“ଟିପି ଟିପି ବର୍ଷା ପାଣି” ଗୀତରେ ଦେଖନ୍ତୁ ଅଭିନେତ୍ରୀ Lipsa ଙ୍କ ଏହି ହଟ୍ ଡ଼୍ୟାନ୍ସ ଭିଡିଓ ଦେଖିବା ପରେ ନିଜକୁ ସମ୍ଭାଳି ପାରିବେନି ସୋସିଆଲ ମିଡ଼ିଆରେ ହଲଚଲ ଦେଖିଲେ ଝାଳ ବାହାରି ଯିବ..ଦେଖନ୍ତୁ ଭିଡ଼ିଓ

0

ଆପଣମାନେ ଜାଣିଛନ୍ତି ଓଡ଼ିଆ ସିନେମା ଏବଂ ସିରିଏଲ ଜଗତର ଜଣେ ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଲିପ୍ସା ଦାସ୍। ଦୀର୍ଘଦିନ ହେବ ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନୋରଂଜନ ର ସୁରାକ ଯୋଗାଇ ଆସୁଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ଭାରି ନିଆରା ଅଭିନୟ ତାଙ୍କ ନିକଟରେ ଦେଖିବାକୁ ମିଳେ। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଜଣେ ସୁନ୍ଦର୍ ମହିଳା ର ଜୀବନ କୁ ଅତିବାହିତ କରିଥାଆନ୍ତି ଯାହା ଆପଣ ଦେଖିବାକୁ ପାଉଥିବେ। ତେବେ ତାଙ୍କର ଅଗଣିତ ପ୍ରସଂଶକ ମାନେ ତାଙ୍କୁ ବହୁତ୍ ଭଲ ପାଇଥାନ୍ତି।

ତେବେ ଅଭିନେତ୍ରୀ ଲିପ୍ସା ଅନେକ ସମୟରେ କିପରି ତାଙ୍କର ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ଯାହା ତାଙ୍କ ଫ୍ୟାନ ମାନଙ୍କୁ ଖୁସି ବି କରାଇଥାଏ।ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ସେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ। ସେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ।ତେବେ ଆପଣ ତ ଜାଣିଛନ୍ତି ସେଲିବ୍ରିଟି ମାନେ ଅନେକ ସମୟରେ ତାଙ୍କର ପ୍ରସଂଶକ ମାନଙ୍କ ପାଇଁ ଅନେକ ଭିନ୍ନ ଅନ୍ଦାଜର ଫଟୋ, ଭିଡିଓ ଆଦି ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି।

ଅନେକ ସମୟରେ ସେମାନେ କିଛି ଭିଡିଓ ଜରିଆରେ ତାଙ୍କର ପ୍ରସଂଶକ ମାନଙ୍କ ସହିତ ନିକଟତର ହେବା ସହିତ ସେମାନଙ୍କୁ ଅନେକ କିଛି ବାର୍ତ୍ତା ଦେଇଥାନ୍ତି। ଆଉ ବେଳେବେଳେ ଲାଇଭ ଭିଡିଓ ଆସି ମଧ୍ୟ ସେମାନଙ୍କର ଫ୍ୟାନ ମାନଙ୍କ ସହିତ ସମୟ ଅତିବାହିତ କରିଥାନ୍ତି। କାରଣ ସେମାନେ ଦର୍ଶକ ଏବଂ ଫ୍ୟାନ ମାନଙ୍କ ପାଇଁ ହିଁ ଏପରି ସ୍ଥାନକୁ ଆସି ପାରିଛନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ସିନେମା ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ବେଶ୍ ପରିଚିତ ହେଉଛନ୍ତି ଲିପ୍ସା ଦାସ୍। ଏହାଛଡ଼ା ଅଭିନେତ୍ରୀ ଲିପ୍ସା ଅନେକ ସୁନ୍ଦର୍ ସୁନ୍ଦର୍ ଧାରାବାହିକରେ ତାଙ୍କର ଆକର୍ଷଣୀୟ ଦମଦାର ଅଭିନୟ ପାଇଁ ବେଶ୍ ପ୍ରଶଂସା ସାଉଁଟି ଥାଆନ୍ତି।

ତାଙ୍କର ଅଭିନୟ ଯେମିତି ଚିତ୍ତାକର୍ଷକ ଆଉ ଜୀବନ୍ତ ତାଙ୍କର ବାଗ ଭଙ୍ଗୀ ମଧ୍ଯ ସେହିପରି ଆକର୍ଷଣୀୟ ଅଟେ।ତେବେ ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ତାଙ୍କର କିଛି ହଟ୍ ଲୁକ୍ସ ର ଡାନ୍ସ ଭିଡିଓ ଦେଖିବାକୁ ମିଳିଛି। ଟିପି ଟିପି ବର୍ଷା ପାନି ଭଳି ହଟ୍ ରୋମାଣ୍ଟିକ ଗୀତରୁ ଆରମ୍ଭ କରି ଅନେକେ ସୁନ୍ଦର୍ ସୁନ୍ଦର୍ ଗୀତରେ ସେ ତାଙ୍କର ଡାନ୍ସ ଆଇଟମ କୁ ଦେଖାଉଛନ୍ତି। ତାଙ୍କର ଏହି ହଟ୍ ଅନ୍ଦାଜ ଦେଖିଲେ ଆପଣ ବି ଖୁସି ହୋଇଯିବେ। ଅନେକ ପ୍ରକାରର ଗେଟ୍ ଅପ୍ ରେ ସେ ତାଙ୍କର ଏହି ଡାନ୍ସ କୁ ଦେଖାଉଛନ୍ତି ଯାହାକୁ ଦେଖି ସମସ୍ତେ ଖୁସି ହେବା ସହ ପ୍ରତିକ୍ରିୟା ମଧ୍ଯ ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।