ଦେଖନ୍ତୁ Shockig ଭିଡ଼ିଓ : ବେଦିରୁ ଉଠି ଘୋଡା ପରି ଦୌଡିଲେ ବର-କନ୍ୟା ,ରାସ୍ତା ସାରା ଉଡିଲା ଧୂଳି…

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଆମ ହିନ୍ଦୁ ସମାଜରେ ସ୍ଵାମୀ-ସ୍ତ୍ରୀର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ବିବାହ ସମୟରେ ସାତ ଜନ୍ମକୁ ସାଥି ହୋଇ ରହିବା ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଅଗ୍ନିକୁ ସାକ୍ଷୀ ରଖି ପ୍ରତିଜ୍ଞା କରିଥାନ୍ତି। ଗୋଟିଏ ଝିଅ ଯେତେବେଳେ ତା ନିଜର ବାପା ମାଆକୁ ଛାଡି ଶାଶୂ ଘରକୁ ଆସିଥାନ୍ତି। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଦେଖି ଥିବେ। ଯେଉଁ ଥିରେ ବିବାହକୁ ନେଇ ଅନେକ କିଛି ଘଟଣା ଦେଖିବା ପାଇଁ ମିଳିଥାଏ। ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଖୁସି ଏବଂ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଖିବା ପାଇଁ ମିଳିଥାଏ।

ଯାହାକି ଆମେ ଆପଣଙ୍କୁ ଏମିତି ଏକ ଭାଇରାଲ ଭିଡ଼ିଓ ବିଷୟରେ ଜଣେଇବୁ ଯାହାକି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ବର କନିଆଁ ଦୌଡ଼ୁ ଥିବା ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡ଼ିଓ ସମ୍ପର୍କ ବିଷୟରେ। ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଭିଡ଼ିଓଟିରେ ଆପଣ ମାନେ ଦେଖି ପାରୁଥିବେ। ବର କନ୍ୟା ଉଭୟ ଦୌଡୁଛନ୍ତି। ତେବେ ସେମାନେ ଧୀର ସ୍ଥିର ଭାବରେ ନୁହେଁ। ପୁରା ଶକ୍ତି ଲଗେଇ ଦୌଡୁଥିବା ଦେଖିବା ପାଇଁ ମିଳିଛି। ବର ଯେତେ ଜୋର ରେ ଦୌଡୁଛନ୍ତି।

ତାଠାରୁ ଅଧିକ ଜୋର ରେ କନ୍ୟା ଦୌଡୁ ଥିବା ଦେଖିବା ପାଇଁ ମିଳିଛି। ଯାହାବି ହେଉ ଏଭଳି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବହୁତ ଜୋର ରେ ଭାଇରାଲ ହେଉଛି। ତେବେ ଦୌଡ଼ିବାର କାରଣ କିଛି ଜଣା ନାହିଁ। ତେବେ ଲୋକ ମାନେ ମଧ୍ୟ ଅନେକ ପ୍ରକାର କମେଣ୍ଟ କରୁଛନ୍ତି। କିଏ କହୁଛନ୍ତି ଯେ କୌଣସି ଫିଲ୍ମର ସୁଟିଂ ଚାଲିଛି, ଏବଂ ଆଗରେ ଏକ ଗାଡି ଚାଲିଛି। ହୁଏତ ସେହି ଗାଡ଼ିରେ ଆଗରେ କ୍ୟାମେରା ଲାଗିଛି ସେଥିପାଇଁ କନ୍ୟା ଏବଂ ବର ଦେଡୁଛନ୍ତି। ଅନ୍ୟ ମାନେ କିଛି ଏପରି କହିଛନ୍ତି ଯେ ବର କନ୍ୟାର କିଛି ପରମ୍ପରା ରହିଛି। ସେଥିପାଇଁ ନିଜର ପରମ୍ପରା ଅନୁସାରେ ସେମାନେ ଦୌଡ଼ୁଥିବେ। ଏଭଳି କିଛି କମେଣ୍ଟ କରିଛନ୍ତି। ଆଉ କିଛି ଲୋକଙ୍କ କହିବା କଥା ଯେ ବର କନ୍ୟା ହୁଏତ ଅଦଳ ବଦଳ ହୋଇଯାଇଛି।

ସେଥିପାଇଁ ନିଜ ନିଜର ବର କନ୍ୟା ପଛରେ ଉଭୟ ଯାଉଛନ୍ତି। ସେମାନଙ୍କ ଉଭୟ ବର କନ୍ୟା ହୁଏତ ସେହି ଗାଡ଼ିରେ ଯାଉଥିବା। ଏଭଳି ଭାବରେ ଲୋକ ମାନେ ଅନେକ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି। ଯାହାକି ଅନେକ ଲୋକ ମାନେ ଏହିଭକି ଫୋନି ଭାବରେ ଗ୍ରହଣ କରିଛନ୍ତି। ଯାହାବି ହେଉଛି ଭିଡ଼ିଓଟି ସୋସିଆଲ ମିଡ଼ିଆ ରେ ଖୁବ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଛି। ଯାହାବି ହେଉ ଅନେକ ଲୋକ ବର କନ୍ୟା ଦୌଡ଼ିବା ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment