ଦେଖନ୍ତୁ Exclusive ଭିଡ଼ିଓ …ସେ ଦିନ ରାହୁଲ କେମିତି ବୋରୱେଲ ପଡିଯାଇଥିଲା…ଦେଖନ୍ତୁ ଏମିତି ହିଁ ପଡିଲା ରାହୁଲ….ଭିଡିଓ ଦେଖିଲେ ପାଦତଳୁ ମାଟି ଖସିଯିବ….

ହଁ ଦର୍ଶକବନ୍ଧୁ ଛତିଶଗଡ ତାଂଯୋଗିରି ଛାମ୍ପ ରେ ଘଟିଥିବା ଏହି ଅଭାବନୀୟ ଘଟଣା ବିଷୟରେ ଏବେ ସମସ୍ତଙ୍କ ନଜର ରହିଛି ସେହି ଘଟଣା ଉପରେ ଯାହା ଏବେ ସେସିଆଲ ମିଡିଆରେ ଖୁବ ଜୋର ଧରିଛି ତାହା ହେଉଛି 11 ବର୍ଷୀୟ ଶିଶୁ ରାହୁଲଙ୍କ କଥା | ଆଉ ରାହୁଲ ମଧ୍ୟ ଜନ୍ମରୁ ଥିଲେ ଦିବ୍ୟାଙ୍ଗ ଶିଶୁ ସେ ପିଲାଟି ଦିନରୁ କିଛି ଶୁଣି ପାରୁନଥିଲେ କି କଥା ମଧ୍ୟ କହିପାରୁନଥିଲେ, ତେବେ ରାହୁଲ ଗାତ ଭିତରେ ପଡିଲେ କେମିତି ଆସନ୍ତୁ ଜାଣିବା |

ଯେମିତି ସବୁ ପିଲାମାନେ ରାସ୍ତାରେ ବା ପଡିଆରେ ଖେଳନ୍ତି ସେମିତି ରାହୁଲ ମଧ୍ୟ୍ୟ ଖେଳୁଥିଲେ କିନ୍ତୁ ଆଗରେ ଜ ବୋରୱେଲ ରହିଛି , ଆଇ ସେ ଏମିତି ବୋରୱେଲ ରେ ପୋଡିଯିବେ କେବେ ଭାବିନଥିଲେ, ସେ ଯେତେବେଳେ ଦୌଡି ଦୌଡ଼ି ଯାଉଥିଲେ , ସେତେବେଳେ ତାଙ୍କ ପାଦ ପଶିଯାଇଥିଲା ଏକ କୋରୱେଲ ଭିତରେ | ଆଉ ଚାହିଁ ଚାହୁଁ 80 ଫୁଟର ଗାତ ଭିତରକୁ ପଶିଯାଇଥିଲେ ରାହୁଲ |ହେଲା ରାହୁଲ କୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି,ଏନ. ଦି. ଆର. ଏଫ. ଟିମ ଓଁ ଏସ. ଟି. ର. ଏଫ. ରୋବୋଟିକ ଟିମ ବି ନାକେଦମ ହେଇଯାଇଥିଲେ ଓ ଉଦ୍ଧାର ବେଳେ ପଥର ସାଜିଥିଲା ପ୍ରତିବନ୍ଧକ|

ଶୁକ୍ରବାର ଦିନ 2 ଟାରୁ ଗାତ ଭିତରେ ଫୋସି ରହିଥିଲା ରାହୁଲ ଆଉ ଦିନପରେ ଦିନ ବିତିଯାଇଥିଲା, ଦୀର୍ଘ 5 ଦିନର ଘମାଘଟ ସଂଘର୍ଷ ପରେ ଉଦ୍ଧାର କାରୀ ଟିମ ଆସି ଉଦ୍ଧାର କରିଥିଲେ ରାହୁଲଙ୍କୁ, ଆଉ ରାହୁଲଙ୍କ ଆଗରେ ମୃତ୍ୟୁ ମଧ୍ୟ ମାନିଥିଲା ହାର, ଓ ସୋମବାର ଦିନ ଅପେରସନ ଜିନ୍ଡେଗିର ରେସକ୍ଯୁ ଟିମ ପହଂଚିଯାଇଥିଲା ରାହୁଲ ଙ୍କ ପାଖରେ ଓ ତାଙ୍କୁ ଉଦ୍ଧାର କରିଥିଲା|

ତେବେ ଛତିଶଗଡ ସରକାରଙ୍କ ସହାୟତାରେ ଏହି ରେସକ୍ଯୁ ଅପେରସନ ରେ 150 ଜନ ବରିଷ୍ଠ ଅଧ୍ୟକ୍ଷ ନିଯୁକ୍ତି ହୋଇଥିଲେ ଓ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ମାଜିଷ୍ଟ୍ରେଟ ଙ୍କ ସହିତ ମିଳିତ ଟିମର ବିଭିନ୍ନ ସଂସ୍ଥାରୁ 500 ଜଣ ଅଧିକାରୀ ମଧ୍ୟ ନିଯୁକ୍ତ ହୋଇଥିଲେ, ତାହା ସହିତ N. D. R. F ର ଟିମ ମଧ୍ୟ ନିଯୁକ୍ତ ହୋଇଥିଲେ ଓ ବୋରୱେଲ ଭିତରେ ଜଳର ସ୍ତର ଯେପରି ବଢି ନ ଯାଉ ସେଥିପାଇଁ , ଗାଁ ରେ ସମସ୍ତ ପାଣି ପମ୍ପ କୁ ଖୋଲି ପାଣି ବାହାର କରାଯାଉଥିଲା|

ଆଉ ଶେଷରେ ତାଙ୍କୁ ଉଦ୍ଧାର କରି ଆପଲ ହସ୍ପିଟାଲରେ ରାହୁଲଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ବେଡ ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ଓ ସେହି ବେଡ଼ ରେ ତାଙ୍କୁ ଚିକିତ୍ସା ମଧ୍ୟ କରାଯାଇଥିଲା,ଦର୍ଶକ ବନ୍ଧୁ ସତରେ ରାହୁଲ ଙ୍କ ଉପରେ ଥିଲା ମହାପ୍ରଭୁ ଜଗନ୍ନାଥ ଙ୍କ ଆଶ୍ରିବାଦ, ଆଉ ରହିଥିଲା ଲକ୍ଷ ଲକ୍ଷ ଲୋକଙ୍କର ପ୍ରଥନାର ଫଳ ଯାହା ପାଇଁ ରାହୁଲ ଆଜି ପାଇଛନ୍ତି ଗୋଟିଏ ନୂଆ ଜୀବନ, ଶେଷରେ N.D. R. F ଟିମର ଚେଷ୍ଟା ଆଜି ଅନ୍ତ ଘଟିଛି ଓ ରାହୁଲ ଫେରି ଆସିଛନ୍ତି ପୂର୍ବ ପରି ତାଙ୍କର ମାଙ୍କ କୋଳକୁ, ଯାହାକୁ ଫେରି ମା ବାପା ଙ୍କର ଖୁସିର ସୀମା ରହିଲା ନାହିଁ |

ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment