ଦେଖନ୍ତୁ Shocking ଭିଡ଼ିଓ : cctv ରେ ରେକର୍ଡ ହୋଇଗଲା ଭିଡ଼ିଓ ନହେଲେ କେହି ବିଶ୍ୱାସ କରି ନଥାନ୍ତେ…

0

ବିପଦ ଏବଂ ଦୁର୍ଘଟଣା କେତେବେଳେ କାହା ସହ ଘଟିବ ତାହା କହିବା ସମ୍ଭବ ନୁହେଁ। କିନ୍ତୁ ଯେତେବେଳେ ଏହା ରେକର୍ଡ ହେବା ପରେ ଦେଖିବାକୁ ମିଳିଥାଏ ତାହା ଅତ୍ୟନ୍ତ ଭୟାନକ ହୋଇଥାଏ ଓ ଦୁଃଖଦାୟକ ମଧ୍ୟ। ସେହିପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁ ଘଟଣା ର ଲାଇଭ ଭିଜୁଆଲ କଏଦ ହେଲା ସି ସି ଟିଭି ରେ।ଆଉ ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆପଣ ଜାଣିଛନ୍ତି ବେଳେବେଳେ ମଣିଷ ଉପରକୁ ଏମିତି ବିପଦ ମାଡ଼ି ଆସିଥାଏ, ଯାହା ପାଇଁ ସେ ଟିକିଏ ବି ସୁରାକ୍ ଆଗରୁ ପାଇ ନଥାଏ କିମ୍ବା ପୂର୍ବ ପ୍ରସ୍ତୁତି ମଧ୍ୟ କରି ନଥାଏ।

କାରଣ ପ୍ରକୃତରେ ବିପଦ କେତେବେଳେ କାହା ପାଖକୁ ମାଡି ଆସିବ ତାହା ଜାଣିବା ସହଜ କିମ୍ବା ସମ୍ଭବ ନୁହଁ। ନିଜର ସାମାନ୍ୟ ଅସାବଧାନତା ପାଇଁ ବି ଅକାରଣରେ ଜୀବନ ଚାଲି ଯାଇଥାଏ।ତେଣୁ ସେଥିପ୍ରତି ଆମକୁ ସଚେତନ ଏବଂ ଯତ୍ନଶୀଳ ରହିବାକୁ ପଡ଼ିବ। ସେହିଭଳି ଅସାବଧାନତା କାରଣରୁ କେତେ ବଡ଼ ବିପଦ ଘଟି ପାରେ ତାହାର ନଜିର ଆପଣ ନିହାତି ପାଇଥିବେ। କିନ୍ତୁ ଯେତେବେଳେ ଛୋଟ ପିଲା ମାନଙ୍କ ସହ କିଛି ବିପଦ ଘଟେ ସେତେବେଳେ ଏହା ଦୁଃଖଦାୟକ ଅଟେ। କାରଣ ନିଜକୁ ବଞ୍ଚାଇବା ପାଇଁ ସେ ସମର୍ଥ ହୋଇ ପାରେ ନାହିଁ। ଏହି ନିମ୍ନଲିଖିତ ଘଟଣାରୁ ସ୍ପଷ୍ଟ ହୋଇ ଯାଉଛି ଯେ କିପରି ଭାବରେ ଏକ କୁନି ଝିଅ ଉପରେ କୁକୁର ମାନଙ୍କ ଦ୍ଵାରା ଆକ୍ରମଣ ହୋଇଛି ଏବଂ ସେ କେଉଁ ଅବସ୍ଥାରେ ସେହି ସମୟରେ ରହିଛି।

ତାହା ଦେଖିଲେ ଆପଣଙ୍କୁ ବି ଡର ଲାଗିବ ଏବଂ ଆପଣ ବି ଭୟଭୀତ ହୋଇଯିବେ।ଯେଉଁ ଘଟଣା ର ଭିଡିଓ ଏବେ ମୋବାଇଲ୍ ରୁ ମୋବାଇଲ୍ କୁ ଘୂରି ବୁଲୁଛି। କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ପରେ ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ। ଯେଉଁ ଦୁର୍ଘଟଣା କୁ ଦେଖିଲେ ଲୋମ ଟାଙ୍କୁରୀ ଉଠିବା ସହିତ ଡରରେ ଛାତି ମଧ୍ୟ ଥରି ଉଠୁଛି। ଆପଣ ବି ଥରେ ନଜର ପକାନ୍ତୁ ଏହିଭଳି ଘଟଣା ଉପରେ।ଆପଣ ଭଲ ଭାବରେ ଥରେ ନଜର ପକାନ୍ତୁ ସି ସି ଟିଭି ରେ ରେକର୍ଡ ହୋଇଥିବା ଏହି ଭିଡିଓ ଉପରେ।

କେଉଁ ଭଳି ଭାବରେ ଜଣେ କୁନି ଝିଅ ଏକ ଗଳି ରାସ୍ତାରେ ଯାଉଥିବା ସମୟରେ ତାକୁ କିଛି ବୁଲା କୁକୁର ଘେରି ତା ଉପରେ ଆକ୍ରମଣ କରି ଟଣା ଓଟରା କରୁଛନ୍ତି। କିଛି ସମୟ ଧରି କୁକୁର ମାନଙ୍କ ଦ୍ଵାରା ଝିଅଟି ଏଭଳି ଘଟଣାର ଶିକାର ହେଉଛି।ପରେ ଯେତେବେଳେ ଏହା ଉପରେ ଲୋକଙ୍କ ନଜର ପଡ଼ିଛି ସେତେବେଳେ ସେମାନେ ଏହାକୁ ପ୍ରତିହତ କରିଛନ୍ତି ଏବଂ ପିଲାଟିକୁ ଉଦ୍ଧାର କରିଛନ୍ତି।ପରେ ପିଲାଟିକୁ ମେଡିକାଲ୍ କୁ ନିଆ ଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା କରା ଯାଉଛି। ତେବେ ଏହି ଘଟଣା ଟି ଆଲିଗଡ ର ଏକ ଅଞ୍ଚଳର ବୋଲି ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।