ଦେଖନ୍ତୁ ଭିଡ଼ିଓ – ବାହାଘର ପରେ କେମିତି ସ୍ୱାମୀଙ୍କ ସହ ଝଗଡା କରୁଛନ୍ତି ଅଭିନେତ୍ରୀ ରିୟା ଦେଖନ୍ତୁ, ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ….

0

ଆପଣ ମାନେ ଅଲିଉଡ ର ସୁନ୍ଦରୀ ଅଭିନେତ୍ରୀ ରିୟା ଦେ ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ । ବର୍ତ୍ତମାନ ରିୟା ଦେ ଙ୍କ ବିଷୟ ରେ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ଚର୍ଚ୍ଚା ହେଉଛି ଯେ ରିୟା ଦେ ବିବାହ କରି ସାରିଛନ୍ତି ଓ ବର୍ତ୍ତମାନ ସେ ଶାଶୁଘରେ ଅଛନ୍ତି ତେବେ କଣ ରହିଛି ଏହି ବିଷୟ ରେ ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ; ତେବେ ଓଲିଉଡ ର ହଟ୍ ଏବଂ ସେକ୍ସି ଗାର୍ଲ ଅଥବା ରିୟା ଦେ। ଯିଏ କି ନିଜ ର ସୁନ୍ଦରତା ପାଇଁ ଅଧିକ ପ୍ରସିଦ୍ଧ।

ପ୍ରିୟ ୧୨ ଅକ୍ଟୋବର ୧୯୯୧ ମସିହାରେ ବାଲେଶ୍ଵର ରେ ଜନ୍ମଗ୍ରହଣ କରିଥିଲେ।ତେବେ ପ୍ରିୟା ୨୦୧୦ ମସିହାରେ ‘ପ୍ରେମ ଅଢେ଼ଇ ଅକ୍ଷର’ ଚଳଚ୍ଚିତ୍ର ଦ୍ୱାରା ଓଲିଉଡ ରେ ପ୍ରଵେଶ କରି ଥିଲେ।୨୦୧୧ ମସିହାରେ ‘କ୍ରିମିନାଲ ‘ ଚଳଚ୍ଚିତ୍ରରେ ମଧ୍ୟ ଚମତ୍କାର ଅଭିନୟ କରି ସେ ଦର୍ଶକଙ୍କ ପ୍ରଶଂସା ସାଉଁଟି ଥିଲେ।

ତାଙ୍କର ସୌନ୍ଦର୍ଯ୍ୟ ଓ ଚମତ୍କାର ଅଭିନୟ ଦ୍ୱାରା ଓଲିଉଡ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି।ଏହା ପରେ ସେ ଆଉ ଅଟକି ନାହାଁନ୍ତି।ଗୋଟିଏ ପରେ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି ଓଡ଼ିଶାବାସୀ ଙ୍କୁ ଏବଂ ଖୁବ ଅଳ୍ପ ସମୟ ମଧ୍ୟରେ ସେ ବନି ଯାଇଛନ୍ତି ସମସ୍ତଙ୍କ ଅତି ପ୍ରିୟ ନାୟିକା।

ତେବେ ବର୍ତ୍ତମାନ ରିୟାଙ୍କ କିଛି ଫଟୋ ସୋସିଆଲ ମିଡ଼ିଆରେ ବେସ୍ ଭାଇରାଲ ହେବାରେ ଲାଗିଛି।ଯେଉଁଥିରେ ରିୟାଙ୍କ ବୋହୁ ବେଶରେ ଦେଖିବା ପାଇଁ ମିଳୁଛି।ରିୟାଙ୍କ ବିବାହ ମଣ୍ଡପ ଓ ହାତ ଗଣ୍ଠି ପଡିବାର ଫଟୋ ମଧ୍ୟ ଦେଖିବା ପାଇଁ ମିଳୁଛି।

ଏହା ସହିତ ରିୟା ଜଣେ ଖାଣ୍ଟି ଓଡ଼ିଆ ଘରର ବୋହୁ ଭାବେ ଶାଶୂ ଘରେ କାମ କରୁ ଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି।ତେଣୁ ରିୟାଙ୍କ ଫ୍ୟାନ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କି ରିୟା ହଠାତ କାହାକୁ ବିବାହ କଲେ।ଆଉ ରିୟା ଙ୍କ ବିବାହ ବର୍ତ୍ତମାନ ତାଙ୍କ ଫ୍ୟାନ ମାନଙ୍କ ମନରେ ଏକ ସବୁଠୁ ବଡ଼ ପ୍ରଶ୍ନବାଚୀ ହୋଇ ରହିଛି।

ତେବେ ପ୍ରକୃତରେ ରିୟା କାହାକୁ ବିବାହ କରି ନାହାଁନ୍ତି ବୋଲି ସୂଚନା ମିଳିଛି।ଏହା ହେଉଛି ରିୟାଙ୍କ ଆଗାମୀ ଫିଲ୍ମର ଏକ ଦୃଶ୍ୟ।ଆଜ୍ଞା ହଁ, ଏବେ ରିୟାଙ୍କ ଏକ ନୂତନ ଫିଲ୍ମର ସୁଟିଂ ଚାଲିଛି, ଯାହାର ଦୃଶ୍ୟ ହେଉଛି ଏସବୁ । ଏଥିରେ ଆପଣ ରିୟାଙ୍କୁ ଏକ ଖାଣ୍ଟି ଓଡ଼ିଆ ଘରର ବୋହୁ ଭାବରେ ଦେଖିବା କୁ ପାଇବେ। ଆଉ ଫିଲ୍ମ୍ ରେ କେତେକ ସିନ ରେ ଆପଣ ରିୟା ଙ୍କୁ ଶାଶୁଘରେ ନିଜ ସ୍ବାମୀ ଙ୍କ ସହିତ ଝଗଡା କରିବାର ମଧ୍ୟ ଦେଖିବାକୁ ପଇଥିବେ ।

ତେବେ ଏହି ସବୁ ମୁଭି କ୍ଲିପ୍ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ମୁଭି କ୍ଲିପ୍ ଗୁଡିକ ଖୁବ୍ ରିଅଲ ଲାଗୁଛି ଯାହାକୁ ପ୍ରଥମ ନଜର ରେ ଦେଖି ସମସ୍ତେ ଭାବିବେ ଯେ ରିୟା ବିବାହ କରି ସାରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।