ଦେଖନ୍ତୁ Shocking ଭିଡ଼ିଓ : ଏମିତି ବି ଆସିପାରେ ମୃତ୍ୟୁ….

ହଁ ଦର୍ଶକ ବନ୍ଧୁ ମୃତ୍ୟୁ ଯେ କେତେବେଳେ କେଉଁ ମୁହୂର୍ତ୍ତ ରେ ଆସିବ ସେ କଥା କେହି କରିପାରିବେ ନାହିଁ | ରାଜ୍ୟ ର ଗ୍ରୀଷ୍ମ ର ପ୍ରଭାବ ଏତେ ଦିନକୁ ଦିନ ବଢିବାରେ ଲାଗିଛି ହେଲେ ଲୋକମାନେ ଏଥି ପାଇଁ ଲୋକ ବିଭିନ୍ନ ସମୟରେ ଛାଇ କୁ ଆଶ୍ରୟ କରି ଆମେ ଗଛ ମୂଳରେ ବସି ପୋଡି ଥାଉ ଯେଉଁ ଠାରେ ଆମକୁ ଶାନ୍ତି ମିଳି ଥାଏ ଓ ନିଜକୁ ଭଲ ଅନୁଭବ ହେଇଥାଏ ଯାହା ଅଧିକ ସମୟରେ ଲୋକେ ଗଛ ମୂଳ ରେ ନିଜର ଥକା ପଣ କୁ ଦୁର କରିଥାଏ , ହେଲେ ଏହି ଆଶ୍ରୟ ସ୍ଥାନ କୁ ନିଜର ସୁରକ୍ଷା ପାଇଁ ଯାଇ ଯଦି ନିଜର ମୁର୍ତ୍ୟୁ ହେଇଯାଇଥାଏ ତାହାଲେ ଲୋକ ମାନେ କଣ କରିପାରିବେ, ଦର୍ଶକ ବନ୍ଧୁ, ମୁର୍ତ୍ୟୁ ଯେ କେବେ କେତେବେଳେ କାହା ପାଇଁ ଆସିବ ସେ କଥା କେହି କହି ପାରିବ ନାହିଁ |

ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସ୍ଥିତ ଥିବା ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଥିବା ଏକ ବିଶାଳ ବର ଗଛ ଠାରେ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ପ୍ରାୟ ଦିନ 12 ଟା ବାରିପଦା ଅଞ୍ଚଳ ଜଣେ ଅଗ୍ନି ଶମ କର୍ମୀ ଟାଣ ଖରାରେ ନିଜକୁ ବଞ୍ଚାଇବାକୁ ଯାଇ ସେଠାରେ ନିଜର ଗାଡି ଛିଡା କରି ବର ଗଛ ର ଛାଇ ତଳେ ଦୁଇ ଭାଇ ବ୍ରଜକିଶୋର ମହାନ୍ତି ଓ ଜଗନ୍ନାଥ ମହାନ୍ତି ଦୁହେଁ ଯାଇ ଗଛ ମୂଳ ରେ ଯାଇ ଛିଡା ହୋଇପଡ଼ିଥିଲେ ହେଲେ ସେଇ ସମୟରେ ବର ଗଛ ର ଗୋଟାଏ ଡାଳ ଭାଙ୍ଗି ଯାଇ ଦୁଇ ଭାଇଙ୍କ ଉପରେ ପୋଡ଼ିଯାଇଥିଲା ଘୋଟଣା ସ୍ଥଳରେ ଜଣେ ଭାଇଙ୍କ ମୃତ୍ୟୁ ହେଇଯାଇଥିଲା ଓ ଆଉ ଜଣେ ଭାଇ ସେଠାରେ ଆହତ ହେଇଥିଲେ, ଘଟଣା ସ୍ଥଳରେ ଦମକଳ, ଓ ଅନ୍ୟାନ୍ୟ ସୁରକ୍ଷା କର୍ମୀ ପହଞ୍ଚି ବୋରଗଛକୁ କାଟି ସେମାନଙ୍କୁ ଉଦ୍ଧାର କରିଥିଲେ ଓ ହସ୍ପିଟାଲ କୁ ନେଇଥିଲେ ହେଲେ ଘଟଣା ସ୍ଥଳ ରେ ଜଣକ ମୁର୍ତ୍ୟୁ ହେଇଯାଇଥିଲା ବୋଲି ଜଣା ପଡିଛି |

ତାହାଲେ ଖରା ରେ ଏହି ପ୍ରକୋପ ପାଇଁ ନିଜକୁ ବଞ୍ଚାଇ ବାକୁ ଯାଇ ଛାଇ ର ଆଶ୍ରୟ ନେଇଥାନ୍ତି ହେଲେ କିଏ ଜାଣିଥିଲା ସେଇ ଛାଇ ଯେଉଁଠାରେ ଲୋକେ ଖରା ରେ ସୁରକ୍ଷା ବୋଲି ମାନିଥାନ୍ତି ସେଇ ଛାଇ ଆଜି ଜୀବନ ନେଇଯିବ ବୋଲି ଦର୍ଶକ ବନ୍ଧୁ ଅଗ୍ନି ଶମ ବାହନୀ ଏହି କର୍ମ ଯିଏ ଅନ୍ୟ ର ଜୀବନ ବଞ୍ଚାଇ ବା ପାଇଁ ସବୁବେଳେ ନିଜକୁ ପ୍ରସ୍ତୁତି କରିଥାନ୍ତି ସେ ଆଜି ଖରାରୁ ନିଜକୁ ବଞ୍ଚାଇବାକୁ ଯାଇ ନିଜେ ମୁର୍ତ୍ୟୁ ର ଶଯ୍ୟା ରେ ଶୋଇପଡିଛି, |

ଦର୍ଶକ ବନ୍ଧୁ ଏହା ଥିଲା ସେଇ ଅଭାବ ନିୟ ଘଟଣା ର ସମ୍ପୂର୍ଣ ସତ୍ୟତା ଯାହା ବାରିପଦା ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଥିବା ପାର୍କ ଠାରେ ଆପରାହାଣ ସମୟ ରେ ଦେଖିବାକୁ ମିଳିଥିଲା |ଯାହା ଏବେ ସୋସିଆଲ ମିଡ଼ିଆ ରେ ଏହି ଦୁଖଦଃ ଘଟଣା ବହୁତ ମାତ୍ର ରେ ଭାଇରଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment