ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଭାଇରାଲ ହେଉଥିବା ମାଆଙ୍କ ସହିତ ଅଭିନେତ୍ରୀ ଶିବାନୀ ଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ…

0

ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ କୁ ନେଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି। ସିନେମା ଜଗତର ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ହଟକେ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଓଲିଉଡ଼ ର ଅଭିନେତ୍ରୀ ମାନେ ତାଙ୍କର ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ।

ଏହାଛଡ଼ା ଅନେକ ସେମାନଙ୍କ ଲାଇଫ ଷ୍ଟାଇଲ କୁ ମଧ୍ୟ ଅନୁସରଣ କରିଥାନ୍ତି। ସିନେମା ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଭିନ୍ନ ଆଗ୍ରହ ଏବଂ ଭଲପାଇବା ରହିଥାଏ। ଓଲିଉଡ୍ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି। ସେହିପରି କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଅନ୍ୟତମ। ଏହି ଅଭିନେତ୍ରୀ ଜଣଙ୍କ ତାଙ୍କ ଦର୍ଶକ ଏବଂ ପ୍ରସଂଶକ ମାନଙ୍କ ଉପରେ ତାଙ୍କର ସୁନ୍ଦରତା ଏବଂ ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛନ୍ତି।

ଓଲିଉଡ଼ ଧାରାବାହିକ ଜଗତରୁ ଶିଶୁ କଳାକାର ଭାବରେ ସେ ତାଙ୍କର ଅଭିନୟର କେରିଆର ଆରମ୍ଭ କରିଥିଲେ। ସେହି ଦିନଠାରୁ ସେ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ଏହି ଅଭିନେତ୍ରୀ ଜଣଙ୍କର ଅଭିନୟ ର ଢାଞ୍ଚା ଏବଂ ଡାନ୍ସ ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। କୌଣସି ଅନ୍ଯ ଅଭିନେତ୍ରୀ ମାନଙ୍କ ଠାରୁ ସୁନ୍ଦରତା ରେ ସେ କମ୍ ନୁହଁନ୍ତି। ତେବେ ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ଡାନ୍ସ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାଛଡ଼ା ସେ ତାଙ୍କର ସୌନ୍ଦର୍ଯ୍ୟ, ବୋଲ୍ଡ ଅନ୍ଦାଜ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।

ଏବେ ଏହି ଅଭିନେତ୍ରୀ ଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଏକ ଭିନ୍ନ ଅନ୍ଦାଜ ରେ ଜବରଦସ୍ତ ଡାନ୍ସ ଫର୍ମ ରେ ନଜର ଆସିଛନ୍ତି ତାଙ୍କ ମାଆଙ୍କ ସହ। ଲୋକପ୍ରିୟ ଓଡ଼ିଆ ଗୀତ ” ମୋର ମନ ଓଡ଼ିଗଲା ରେ ମୋର ମନ ଉଡିଗଲା ରେ” ଗୀତରେ ସେ ଏଠାରେ ତାଙ୍କ ମାଆଙ୍କ ସହ ଡାନ୍ସ କରୁଛନ୍ତି। ଡାନ୍ସ ପାଇଁ ସେମାନେ ନେଇଥିବା ଏହି ଗେଟ୍ ଅପ କୁ ଦେଖିଲେ ଆପଣବି ତାଙ୍କର ଦିବାନା ହୋଇଯିବେ। ଶିବାନୀ ଏହି ଗେଟ୍ ଅପ୍ ରେ ବହୁତ୍ ହଟ ଏବଂ ରୋମାଣ୍ଟିକ ଦେଖା ଯାଉଛନ୍ତି ଏବଂ ଜବରଦସ୍ତ ଡାନ୍ସ ର ଜଲୱା ଦେଖାଉଛନ୍ତି। ସେମାନଙ୍କର ଏହି ଆକର୍ଷଣୀୟ ଡାନ୍ସ ର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।