ଦେଖନ୍ତୁ ଭିଡ଼ିଓ – ପୁଣି ସାମ୍ନା କୁ ଆସିଲା ପ୍ରେମୀ ଯୁଗଳଙ୍କ ଜଙ୍ଗଲ ରେ ରାସଲୀଳା କରୁଥିବା ଭିଡ଼ିଓ……

0

ଆପଣ ଅନେକ ସମୟରେ ଶୁଣିଥିବେ କିପରି ଭାବରେ ଯୁବକ ଯୁବତୀ ମାନେ କେଉଁ ପରିସ୍ଥିତି ରେ ପ୍ରେମ କରି ବସନ୍ତି ଏବଂ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥାଏ। ହଁ ଏହା ସତ ଯେ ପ୍ରେମ ଏମିତି ଏକ ଜିନିଷ ତାହା କେତେବେଳେ କାହା ସହ ଘଟିଥାଏ କହିବା ସମ୍ଭବ ନୁହେଁ। ଦୁନିଆର କୌଣସି ସମ୍ପର୍କ, ବନ୍ଧନ, ପ୍ରତିବନ୍ଧକ , ବୟସ, ସୁନ୍ଦରତା ଏବଂ ଉଚ୍ଚତା ଆଦି କୁ ପ୍ରେମ ମାନି ନଥାଏ।ପ୍ରେମ ଏକ ଏଭଳି ଶବ୍ଦ ଯାହା ବିଶ୍ଵ ବ୍ୟାପି ଅନନ୍ତ ଓ ପରିବ୍ୟାପ୍ତ।ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧିତ ହୁଏ ତାହା ହିଁ ପ୍ରେମ।ପ୍ରେମରେ ଜଣ ଜଣକୁ ନିଃସ୍ଵାର୍ଥପର ଭାବେ ଭଲ ପାଇଥାଏ।

ଆଉ ଏହା ଏମିତି ଏକ ଜିନିଷ ଯେଉଁଠି କି କିଛି ବି ପରିସ୍ଥିତିରେ ଜଣେ ନିଜ ଜୀବନକୁ ବାଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ। ପ୍ରେମ ର ଅନୁଭବ ରେ ପୁଲକିତ ହୋଇ ପ୍ରେମୀ ଯୁଗଳ ସମାଜ ଠାରୁ ବହୁ ଦୂରକୁ ଚାଲି ଯାଇ ଥାଆନ୍ତି।

ସେଥିପାଇଁ ସେମାନଙ୍କୁ ସମାଜ ସହ ଲଢେଇ କରିବା ପାଇଁ ପଡ଼େ। ଆଉ ସବୁ କିଛି କୁ ଭୁଲି ବିନା ଭୟରେ ସେମାନେ ନିଜ ପ୍ରେମକୁ ପାଇବା ପାଇଁ ପଣ କରି ଦୁନିଆ ସହ ଲଢ଼ନ୍ତି।ପ୍ରେମରେ ଥାଏ ତ୍ୟାଗ।ସେଠାରେ ଅନ୍ୟ କିଛି ର ସ୍ଥାନ ନାହିଁ।ଆଉ ଏଥିରେ ବେଳେବେଳେ ଭୁଲ୍ ନିଷ୍ପତ୍ତିର ମଧ୍ୟ ଶିକାର ହୋଇଥାଏ ମଣିଷ।ପ୍ରେମରେ ଜଣେ ଅନ୍ୟ ଜଣକର କଥାକୁ ସମ୍ମାନ ଦେଇ ଥାଆନ୍ତି। ସେଠାରେ ଅସମ୍ମାନର ପ୍ରଶ୍ନ ଉଠେ ନାହିଁ।

କିନ୍ତୁ ଅଧିକତର ଭାବେ ଦେଖିବାକୁ ମିଳୁଛି ଯେ ଆଜିକାଲି ର ଯୁବ ପିଢୀ ପ୍ରେମକୁ ବଜାର ର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ଶେଷରେ ଅପମାନ ଜନିତ ସ୍ଥିତି ମଧ୍ୟ ସୃଷ୍ଟି ହେଉଛି।

କାରଣ ଉଚିତ୍ ସମ୍ପର୍କକୁ ସମସ୍ତେ ବୁଝି ପାରୁ ନାହାଁନ୍ତି। ସେହିଭଳି ଯେଉଁ ଘଟଣା ବିଷୟରେ ଆମେ ଆପଣଙ୍କୁ କହୁଛୁ ଯାହା ଏକ ନିଛାଟିଆ ଅଞ୍ଚଳରେ ପ୍ରେମୀ ଯୁଗଳ ଙ୍କ ଏକ ଭିଡିଓ ଯେଉଁଠି ସେମାନେ ପ୍ରେମାଲାପ କରୁଥିବା ବେଳେ କିଛି ବ୍ୟକ୍ତି ସେଠାରେ ପହଞ୍ଚି ସେମାନଙ୍କୁ ସେମାନଙ୍କ ଠିକଣା ଏବଂ ଅଭିଭାବକ ବିଷୟରେ ପଚାରି ଥିଲେ।

ଶେଷରେ ସ୍ଥାନୀୟ ବ୍ୟକ୍ତି ମାନେ ଉକ୍ତ ପ୍ରେମିକ ଜଣଙ୍କୁ ପ୍ରେମିକା ମୁଣ୍ଡରେ ସିନ୍ଦୂର ଦେବା ପାଇଁ କହିଥିଲେ ଓ ତାକୁ ବିବାହ କରିବାକୁ କହିଥିଲେ। ଯାହା ଶେଷରେ ଘଟିଲା ମଧ୍ୟ। ତେବେ ଏଠାରେ ସ୍ଥାନୀୟ ବ୍ୟକ୍ତି ମାନେ ଏମାନଙ୍କୁ ଉଚିତ୍ ଶିକ୍ଷା ଦେବା ସହିତ ଝିଅର ଜୀବନ ସହିତ ନ ଖେଳି ତାକୁ ଉପଯୁକ୍ତ ସମ୍ମାନ ଓ ସ୍ଵୀକୃତି ଦେବା ପାଇଁ କହିଛନ୍ତି। ଏହିଭଳି ଉଚିତ୍ ଶିକ୍ଷା ଦେବା ପରେ ସେମାନେ ଏହି ପ୍ରେମୀ ଯୁଗଳ ଙ୍କୁ ଛାଡି ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।