ଦେଖନ୍ତୁ ଭିଡିଓ : ହେ ଭଗବାନ ! କାଳବୈଶାଖୀ ପବନରେ ଉଡିଗଲେ ବରଯାତ୍ରୀ…..

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବାକୁ ମିଳୁଛି। ବେଳେ ବେଳେ ସମାଜରେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ ଯେ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଏଭଳି ଅନେକ ଦୃଶ୍ୟ ଦେଖିବା ପାଇଁ ମିଳିଥାଏ। ପବନ ଦ୍ରୁତ ବେଗରେ ହେଲେ ଗଛ ଲତା ଆଦି ନଷ୍ଟ ହୋଇ ଯାଇ ଥାଏ ଓ ବହୁତ କ୍ଷୟ କ୍ଷତି ମଧ୍ୟ ହୋଇଥାଏ। କିନ୍ତୁ ତେବେ ନିକଟରେ ଏକ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ପବନ ହେବା ଫଳରେ ବରଯାତ୍ରୀ ମାନେ ଉଡି ଯାଇଥିଲେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଗୁଜୁରାଟର ଛୋଟ ଉଦୟ ପୁର ଅଞ୍ଚଳରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେହି ଅଞ୍ଚଳରେ ଏକ ବାହାଘରର ଆୟୋଜନ କାର୍ଯ୍ୟ ହେଉଥିଲା। ବାହାଘର ପରିସର ଯେଉଁ ଭଳି ଭାବରେ ହେବା ଉଚିତ, ସେହି ଭଳି ଭାବରେ ହିଁ ଆୟୋଜନ କରା ଯାଇ ଥିଲା। ବାହାଘରରେ ବହୁତ ସୁନ୍ଦର ଭାବରେ ଡେକୋରେସନ କରା ଯାଇ ଥିଲା। ଏଥି ସହିତ ବାହାଘରର ମଣ୍ଡପ ମଧ୍ୟ ବହୁ ସୁନ୍ଦର ବାହାରେ ସଜା ହୋଇଥିଲା। ଯେ କୌଣସି ବି ବ୍ୟକ୍ତି ଦେଖିଲେ ବହୁତ ଖୁସି ହୋଇ ଯିବା ସହିତ ଆନନ୍ଦିତ ମଧ୍ୟ ହୋଇଯିବେ।

ସେହି ବାହାଘରରେ ଅନେକ ଲୋକ ମାନେ ମଧ୍ୟ ଜମାଟ ହୋଇଥିଲେ। ବାହାଘର ଦେଖିବା ପାଇଁ ସମସ୍ତେ ଉତ୍କଣ୍ଠାର ସହିତ ଚାହିଁ ରହିଥିଲେ। ବାହାଘର ଦେଖିଲେ ଖୁସି ଅନୁଭବ ମଧ୍ୟ ହୋଇ ଥାଆନ୍ତେ। ଠିକ ବାହାଘର କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ବହୁତ ଜୋର ସୋର ଭାବରେ କାଳବୈଶାଖୀ ପବନ ଆରମ୍ଭ ହୋଇ ଯାଇ ଥିଲା। କାଳବୈଶାଖୀର ପବନର ବେଗ ଏତେ ଦ୍ରୁତ ଗତିରେ ଥିଲା ଯେ, ବାହାଘରରେ ଆୟୋଜନ ହୋଇ ଥିବା ସବୁ କାର୍ଯ୍ୟ ନଷ୍ଟ କରି ଦେଇଥିଲା।

କାଳବୈଶାଖୀ ପ୍ରଭାବରେ ଡେକୋରେଶନ ଠାରୁ ଆରମ୍ଭ କରି ମଣ୍ଡପ ପର୍ଯ୍ୟନ୍ତ ସବୁ କିଛି ନଷ୍ଟ ହୋଇ ଛୀନ ଛତର ହୋଇ ଯାଇ ଥିଲା। ବାହାଘରରେ ନିମନ୍ତ୍ରିତ ହୋଇ ଆସି ଥିବା ଲୋକ ମାନେ ଏଭଳି ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ଭୟ ଭିତ ମଧ୍ୟ ହୋଇ ଯାଇ ଥିଲେ। ଲୋକ ମାନେ ଦୌଡା ଦୋୖଡି ହୋଇ ପଳାଇ ଯାଉ ଥିଲେ। ଏଥି ସହିତ ସେଠାରେ ଆହୁରି ଅନେକ ଜିନିଷର କ୍ଷୟ କ୍ଷତି ମଧ୍ୟ ହୋଇଛି। ସେହି ସମୟରେ ମଧ୍ୟ ବରଯାତ୍ରୀ ବାଟରେ ଆସୁ ଥାଆନ୍ତି, କାଳବୈଶାଖୀ ପ୍ରଭାବରେ ସେମାନେ ମଧ୍ୟ ଉଡି ଯାଇଥିଲେ। ସେମାନଙ୍କ ନିକଟରେ କିଛି କରିବାର କୌଣସି ମଧ୍ୟ ଉପାୟ ନଥିଲା। ଏଭଳି ଦୃଶ୍ୟଟି ସେଠାକାର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଚହଳ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment