ଦେଖନ୍ତୁ Exclusive ଭିଡ଼ିଓ : ଷଣ୍ଢ ଲଢେଇ ପାଈଁ ଦୋକାନ ହେଲା ଗୁଣ୍ଡ, ଆଉ ତା’ ପରେ

0

ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । ଏଥିରେ ଅନେକ ଘଟଣା ଖୁବ୍ ମଜାଳିଆ ଥାଏ ତ ଆଉ କିଛି ଘଟଣା ଦୁଃଖ ଦାୟକ ଥାଏ। ବିଭିନ୍ନ ପ୍ରକାର ଘଟଣା ର ଭିଡ଼ିଓ ସୋସିଆଲ ମିଡିଆରେ ରେ ଚର୍ଚ୍ଚା ର ବିଷୟ ପାଲଟି ଥାଏ। ତେବେ ଏବେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡ଼ିଓ ରେ ଦୁଇ ଜଣ ଷଣ୍ଢ ଖୁବ୍ ଭୟଙ୍କର ଭାବେ ଲଢେଇ ଲାଗୁ ଥିବାର ଦେଖିବା ପାଇଁ ମିଳିଛି। ତେବେ ଆପଣ ମନେ ତ ଜାଣିଥିବେ ଷଣ୍ଢ ଲଢେଇ କେତେ ଭୟଙ୍କର ଅଟେ । ସେହି ସମୟ ରେ ଆଖ ପାଖରେ ଲୋକ ରହିବା ପାଇଁ ବିପଦ ମନେ କରନ୍ତି ।

ଭୁବନେଶ୍ୱର ର ବମିଖାଲ ଛକ ରେ ଦେଖିବା ପାଇଁ ମିଳିଛି । ଉଦୁ ଉଦିଆ ଖରା ବେଳରେ ଭୟଙ୍କର ଷଣ୍ଢ ଲଢେଇ ଭୁବନେଶ୍ୱର ର ବମିଖାଲ ଛକ ରେ ଦେଖିବା ପାଇଁ । ସ୍ଥାନୀୟ ଲୋକେ ଯେତେ ବି ଚେଷ୍ଟା କରିଥିଲେ ଏହାକୁ ରୋକିବା ପାଇଁ କିନ୍ତୁ କେହି ମଧ୍ଯ ଅଟକାଇ ପାରି ନଥିଲେ । ଦୁଇଟି ଷଣ୍ଢ ଲଢେଇ କରି କରି ପାଖରେ ଥିବା ଏକ ଗ୍ରୋସରି ଦୋକାନ ଭିତରକୁ ପଶି ଯାଇଥିଲେ । ଦୋକାନ ରେ ପଶି ଦୋକାନ ର ସମସ୍ତ ଜିନିଷ ପତ୍ର ନଷ୍ଟ କରିଦେଇ ଥିଲେ ଓ ଆଖି ପିଛୁଲାକେ ଦୋକାନ ଟି ନଷ୍ଟ ହୋଇ ଯାଇ ଥିଲା ।

ଦୋକାନ ର ମାଲିକ ଏଥିପାଇଁ ଅଭିଯୋଗ ଆଣିଛନ୍ତି। ପ୍ରଥମେ ସେ ପିଶିଆର୍ କୁ କଲ୍ କରିଥିଲେ ସେମାନେ ତାଙ୍କୁ ବିଏମସି ନମ୍ୱର୍ ଦେଇଥିଲେ। ଦୋକାନୀ ଜଣଙ୍କ ବିଏମସୀ କୁ କଲ୍ କରି ସମସ୍ତ ଘଟଣା ବିଷୟ ରେ ଅବଗତ କରାଇ ଥିଲେ କିନ୍ତୁ ସେମାନେ କିଛି କରି ପାରିବେ ନାହିଁ ବୋଲି କହିଥିଲେ। ଦୋକାନୀ ଙ୍କ କହିବା ଅନୁସାରେ ଯଦି ଜଣେ ଲୋକ କୁକୁର ମାରିଲେ ତାକୁ ଜେଲ ହେଇ ଯାଉଛି ତେବେ ମୋ ଦୋକାନ ର କ୍ଷତିପୂରଣ କେଉଁଠୁ ପାଇବି ।

ଏହା ସହିତ ଦୋକାନୀ ଜଣଙ୍କ ଆହୁରି କହିଛନ୍ତି ମୁଁ ଗରିବ ପିଲା ମୁ ଲୋନ୍ ଆଣି ଦୋକାନ କରିଛି ଆଉ ମୋର ଆଜି ଦୁଇ ରୁ ଅଢେଇ ଲକ୍ଷ ଟଙ୍କାର ଜିନିଷ ନଷ୍ଟ ହୋଇ ଯାଇଛି ତଥାପି ବିଏମ୍ସୀ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଦୋକାନୀ ଜଣଙ୍କ ମିଡିଆ ସାମ୍ନା ରେ ତାଂକୁ କିଛି ସାହାର୍ଯ୍ୟ ଯୋଗାଇ ଦେବା ପାଇଁ କହିଛନ୍ତି । ଏହା ସହିତ ସେହି ଅଞ୍ଚଳ ର ବୁଲା କୁକୁର ମାନେ ମଧ୍ୟ ସେଠାରେ ଅନେକ ଲୋକ ମାନଙ୍କୁ କ୍ଷତି ପହଞ୍ଚାଇ ଅଛନ୍ତି ତେଣୁ ତାଙ୍କୁ ଅତ୍ୟାର କରିବା ପାଇଁ ସେ ନିବେଦନ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।