ଦେଖନ୍ତୁ ଭିଡିଓ – ଓଲିଉଡ ଅଭିନେତ୍ରୀ ଭୂମିକା ସୋସିଆଲ ମିଡ଼ିଆରେ ଲୋକମାନଙ୍କୁ ଏମିତି କିଛି କହିଲେ ଶୁଣିଲେ କହିବେ କ’ଣ ସତ…

0

ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ଓଡ଼ିଆ ସିନେମା ଜଗତର ସବୁଠାରୁ କନିଷ୍ଠ ଚୁଲବୁଲି ସୁନ୍ଦରୀ ନାୟିକା ଭୂମିକା ଦାସ୍। ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟ ସ୍ପର୍ଶୀି ଅଟେ। ସୁନ୍ଦରତା ପାଇଁ ସେ ହଜାର ହଜାର ପ୍ରଶଂସକ ଙ୍କ ଦିୱାନା ପାଲଟିଛନ୍ତି। ସମସ୍ତଙ୍କ ହୃଦୟରେ ଅଭିନେତ୍ରୀ ଭାବରେ ସେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇଛନ୍ତି।

ବହୁତ୍ ଦିନ ପରେ ଏହି ଅଭିନେତ୍ରୀ ଜଣଙ୍କ ସୋସିଆଲ ମିଡିଆରେ ଲୋକଙ୍କ ନିକଟତର ହୋଇଛନ୍ତି। କରିଛନ୍ତି।ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ ଜଣଙ୍କ ଏହି ଭିଡିଓ ରେ କଣ କହୁଛନ୍ତି ଏବଂ କଣ ବାର୍ତ୍ତା ଦେଇଛନ୍ତି ତାଙ୍କର ପ୍ରଶଂସକ ମାନଙ୍କୁ।

ଏହି ଭିଡିଓ ଟି କରନା ମହାମାରୀ କାରଣରୁ ହୋଇଥିବା ଲକ୍ ଡାଉନ୍ ସମୟର।ଏହି ଭିଡିଓ ରେ ଭୂମିକା ଲୋକଙ୍କୁ କହିଛନ୍ତି କିପରି ସେ ଏହି ସମୟ କୁ ଅତିବାହିତ କରୁଛନ୍ତି ଏବଂ କଣ ସବୁ ସେ ଘରେ ରହି କରିବାକୁ ପସନ୍ଦ କରନ୍ତି। ପ୍ରଥମତଃ ଭୂମିକା କହିଛନ୍ତି କରନା ସଙ୍କଟ ଯୋଗୁଁ ଯେଉଁ ଭଳି ସ୍ଥିତି ଦେଖା ଯାଇଛି ସେଥିରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି।

ଦୀର୍ଘ ଦିନ ଧରି ସମସ୍ତେ ଘରେ ରହିଛନ୍ତି ନିଜର ସୁରକ୍ଷା କୁ ପ୍ରାଥମିକତା ଦେଇ। ଏତେ ଦିନ ଘରେ ରହି ସମସ୍ତେ ପ୍ରାୟ ବୋର୍ ହୋଇ ଗଲେଣି ଏବଂ ବିରକ୍ତିକର ମନୋଭାବ ମଧ୍ୟ ଆସିଲାଣି। ଦୀର୍ଘ ଦିନ ଧରି ଘରେ ରହିବାର ଅନୁଭୂତି ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି।

ଏବେ ସମଗ୍ର ବିଶ୍ଵ ସହିତ ଆମ ଦେଶରେ ମଧ୍ୟ କରନା ଭାଇରସ ର ସଂକ୍ରମଣ ପାଇଁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି।ଏହି ରୋଗରୁ ମୁକ୍ତି ପାଇବା ପାଇଁ ଡାକ୍ତର ପାଖରୁ ଆରମ୍ଭ କରି ବୈଜ୍ଞାନିକ, ବିଶେଷଜ୍ଞ ପର୍ଯ୍ୟନ୍ତ ସମସ୍ତେ ଚେଷ୍ଟିତ ଏବଂ ପ୍ରସ୍ତୁତ ରହିଛନ୍ତି। ଦେଶ ଏବେ କୋରନା ମହାମାରୀ ସହିତ ଲଢେ଼ଇ କରୁଛନ୍ତି ।ତେଣୁ ଆମକୁ ସବୁବେଳେ ସଚେତନତା ର ସହିତ ରହିବାକୁ ପଡ଼ିବ ଯାହା ଏକ ମାତ୍ର ବିକଳ୍ପ ଅଟେ।

ସାମାଜିକ ଓ ଶାରିରୀକ ଦୂରତା ସହିତ ଏହି ମାରାତ୍ମକ ଭୂତାଣୁ କବଳରୁ ବଞ୍ଚିବାକୁ ହେଲେ ସରକାରଙ୍କ ପଦକ୍ଷେପ ଏବଂ ଜାରି ହୋଇଥିବା ଗାଇଡଲାଇନ୍ସ ସବୁକୁ ମାନିବାକୁ ପଡ଼ିବ । ଭୂମିକା କହିଛନ୍ତି ଯଦିଓ ଲକ୍ ଡାଉନ୍ ର ପ୍ରଭାବ ସମସ୍ତଙ୍କ ଉପରେ ପଡିଛି।ଏହି କାରଣରୁ ଅନେକ ଲୋକ ସେମାନଙ୍କର ଜୀବନ ଜୀବିକା ହରାଇଥିଲେ ମଧ୍ୟ ଘରେ ରହିଛନ୍ତି।

ତେବେ ଭୂମିକା ଙ୍କ ଅନୁସାରେ ଏହି ସମୟରେ ଆପଣ ସମୟ ଅତିବାହିତ ପାଇଁ ଚାହୁଁଥିଲେ ଯୋଗା, ୱାର୍କ ଆଉଟ୍, ରୋଷେଇ, ପସନ୍ଦ ଲାଗୁଥିବା କାର୍ଯ୍ୟ, ବହି ପଢ଼ିବା ଆଦି ଅଭ୍ୟାସରେ ପଡି ପାରିବେ। ଯାହାକୁ ସେ ନିଜେ ମଧ୍ୟ କରୁଛନ୍ତି ଏବଂ ସୁରକ୍ଷିତ ଭାବରେ ଘରେ ମଧ୍ୟ ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।