପୁରୁଷ ବନ୍ଧୁ ଅରବିନ୍ଦ ଙ୍କୁ ବିବାହ କରିଛନ୍ତି।ସେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବାର ଦେଖିବକୁ ମିଳୁଛି। ତେବେ ବିବାହ ପୂର୍ବରୁ ଏବଂ ବିବାହ ପରେ ସେ ତାଙ୍କର ଅନେକ ଫଟୋ, ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରୁ ଥିବାର ଦେଖିବାକୁ ମିଳିଥାଏ। ଯାହା ପ୍ରଶଂସକ ମାନଙ୍କ ପାଇଁ ସେ ପୋଷ୍ଟ କରିଥିବା ଦେଖିବାକୁ ମିଳିଥାଏ।

ତେବେ ଏବେ ପୁଣି ଏହି ଅଭିନେତ୍ରୀ ଏବଂ ତାଙ୍କର ପୁରୁଷ ବନ୍ଧୁ ଅରବିନ୍ଦ ଙ୍କ ମଉଜ ମସ୍ତିର ଏକ ଭିଡିଓ ଦେଖିବକୁ ମିଳିଛି।ଏହା ପୁରୀ ସମୁଦ୍ର କୂଳର ବୋଲି କୁହା ଯାଉଛି। ଏମାନେ ଦୁଇଜଣ ଏଠାରେ ସମୁଦ୍ର କୂଳରେ ପାଣିରେ ମଉଜ ମସ୍ତି ର ସହ ନୃତ୍ୟ କରିବା ସହ ରୋମାଣ୍ଟିକ ମୁଡ ରେ ନଜର ଆସୁଛନ୍ତି। ଅରବିନ୍ଦ ଅଭିନେତ୍ରୀ ଜାଙ୍କଲିନଙ୍କୁ ଦୁଇ ହାତରେ ଟେକି ବୁଲାଉଛନ୍ତି ଏବଂ ଦୁଇଜଣ ସୁନ୍ଦର ନୃତ୍ୟ ମଧ୍ଯ କରୁଛନ୍ତି।ଏହି ଭିଡିଓ ରେ ଦୁଇଜଣ ଙ୍କ ଯୋଡ଼ି ବହୁତ ସୁନ୍ଦର ଲାଗୁଛି ଏବଂ ସେମାନେ ବହୁତ୍ ଖୁସି ଥିବା ନଜର ଆସୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।