ଦେଖନ୍ତୁ ଡାକ୍ତରଙ୍କ ରୋମାନ୍ସ ଭିଡିଓ – ନିକଟବର୍ତ୍ତୀ ଲୋକମାନେ ଏହି ଭିଡିଓ କୁ ଗୁପ୍ତ ଭାବରେ ଲିକ୍ କରିଛନ୍ତି…

0

ପୁଣି ସାମ୍ନାକୁ ଆସିଲା ଲଜ୍ୟା ଜନକ ଘଟଣାର ଆଉ ଏକ ଉଦାହରଣ। ଯାହା ପ୍ରମାଣ କରୁଚି ଆଜିର ଲୋକ ମାନଙ୍କର ଆଚରଣ ଗତ ପ୍ରଭେଦ ଏବଂ ଆଧୁନିକ ସମାଜର ଲୋକଙ୍କ ହାବଭାବା,ଆଉ ଅନ୍ୟ ପକ୍ଷରେ ଇଣ୍ଟର୍ନେଟ୍ ଯୁଗରେ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ଏହାର ନିନ୍ଦନୀୟ ଭୂମିକା।ତେବେ ଦିନ ଆମ ସମାଜରେ ଏମିତି କିଛି ଲଜ୍ୟାକର ଘଟଣା ମାନ ଘଟିବା ରେ ଲାଗିଛି ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ।

ଆଜିର ସମାଜରେ କୁତ୍ସିତ କଦାକାର ମାନସିକତା କୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି।ଯାହା ମଣିଷର ସଂସ୍କୃତି ଏବଂ ତାର ବ୍ୟବହାରକୁ ସ୍ପଷ୍ଟ ପ୍ରକାଶ କରୁଛି।

ଅନେକ କ୍ଷେତ୍ରରେ ଏହାର ବିପରୀତ ଦିଗ ଯାହା ସମାଜରେ ଏହାର ପ୍ରଭାବ ପକାଇ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରୁଛି ତାହା ମଧ୍ୟ ଦୁଃଖ ଦାୟକ।ତେବେ କେତେବେଳେ ନିଜର ସମୂହ ସ୍ବାର୍ଥ କୁ ପୂରଣ କରିବାକୁ ଯାଇ ମଣିଷ ମାନବିକତା ଭୁଲି ଅନ୍ୟକୁ ଅତ୍ୟାଚାର କରୁଛି ତ ପୁଣି କେତେବେଳେ ନିଜର ସ୍ବାର୍ଥ ଏବଂ କାମନା ର ଅଭିଳାଷ କୁ ପୂରଣ କରିବା କୁ ଯାଇ ମଣିଷ ତଳକୁ ଖସି ଯାଉଛି ତାର ଚତୁପାର୍ଶ୍ବ ଏବଂ ସାମାଜିକ ସ୍ଥିତିକୁ ଅନୁଧ୍ୟାନ ନକରି। ତେବେ ସେହିଭଳି ଏକ ଅନୈତିକ ସମ୍ପର୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କରିଛନ୍ତି ଏବଂ ଏହା କ୍ୟାମେରା ରେ ରେକର୍ଡ ହୋଇ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ଭିଡିଓ ଟି ହେଉଛି ଜଣେ ମହିଳା ଡ଼ାକ୍ତର ଙ୍କ ର ଯିଏକି ଜଣେ ଯୁବକଙ୍କ ସହିତ ରୋମାନ୍ସ କରୁଥିବା ସମୟରେ। ଆପଣଙ୍କୁ କହି ରଖୁଛୁ କି ଘଟଣା କ୍ରମ ଏମିତି ଥିଲା ଯେ ଏହି ମହିଳା ଡାକ୍ତର ଜଣଙ୍କ ପାଖକୁ ଜଣେ ବ୍ୟକ୍ତି ଚେକ୍ ଅପ୍ ପାଇଁ ଆସିଥିଲେ ଏବଂ ଏହାପରେ କିଛି ସମୟ ଚେକ୍ ଅପ୍ କରିବା ପରେ ଓ କଥାବାର୍ତ୍ତା ହେବା ପରେ ସେମାନେ ଦୁଇଜଣ ସେଠାରୁ ଯାଇ ପଛ ପାଖ ଏକ ରୁମ୍ କୁ ଯାଇଥିଲେ।ଆଉ ତାପରେ ସେମାନେ ପରସ୍ପର ସହ ରୋମାନ୍ସ କରିବା ଆରମ୍ଭ କରି ଦେଇଥିଲେ। ଡାକ୍ତର ଙ୍କ ଏହିଭଳି ଆପତ୍ତିଜନକ ଭିଡିଓ କୁ କେହି ଜଣେ କ୍ୟାମେରା ରେ ଲୁଚି ଲୁଚି ରେକର୍ଡ କରି ଦେଇଥିଲେ।

ପରେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ମହିଳା ଡାକ୍ତର ଙ୍କ ଏଭଳି କାରନାମା ଅନ୍ୟମାନେ ଜାଣିବା ପରେ ଏହି ମହିଳା ଡାକ୍ତର ଜଣଙ୍କ ନିଶ୍ଚିତ ଲଜ୍ଜିତ ହୋଇଥିବେ। ତେବେ ଏହି ଘଟଣା କେଉଁ ସ୍ଥାନର ତାହା କହିବା ସମ୍ଭବ ନୁହଁ କାରଣ ଏହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଏହିଭଳି ଘଟଣା ଯେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ ତାହା ହୁଏତ ଏଭଳି କରିବା ଆଗରୁ ଏହି ଡାକ୍ତର ଜଣଙ୍କ ଭାବି ନଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।