ଦେଖନ୍ତୁ ଗୋଟେ ବାପା ନିଜ ଝିଅକୁ ଖରାପ ରାସ୍ତାରୁ ଯିବାରୁ କିପରି ରୋକି ପାରିଲା ,ଆପଣ ଜାଣିଲା ମାଟି ତଳୁ ଗୋଡ ଖସିଯିବ

0

ଆଜିର ସମାଜରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଦେଖିବାକୁ ମିଳୁଛି ଏବଂ ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମାଜରେ କିଛି ଘଟମାରୁ ମଧ୍ୟ ଆମ ମାନଙ୍କୁ କିଛି ଶିକ୍ଷଣୀୟ ବାର୍ତ୍ତା ଦେଇଥାଏ , ଯାହା ଆମ ମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ମଧ୍ୟ ଆଣିଥାଏ । ପ୍ରତ୍ୟେକ ମଣିଷର ନିଜର ସ୍ୱାଧିନତା ରହିଛି , ସେ ନିଜ ମନମୁତାବକ କୌଣସି କାର୍ଯ୍ୟ କରିବାର ସମ୍ପୂର୍ଣ୍ଣ ଅଧିକତାର ରହିଛି ।

କିନ୍ତୁ ନିଜ ଖୁସୀ ପାଇଁ ଆମେ ଜାଣତରେ ହେଉ ବା ଅଜାଣରେ ହେଉ ଏମିତି କିଛି ଭୁଲ କାର୍ଯ୍ୟ କରି ବସିଥାଉ ତାହା ଆମେ ପର ମୁହୂର୍ତ୍ତରେ ଭାବି ଥାଉ ଏବଂ ଅନେକ ଅନୁତାପ ମଧ୍ୟ କରିଥାଉ ।

କୌଣସି ବ୍ୟକ୍ତି କେତେବେଳେ ତା ଜୀବନରେ ସୁଖ ଆସିବ ବା ଦୁଃଖ ଭୋଗ କରିବ ତାହା ତାର କର୍ମ ଉପରେ ହିଁ ନିର୍ଭର କରିଥାଏ । କୌଣସି କାର୍ଯ୍ୟକୁି ହାସଲ କରିବା ପାଇଁ ଦୃଢ ଇଚ୍ଛା ଶଖ୍ତି ରହିଲେ ସେ ନିଶ୍ଚିତ ରୂପେ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଥାଏ ।

କୌଣସି ବ୍ୟକ୍ତି ନିଜେ ଭୁଲ କାର୍ଯ୍ୟ କଲେ ହିଁ ସେଥିରୁ ସେ ନିଜ ଭୁଲକୁ ବୁଝିପାରେ ବା ଆଗାମୀ ସମୟରେ ସେ ନିଜକୁ ସତର୍କ ହୋଇ ରହିଥାଏ । ତେବେ ଆସନ୍ତୁ ଜାଣିବା ସମ୍ପର୍କକୁ ନେଇ ଝିଅଟି ବୁଝି ପାରିଥିଲା ଯେ ତାରା ବାପା ହିଁ ତା ପାଇଁ ଠିକ ଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜର ଭୁଲ ବୁଝି ପାରିଥିଲା , ସେତେବେଳେକୁ ଆଉ କିଛି ନଥିଲା ।

ଆଜିର ଯୁବପିଢୀ ମାନେ ଭଲ ପାଇବାର ଭୁଲ ନିଷ୍ପତ୍ତି ନେଇ ଯାଉଛନ୍ତି , ଯାହାଫଳରେ ସେମାନଙ୍କୁ ବହୁତ ଅନୁତାପ କରିବାକୁ ପଡୁଛି । ଏମିତି ଏକ ଝିଅଟିଏ ଯିଏକି ନିଜ ମନପସନ୍ଦର ଜୀବନ ସାଥୀଟିଏ ବାଝି ବିବାହ କରି ନିଜ ବାପାଙ୍କ ଠାରୁ ଆଲଗା ହୋଇଯାଇଥିଲା । ଆଗାମୀ ସମୟରେ ସେ ତାର ସ୍ୱାମୀଙ୍କ ସହିତ ଜୀବନ ବିତାଇବା ପାଇଁ ଅନେକ ସ୍ୱପ୍ନ ଦେଖିଥିଲା କିନ୍ତୁ ତାର ସ୍ୱାମୀ ତାକୁ ଛାଡି ଚାଲିଯାଇଥିଲା ।

ସେତେବେଳେକୁ ସେ ଦୁଇଟି ସନ୍ତାନର ମା ହୋଇ ସାରିଥିଲା ଏବଂ ନିଜେ କାମକରି ପିଲା ମାନଙ୍କୁ ପାଠ ପଢାଉଥିଲା । ବାପାଙ୍କର କଠରତା ମନରେ ଚିନ୍ତା କରୁଥାଏ କିନ୍ତୁ ତାର ବାପଙ୍କର ଦେହାନ୍ତ ହୋଇଯାଇଥିଲା । ଏହି ଖବର ଶୁଣିବା ପରେ ମଧ୍ୟ ସେ ତାର ବାପାଙ୍କ ଉପରେ ରାଗି ତାଙ୍କୁ ଦେଖିବା ପାଇଁ ଯାଇନଥିଲା ।

ତାର ମଉସାଙ୍କ ଅନୁରୋଧରେ ସେ ତାର ବାପାଙ୍କୁ ଦେଖିବା ପାଇଁ ଗଲା , ସେଠାରେ ସେ ଦେଖିଲା ତାର ବାପା ମରିବା ପୂର୍ବରୁ ଏକ ଚିଠି ଲେଖି ଯାଇଛନ୍ତି । ସେହି ଚିଠିକୁ ପଢିବା ପରେ ସେ ବହୁତ ଅନୁୂତାପ କରିଥିଲା ଏବଂ ନିଜର ଚିନ୍ତାଧାରା ସମ୍ପୂର୍ଣ୍ଣ ଭାବରେ ବଦଳିଗଲା ଏବଂ ନିଜର ଭୁଲ ମଧ୍ୟ ବୁଝି ପାରିଲା । ତେଣୁ ଏଥିରୁ ଆମେ ଶିଖିଲୁ କି ବାପା ମା ପିଲାମାନଙ୍କ ପାଇଁ ଯାହା କିଛି ଚିନ୍ତା କରନ୍ତି ତାହା ମଙ୍ଗଳକାରୀ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।