ଦେଖନ୍ତୁ ଭିଡ଼ିଓ – ବାହାଘର ପରେ ଶାଶୁ ଘରେ କେମିତି ଦିନ କାଟୁଛନ୍ତି ଓଡ଼ିଆ ଲୋକ ପ୍ରିୟ ସିଙ୍ଗର ଦୀପ୍ତିରେଖା…

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି। ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ । ସବୁ ବେଳେ ସେ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି । ତେବେ ନିକଟ ଅତୀତ ରେ ଏକ ଅଲିଉଡ ଅଭିନେତ୍ରୀ ତାଙ୍କର ବିବାହ ପାଇଁ ସୋସିଆଲ ମିଡିଆ ରେ ପ୍ରବଳ ମାତ୍ରା ରେ ଚର୍ଚ୍ଚା ରେ ଅଛନ୍ତି।

ତେବେ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ଓଲିଉଡ ର ହଟ୍ ଏବଂ ସେକ୍ସି ଗାର୍ଲ ଅଥବା ଦୀପ୍ତିରେଖା ପାଢ଼ୀ । ଯିଏ କି ନିଜ ର ସୁନ୍ଦରତା ଓ ସୁନ୍ଦର କଣ୍ଠ ପାଇଁ ଅଧିକ ପ୍ରସିଦ୍ଧ।ତାଙ୍କର ସଙ୍ଗୀତ ରେ ସାରା ଓଡ଼ିଶା ଝୁମି ଉଠେ।

ତେବେ ଗତବର୍ଷ ଡିସେମ୍ବର ରେ ଦୀପ୍ତିରେଖା ଓଡ଼ିଶାର ଜଣେ ବଡ଼ ବିଜନେସ ମ୍ୟାନ ଙ୍କୁ ବହୁତ୍ ଧୁମ୍ ଧାମ ର ସହ ବିବାହ କରି ଥିଲେ।ଦୀପ୍ତିରେଖାଙ୍କ ବିବାହ ଓଲିଉଡ ର ଦାମୀ ବିବାହ ମଧ୍ୟରୁ ଅନ୍ୟତମ।ଆଉ ଏହା ପରେ ବିବାହ ର ଫୋଟୋ ଏବଂ ବିବାହ ପୂର୍ବ କାର୍ଯ୍ୟକ୍ରମ ମାନଙ୍କର ଫଟୋ ସବୁ ମଧ୍ୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁ ଥିଲେ। ବିବାହ ପରେ ମଧ୍ୟ ସେ ତାଙ୍କ ସ୍ୱାମୀଙ୍କ ସହିତ ଫଟୋ ସୁଟ୍ କରିବା ସହିତ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ପ୍ରଶଂସକ ମାନଙ୍କୁ ଖୁସି କରାଇ ଦେଇ ଥିଲେ। ତେବେ ଆସନ୍ତୁ ଜାଣିବା ଦିପ୍ତିରେଖା କେମିତି ତାଙ୍କ ଶାଶୁ ଘରେ ଅଛନ୍ତି ।

ନିକଟ ରେ ସୌମୟରଞ୍ଜନ ଙ୍କ ହାତ ଧରିଥିଲେ ଦିପ୍ତିରେଖା । ସେମାନେ ବହୁତ୍ ଧୁମ୍ ଧାମରେ ଖୋର୍ଦ୍ଧା ରେ ଏକ ହୋଟେଲ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଆପଣ ମାନେ ଜାଣିଥିବେ ସେ ବର୍ତ୍ତମାନ ନିଜ ଶାଶୁଘରେ ଅର୍ଥାତ୍ ଖୋର୍ଦ୍ଧା ରେ ରହୁଛନ୍ତି। ଏବଂ ସେହିଠାରୁ ସେ ନିଜ ସୁଟିଂ ସେଟ୍ କୁ ଯାଉଛନ୍ତି ତେଣିକି ସେ ସାରେଗାମା ପା ସୋ ହେଉ କିମ୍ବା ମଞ୍ଜରୀ ଟିଭି ରେ ଅଭିନୟ କରିବା ହେଉ ସେ ସେହି ଠାରୁ ସୁଟିଂ ସେଟ୍ କୁ ଯାଉଛନ୍ତି ।

ତେବେ ସେ ସଂଗୀତ ହେଉ କିମ୍ବା ଅଭିନୟ ହେଉ ସବୁଠି ସେ ନିଜର ଯାଦୁ ଦେଖାଉ ଅଛନ୍ତି। ତେବେ ସୌମ୍ୟରଞ୍ଜନ ଙ୍କ ହାତ ଧରିବା ପରେ ସେ ଶାଶୁଘରେ କାର୍ଯ୍ୟ ତୁଲାଇବା ସହିତ ମଞ୍ଜରୀ ଟିଭି ରେ ପ୍ରସାରଣ ହୋଇଥିବା ମା ଧାରାବାହିକ ରେ ଅଭିନୟ କରୁଛନ୍ତି। ତେବେ ବିବାହ ପରେ ସେ ଏହି ସବୁ ଧାରାବାହିକ ଠାରୁ ଦୂରେଇ ଯାଇଥିଲେ ।

କିନ୍ତୁ ପୁଣି ଥରେ ସେ ଏହି ଧାରାବାହିକ ରେ ନଜର ଆସିବାକୁ ଯାଉଛନ୍ତି। ତେବେ ଆପଣ ଙ୍କୁ ଜଣାଇ ଦେଉଛୁ ଯେ ଦିପ୍ତିରେଖା ଙ୍କ ହାତରେ ଏକ ବହୁତ୍ ବଡ଼ ପ୍ରୋଜେକ୍ଟ ରହିଛି ଯାହା କି ସେ ପ୍ରେମାନନ୍ଦ ଙ୍କ ଗୀତା ରେ ନିଜ କଣ୍ଠ ଦେବାକୁ ସୂଚନା ମିଳିଛି। ତେବେ ଏହି ଫିଲ୍ମ୍ ଟି ଖୁବ୍ ଶୀଘ୍ର ପ୍ରେଖ୍ୟାଳୟ କୁ ଆସିବ ବୋଲି ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment