ଦେଖନ୍ତୁ ଅଦ୍ଭୁତ ଘଟଣା ! ଏହି ମହିଳାଙ୍କ ଠାରୁ ଜନ୍ମ ନେଲା ଵିଷଧର ସାପ, ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ମନରେ ଭକ୍ତି ଥିଲେ ଗୋଟିଏ ସେୟାର ନିଶ୍ଚିତ କରିବେ

ଧୀରେ ଧୀରେ ଦିନର ପରିବର୍ତ୍ତନ ସହ ଯୁଗର ପରିବର୍ତନ ହଉଛି ତତସହିତ ମଣିଷର ଆଚାର ବ୍ୟବହାରରେ ବଦଳି ଯାଉଛି। ମଣିଷ ପାଖରେ ଆଉ ମାନବିକତା ନାହିଁ ଏବେ ହିଂସ୍ର ହୋଇଗଲାଣି।ବର୍ତ୍ତମାନ ମଣିଷ ସମାଜ ନିରୀହ ପଶୁଙ୍କ ଉପରେ ଅତ୍ୟାଚାର କରିବାରେ ଲାଗିଛି।ଯାହା ଦେଖିଲେ ଆଖିରେ ଲୁହ ଆସିଯାଉଛି। ଏ ଦୁନିଆରେ କିଏ ବିଶ୍ୱସ୍ତ, ଏ କଥା ସମସ୍ତେ ଜାଣନ୍ତି।

ଏ ସମାଜ ସବୁବେଳେ ନିଜକୁ ଭଲ କହିଥାଏ କିନ୍ତୁ ନିଜର ଜ୍ଞାନ ଏବଂ ଅଜ୍ଞାତ ରେ ସବୁବେଳେ ପଶୁଙ୍କ ଉପରେ ଅତ୍ୟାଚାର କରିଥିବାର ଦେଜ୍ମଖିବାକୁ ମିଳୁଛି।ତାହା କେବଳ ନିଜର ଖୁସି ଓ ସ୍ୱାର୍ଥ ପାଇଁ।

ମଣିଷ ସବୁବେଳେ ନିଜର ସ୍ୱାର୍ଥ ପାଇଁ ସମସ୍ତଙ୍କୁ ଜଳାଞ୍ଜଳି ଦେଇପାରିଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏମିତି କିଛି ଲୋକ ଅଛନ୍ତି ଯେ ପଶୁଜନ୍ତୁଙ୍କର କଥା ବୁଝିପାରନ୍ତି ଏବଂ ସେ ମଣିଷ ଅପେକ୍ଷା ପଶୁ ପକ୍ଷୀ ଙ୍କୁ ଅଧିକ ବିଶ୍ୱାସ କରନ୍ତି।ଏବେ ଆପଣଙ୍କୁ ଗୋଟିଏ ଏମିତି ଘଟଣା ବିଷୟରେ ଯେଉଁଥିରେ ଜଣେ ମହିଳା ଗୋଟିଏ ସାପକୁ ଛୁଆ ଭଳି ପାଳୁଛନ୍ତି।ଆସନ୍ତୁ ସମ୍ପୁର୍ଣ ଘଟଣା ସମ୍ପର୍କରେ ଜାଣିବା।

ଗୋଟିଏ ସୂଚନା ଅନୁସାରେ ଘଟଣାଟି ବିହାର ର ମଙ୍ଗୁ ଜିଲାରେ ଦେଖିବାକୁ ମିଳିଛି।ଏଠାରେ ଜଣେ ମହିଳା ସାପକୁ ନିଜର ସନ୍ତାନ ପରି ଲାଳନପାଳନ କରୁଛନ୍ତି।ଏହାକୁ ବିଶ୍ୱାସ କରୁ ନଥିଲେ ମଧ୍ୟ ଏହା ସତ୍ୟ।

ତେବେ ଏହି ମହିଳା ଜଣଙ୍କ ମଧ୍ୟମ ଶ୍ରେଣୀର ପରିବାରର।ପରିବାର କହିଲେ ସ୍ୱାମୀ ଏବଂ ଦୁଇ ପୁଅ। ଆଉ ସାପକୁ ଗୋଟିଏ ସଦସ୍ୟ ଭାବି ତାକୁ ପାଳନ କରୁଛନ୍ତି ଏବଂ ମା ପରି ଖାଦ୍ୟ ମଧ୍ୟ ପ୍ରସ୍ତୁତ କରୁଛନ୍ତି।ଏହା ଚାରିଆଡେ ଚାଂଚଲ୍ୟକର ସୃଷ୍ଟି କରିଛି। ତାପରେ ତାଙ୍କ ଯେତେବେଳେ ପଚରା ଯାଇଥିଲା ସେ କହିଥିଲେ ଆଗରୁ ୩ ଟି ସାପ ଛୁଆ ପାଳିଥିଲେ।ଏଥିମଧ୍ୟରୁ ୨ ଟି ଙ୍କର ଅକାଳ ମୃତ୍ୟୁ ହୋଇଯାଇଥିଲା ତେବେ ଗୋଟିଏ ଅଛି।

କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ ସାପଟି ମହିଳାଙ୍କ କଥା ସବୁ ବୁଝିପାରୁଛି।ସେ ମଣିଷଙ୍କ ପରି ସବୁ ଜାଣିପାରୁଛି ଏବଂ କାହାର କିଛି ବି କ୍ଷତି କରେ ନାହିଁ।ନିଜର ପରି ତାକୁ କ୍ଷୀର ଦେଲେ ଯତ୍ନରେ ସବୁ ପିଇଦେଉଛି।ଏତିକି ନୂଆ ଲାଗୁଛି ତା କଥା ମହିଳା ବି ବୁଝିପାରିଥାନ୍ତି। ତାର ସ୍ଵଭାଵ ମଧ୍ୟ ମଣିଷଙ୍କ ପରି ହୋଇଯାଇଛି।

ସମସ୍ତଙ୍କ ନୀତି ଦିନ ଯେମିତି ବିତି ଯାଉଛି ତାର ମଧ୍ୟ ସେହିପରି।ପରିବାରରେ ମଧ୍ୟ ସମସ୍ତେ ତାର ରକ୍ଷଣବେକ୍ଷଣ ଠିକ ଭାବରେ ନେଇଥାନ୍ତି।ସ୍ୱାମୀ ତାଙ୍କର ଜଣେ ଦିନ ମଜୁରିଆ ହେଲେ ମଧ୍ୟ କେବେ ସାପ ପାଇଁ ଅଭାବରେ ପଡି ନାହାନ୍ତି। ମହିଳାଙ୍କର ଏହିପରି ମାନବିକତା ସମସ୍ତଙ୍କୁ ପ୍ରେରଣା ଦେଉଅଛି। ଯାହା ସମଗ୍ର ନାରୀ ଜାତି ଉପରେ ପ୍ରଭାବ ପକେଇବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment