ଦେଖନ୍ତୁ ଏହି ଲଜ୍ଜାଜନକ ଭିଡିଓ – ସମାଜ ପାଇଁ କଳଙ୍କିତ ଏଭଳି ନାରୀ, ସ୍ୱାମୀ ଙ୍କୁ ଛାଡି ନିଜ ଭଣଜାଙ୍କୁ ବିବାହ କରିଲେ…ଏଥିରେ ଆପଣଙ୍କ ମତାମତ କଣ କମେଣ୍ଟ କରନ୍ତୁ….

0

ବଦଳୁଛି ସମାଜର ରୀତିନୀତି। ସମ୍ପର୍କର ମୂଲ୍ୟବୋଧ କୁ କେହି ବୁଝିବା ପାଇଁ ଚାହୁଁ ନାହାନ୍ତି ଆଜିର ଦୁନିଆରେ।ନୈତିକତା ଏବଂ ଅନୈତିକତା ଭିତରେ ଥିବା ଭେଦଭାବ କୁ ଭୁଲି ଯାଉଛି ମଣିଷ। କୌଣସି ସମ୍ପର୍କ କୁ ସମ୍ମାନ ଦେବା ତା ପକ୍ଷରେ ସମ୍ଭବ ପର ହେଉନାହିଁ। ବିବାହ ପରେ ବି ଜଣେ ସ୍ତ୍ରୀ ସ୍ୱାମୀକୁ ଛାଡି ଏବଂ ସ୍ବାମୀ ସ୍ତ୍ରୀକୁ ଛାଡି ଅନ୍ୟ ସହ ସମ୍ପର୍କ ଗଢିବାକୁ ଟିକିଏ ବି କୁଣ୍ଠାବୋଧ କରୁନାହିଁ ।

ଆଜିର ମଣିଷ ବିବାହ ଭଳି ଏକ ପବିତ୍ର ସମ୍ପର୍କ ର ମୂଲ୍ୟ ବୁଝିବାକୁ ଅକ୍ଷମ ହୋଇ ପଡିଛି। ହିନ୍ଦୁ ଧର୍ମରେ ବୈଦିକ ରୀତିନୀତି ରେ ବିବାହ ପରେ ଦୁଇଜଣ ସାତ ଜନ୍ମର ସାଥି ହୋଇଥାନ୍ତି ବୋଲି କୁହାଯାଏ। କାରଣ ବିବାହ ଭଗବାନଙ୍କ ଦ୍ବାରା ସ୍ଵର୍ଗରେ ସ୍ଥିର ହୋଇଥାଏ।

ଏହି ବିବାହ ଦୁଇଟି ହୃଦୟର ମିଳନ ଯୋଗୁଁ ସମ୍ଭବପର ହୋଇଥାଏ। ଯେଉଁ ଥୀରେ ଦୁଇଟି ଶରୀର ଓ ମନ ର ମିଳନ ହୋଇ ଥାଏ। ଏହା ଏକ ସାମାଜିକ ପରମ୍ପରା।ଏହା ଭିତରେ ଭରି ରହିଥାଏ ଏକ ଅନାବିଳ ପ୍ରେମ।ଏହି ପ୍ରେମ ସମ୍ପର୍କରେ ଯେତେବେଳେ ବୁଝା ମନା ରହିଥାଏ ସେଥିରେ ସୁନ୍ଦର ଅନୁଭବ ମଧ୍ୟ ରହିଥାଏ।ପରେ ବିବାହ ପରେ ଯେଉଁଠି ସେମାନେ ସାତ ଜନ୍ମ ର ସାଥୀ ହୋଇ ଯାଆନ୍ତି।

ଏମାନେ ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି। ସେମାନଙ୍କ ସଂପର୍କ ସାତ ଜନ୍ମ ର ସମ୍ପର୍କ ବୋଲି କୁହା ଯାଏ। କିନ୍ତୁ ଆଜିର ଯୁବପିଢି ମାନଙ୍କ କ୍ଷେତ୍ରରେ ଅଧିକାଂଶ କ୍ଷେତ୍ରରେ ପ୍ରେମର ବାସ୍ତବ ସଂଜ୍ଞା ରେ ପରିବର୍ତ୍ତନ ଦେଖିବାକୁ ମିଳୁଛି।

ଏହାକୁ ନେଇ ଅନେକ ଲଜ୍ୟା ଜନକ ସ୍ଥିତି ମଧ୍ୟ ସୃଷ୍ଟି ହେବାରେ ଲାଗିଛିଗିଛି ଆଜିର ସମାଜରେ। ଯାହାର ଉଦାହରଣ ଆପଣ ପ୍ରତ୍ୟେକ ଦିନ ଦେଖିବାକୁ ପାଉଥିବେ। ସେହିଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।ଏହି ଘଟଣାରେ ମାଇଁକୁ ବାହା ହେଲେ ଜଣେ ଭଣଜା । ଆଉ ସ୍ୱାମୀଙ୍କୁ ଛାଡ଼ି ଭଣଜାର ହାତ ଧରିଲେ ମାଇଁ ଜଣଙ୍କ । ଏଭଳି ଲଜ୍ଜାଜନକ ଘଟଣା ଏବେ ଚର୍ଚ୍ଚା ହେବାରେ ଲାଗିଚି। ଘଟଣାରେ ସଂପୃକ୍ତ ମହିଳା ଗତ ୭ ମାସ ତଳେ ଜଣେ ଯୁବକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ ବାହାରକୁ ଯାଇଥିଲେ ତାଙ୍କ ସ୍ୱାମୀ।

ଆଉ ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳା ଜଣଙ୍କ ଭଣଜାଙ୍କ ପ୍ରେମରେ ପଡ଼ିଥିଲେ। ଦିନେ ରାତିରେ ଘରୁ ଚମ୍ପଟ ମାରିଥିଲେ ମାଇଁ-ଭଣଜା।ପରେ ଗ୍ରାମବାସୀଙ୍କ ସହଯୋଗରେ ଉଭୟଙ୍କୁ ଘରକୁ ଆଣି ବୁଝାସୁଝା କରିଥିଲେ ବି ସେମାନ ବୁଝି ନଥିଲେ । ବିବାହ କରିବାକୁ ଜିଦ ଧରିଥିଲେ ମାଇଁ ଭଣଜା।ସେପଟେ ଏସମ୍ପର୍କରେ ମହିଳାଙ୍କ ସ୍ୱାମୀଙ୍କ ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ସେଠାରେ ଏକ ଅପ୍ରୀତିକର ଏବଂ ନିନ୍ଦନୀୟ ସ୍ଥିତି ସୃଷ୍ଟି ହୋଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।