ଅନେକ ସମୟରେ ଆମ ମନରେ ଏହି ଧାରଣା ଆସିଥାଏ ଯେ ବିଦେଶ କୁ ଯାଇ ଚାକିରି କରି ଟଙ୍କା ରୋଜଗାର କରିବାରେ ବହୁତ୍ ଖୁସି ରହିଥାଏ। ଏମିତି ଯେଉଁମାନେ କରନ୍ତି ସେମାନେ ବେଶ୍ ଖୁସିରେ ରହିଥାନ୍ତି ଏବଂ ଆନନ୍ଦର ସହିତ ସେମାନଙ୍କ ଜୀବନକୁ ଉପଭୋଗ କରନ୍ତି ବାହାରେ ରହି। କାରନ ଏପରି ଏକ ଚାକିରି କରି ବାହାରେ ରହିବା ପାଇଁ ଅନେକ ଜଣ ସ୍ଵପ୍ନ ଦେଖିଥାନ୍ତି। ତେଣୁ ସେମାନଙ୍କ ମତରେ ଏପରି ଭାବରେ ବାହାରେ ରହି ଚାକିରୀ କରିବା ଏକ ସୁନ୍ଦର୍ ଜୀବନ ର ନମୁନା। କିନ୍ତୁ ବାସ୍ତବରେ ଏହା କେତେ ଆନନ୍ଦ ଦେଇଥାଏ ଏଵଂ କେତେ ଖୁସି ଏଥିରୁ ମିଳିଥାଏ ତାହା ବାହାରେ ରହି ରୋଜଗାର କରୁଥିବା ଲୋକଙ୍କୁ ହିଁ ଜଣା।
ଏହାକୁ ନେଇ ଏବେ ଜଣେ ଯୁବତୀ ତାଙ୍କର ମତ ଦେଇଛନ୍ତି। ଏ ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ କିପରି ଭାବରେ ବାହାରେ ରହି କାମ କରୁଥିବା ଲୋକଙ୍କୁ ଅନୁଭଵ ହୋଇଥାଏ।ତାଙ୍କ ମତରେ ବିଦେଶ କୁ ଯାଇ ଚାକିରି କରି ଟଙ୍କା ରୋଜଗାର କରିବାରେ ବହୁତ୍ ଖୁସି ରହି ନଥାଏ। ଏମିତି ଯେଉଁମାନେ କରନ୍ତି ସେମାନେ ବେଶ୍ ଖୁସିରେ ରହି ନଥାନ୍ତି ଏବଂ ଆନନ୍ଦର ସହିତ ସେମାନଙ୍କ ଜୀବନକୁ ଉପଭୋଗ କରି ପାରନ୍ତି ନାହିଁ। କାରଣ ସେମାନଙ୍କୁ ସମସ୍ତଙ୍କୁ ଛାଡି ବାହାରେ ରହିବାକୁ ପଡ଼ିଥାଏ। ନିଜର ପରିବାର, ସାଙ୍ଗ ସାଥି, ଆତ୍ମୀୟ ସ୍ୱଜନ ଆଦିଙ୍କୁ ଛାଡି ଏମାନଙ୍କୁ ବାହାରେ ରହିବାକୁ ପଡିଥାଏ ରୋଜଗାର କରି ପରିବାରକୁ ଟଙ୍କା ପଠାଇ ସେମାନଙ୍କୁ ଖୁସିରେ ରଖିବା ପାଇଁ।
କିନ୍ତୁ ବାସ୍ତବରେ ଏହା ବହୁତ୍ କଷ୍ଟ ଦେଇଥାଏ ସେହି ଲୋକକୁ ଯିଏ ଏମିତି ସମସ୍ତଙ୍କୁ ଛାଡି ବାହାରେ ରହିଥାଏ। ସେଠାରେ ସବୁ କାମ ତାକୁ ନିଜକୁ କରିବାକୁ ପଡ଼ିଥାଏ। କୌଣସି କାମରେ ସାହାଯ୍ୟ କରିବା ପାଇଁ ତା ପାଖରେ କେହି ବି ନଥାନ୍ତି। ଏମିତି ରେ ବି ନିଜର ମନକଥା କୁ କହିବା ପାଇଁ ତା ପାଖରେ କେହି ନଥାନ୍ତି। ଦିନସାରା କାମ ଚାପରେ ରହି ନିଜର ଚିତ୍ତ ବିନୋଦନ କରିବା ପାଇଁ ତାଙ୍କ ପାଖରେ କିଛି ନଥାଏ। ଆଉ ସବୁ ପରେ ପୁଣି ନିଜକୁ ରୋଷେଇ କରି ଖାଇବାକୁୁ ପଡ଼ିଥାଏ। ନିଜର ସବୁ ଦାୟିତ୍ଵ ନିଜକୁ ବୁଝିବାକୁ ପଡେ। କିନ୍ତୁ ଲୋକେ ଭାବନ୍ତି ଏହା ବହୁତ୍ ଖୁସି ଦାୟକ।ସେ ପୁଅ ହୁଅନ୍ତୁ କି ଝିଅ, ଏମିତି ସମସ୍ତଂକ ବିନା ବାହାରେ ରହିବା ବହୁତ୍ କଷ୍ଟ ଦାୟକ ଅଟେ ବୋଲି ଯୁବତୀ ଜଣଙ୍କ କହିଛନ୍ତି।
ଆଉ ଏକଥା ବି କହିଛନ୍ତି ଯେ ଯଦି ଏବେବି କେହି ଭାବୁଥାନ୍ତି ଯେ ଏଥିରେ ବହୁତ୍ ବିଳାସପୂର୍ଣ୍ଣ ଜୀବନ ଅତିବାହିତ ହୋଇଥାଏ ତେବେ ଥରେ ଆସିକି ଏମିତି ରୁହନ୍ତୁ ତେବେ ଜାଣି ପାରିବେ ଯେ ଜିବନରେ ପ୍ରକୃତ ଖୁସି କଣ ଅଟେ ଏବଂ ଏହିଭଳି ପରିବାର ଠାରୁ ଆସି ଦୂରରେ ରହୁଥିବା ଲୋକ କିପରି ଭାବରେ ତାଙ୍କର ସମୟ କାଟି ଥାଆନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।