ଦେଖନ୍ତୁ cctv ଭିଜୁଆଲ : ଦୁଇଭାଇଙ୍କ ମୃତ୍ୟୁର Live ଦୃଶ୍ୟ, ଦେଖିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ଭିଡ଼ିଓ

0

ଜନ୍ମ ଅଛି ତୋ ମୃତ୍ୟୁ ଅଛି। ଏମିତି କେହି ନାହିଁ ଯାହାର ମୃତ୍ୟୁ ହୋଇ ନାହିଁ। ଯାହାବି ହେଉ ମୃତ୍ୟୁ କାହାକୁ କେତେବେଳେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ଆପଣ ମାନେ ଦେଖିଥିବେ ଯେ ଯେପରି ସାରୁ ପତ୍ରରେ ପାଣି ଢଳ ଢଳ ହୋଇଥାଏ ଠିକ ସେହିପରି, ମନୁଷ୍ୟ ଜୀବନ ମଧ୍ୟ ଠିକ ସାରୁ ପତ୍ର ସଦୃଶ। ଯଦି କେହି ନିଜ ଲୋକ ଆମ ଗହଣରୁ ଚାଲିଯାଏ ତାହା ଆମକୁ ଅନେକ କଷ୍ଟ ଦେଇଥାଏ।

ଯାହାବି ହେଉ ମୃତ୍ୟୁ କୁ ନେଇ ବେଳେ ବେଳେ ଏଭଳି କିଛି ଖବର ଶୁଣିବା ପାଇଁ ମିଳେ ଯାହାକୁ ଦେଖିଲା ପରେ ଆମେ ନିଜର ଲୁହକୁ ଆୟତ୍ତ କରିବା ଅସମ୍ଭବ ହୋଇପଡେ। ବର୍ତ୍ତମାନ ସମୟରେ ଏଭଳି ଏକ ଦୁଃଖଦ ଘଟଣା ଘୋଟିଯାଇଛି। ଯାହାକୁ ଦେଖିଲା ପରେ ଆପଣ ମାନେ ନିଶ୍ଚିତ ଭାବରେ ଦୁଖଃ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି ଦୁଇ ଭାଇ କୂଅରେ ପଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଭଳି ଘଟଣା ବର୍ତ୍ତମାନ ସମୟରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ଏଭଳି ଏକ ଘଟଣା ସମ୍ବଲପୁର ଟାଉନ ଥାନା ଲକ୍ଷ୍ମୀଟକିଜ ଅଞ୍ଚଳରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ସାହୁ କଲନୀର ସୁନୀଲ ତ୍ରୀପାଠୀ ଓ ସୁଶୀଲ ତ୍ରୀପାଠୀ ନାମରେ ଦୁଇ ଭାଇ ଉଭୟ ରାତିରେ ନିଶାସକ୍ତ ହୋଇ ଯାଉଥିବା ସ୍ଥାନୀୟ ଲୋକ ମାନେ ଦେଖିଥିଲେ। ଏହାପରେ ଏକ କୂଅ ଉପରେ ଯାଇ ବସିଥିଲେ। ଅନେକ ହସ ଖୁସିରେ ଦୁଇ ଭାଇ କାନ୍ଧରେ ହାତ ପକେଇ ଅତି ସୁନ୍ଦର ଭାବରେ ଅନ୍ୟ ଜଣକ ସହିତ କଥା ହେଉଥିଲେ। ଏହାପରେ ଅତି ଖୁସିରେ ଦୁଇ ଭାଇ ହସି ହସି ବେଦମ ହେଉଥିଲେ। ଏହାପରେ ହଠାତ ଭାରସାମ୍ୟ ହରାଇ କୂଅ ଭିତରେ ଖସି ପଡିଲେ। ତେବେ ଏହାକୁ ପାଖରେ ଥିବା ଜଣେ ବ୍ୟକ୍ତି ସଙ୍ଗେ ସଙ୍ଗେ ସ୍ଥାନୀୟ ଅଗ୍ନିସମ ବାହିନୀକୁ ଖବର ଦେଇଥିଲେ।

ଖବର ପାଇ ଅଗ୍ନିସମ ବାହୀନି ଆସିଥିଲେ ଏହାପରେ ଦୁଇ ଭାଇକୁ ଉଦ୍ଧାର କରାଯାଇଥିଲା। ଡାକ୍ତର ଉଭୟ ଭାଇକୁ ମୃତ ଘୋଷଣା କରିଥିଲେ। ଏସବୁ ଦୃଶ୍ୟ ସିସି ଟିଭି ରେ କଏଦ ରେ କଏଦ ହୋଇଛି। ତେବେ ଘଟଣାଟି ଏଭଳି ଘଟଣା ସ୍ଥାନିୟ ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ପରିବେଶ ସୃଷ୍ଟି କରିଛି। ଆପଣ ମାନେ ଥରୁଟିଏ ଚିନ୍ତା କରନ୍ତୁ ଦେଖନ୍ତୁ ଏକାଥରେ ଦୁଇ ଭାଇ ସାଥି ହୋଇ ଚାଲିଗଲେ। ତେବେ ଜଣଙ୍କର ବୟସ ୩୦ ବର୍ଷ ବୟସ ହୋଇଥିବା ବେଳେ ଅନ୍ୟ ଜଣେ ଭାଇର ୨୫ ବର୍ଷ ବୟସ ହୋଇଥିବା ସୂଚନା ମିଳିଛି। ତେବେ ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ଉଭୟ ଦୁଇ ଭାଇ ବିଳମ୍ବିତ ରାତିରେ ବୁଲୁଥିବା ସେଠାକାର ସ୍ଥାନୀୟ ଲୋକ ଦେଖିବା ପାଇଁ ପାଇଥିଲେ। ଏଭଳି ଖବର ସ୍ଥାନୀୟ ଏକ ପ୍ରକାର ଦୁଃଖଦ ପରିବେଶ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।