ଦେଖନ୍ତୁ ଗୋଟେ “ବାପା” ନିଜ ଝିଅ ସହିତ କଣ କଲା ?? ଦେଖିଲା ପରେ ଗୋଡ ତଳୁ ମାଟି ଖସିଯିବ…

0

ଅନେକ ପ୍ରକାର ଘଟଣା ସଂସ୍ପର୍ଶରେ ଆପଣ ମାନେ ପ୍ରତିଦିନ ଆସୁଛନ୍ତି। ସେଥି ମଧ୍ୟରୁ କିଛି ଘଟଣା ଯାହା ଆମକୁ ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ କରିଥାଏ। ଜୀବନର ପ୍ରକୃତ ମୂଲ୍ୟବୋଧ କୁ ପ୍ରକାଶ କରିଥାଏ ଓ ବୁଝାଇଥାଏ। ଆମେ ଆମ ଜୀବନରେ ଅନେକ କିଛି ଚିନ୍ତା କରିଥାଉ। ବହୁତ୍ ଜିନିଷକୁ ପସନ୍ଦ କରିଥାଉ। କଣ୍ ଆମକୁ ଭଲ ଲାଗେ, କଣ କଲେ ଆମେ ଖୁସି ହୋଇ ପାରିବା, କେଉଁ ଜିନିଷ ଆମକୁ ଅଧିକ ଖୁସି ଦେଇଥାଏ। ଏହିଭଳି ଭାବରେ ଜୀବନରେ ପ୍ରତି ସମୟରେ ଆମେ ଆଶା , ସମସ୍ୟା, ଚିନ୍ତା ମଧ୍ୟ ଦେଇ ଗତି କରିଥାଉ। ଜୀବନରେ ମଣିଷ ଯାହା ଭାବୁଥାଏ ତାହା କରିବା ପାଇଁ ଚେଷ୍ଟା କରେ ଓ କରି ପାରେ ମଧ୍ୟ।

ତେବେ ଆମେ ଆମ ଇଚ୍ଛାକୁ ପୂରଣ କରିବା ପାଇଁ କିଛିବି ପଦକ୍ଷେପ ନେଇଥାଉ।ତେଣୁ ସେଥିପାଇଁ ନିଜର ଚିନ୍ତା ଧାରା, ଭାବନା ଶକ୍ତି ସେହି ଭଳି ଭାବରେ ଉଚ୍ଚ ଧରଣର ହେବା ଦରକାର୍। ମଣିଷ ର ମନ ଯଦି ଦୃଢ଼ ଥାଏ ତେବେ ସିଏ ସମସ୍ତ କାର୍ଯ୍ୟକୁ ସହଜରେ କରି ପାରିବ।ବେଳେବେଳେ କିଛି କାର୍ଯ୍ୟ ଆମ ଅଜାଣତରେ ଘଟିଥାଏ ଓ କିଛି କାର୍ଯ୍ୟ ଆମ ଜ୍ଞାତ ସାରରେ ସମ୍ପାଦିତ ହୋଇଥାଏ।

ତେବେ ଆମେ ଏଥିପ୍ରତି ଆଦୌ ସଚେତନ ନଥାଉ। ତେବେ ଏହିଭଳି କାର୍ଯ୍ୟ ଦ୍ବାରା ଆମେ ସମସ୍ୟା ରେ ପଡି ଥାଉ ଓ ଅନୁତାପ ମଧ୍ୟ କରୁ। ତେଣୁ ଆମେ ଏହି କାର୍ଯ୍ୟ ପ୍ରତି ସଚେତନ ରହିବାକୁ ଇଚ୍ଛା କରୁ। ଯେଉଁଭଳି ଅଜାଣତରେ ଆମ ଉପସ୍ଥିତ ବୁଦ୍ଧିର ବିନା ପ୍ରୟୋଗ ଯୋଗୁଁ କୌଣସି କାର୍ଯ୍ୟ ନ ହେଉ।

ଆଉ କୌଣସି ଘଟଣା ଘଟିବା ପରେ ଯାଇ ଆମେ ଜୀବନରେ ଉଚିତ୍ ଶିକ୍ଷା ପାଇଥାଉ। ଯେମିତି ଏହି ଘଟଣାରେ ଜଣେ ଝିଅ ନିଜ ଇଚ୍ଛାରେ ବିବାହ କରି ଶେଷରେ ଅନୁତାପ କରିଛି କି ତାର ବାପା ତା ପାଇଁ ଠିକ୍ ଥିଲେ।ସେ ଭୁଲ୍ ନିଷ୍ପତ୍ତି ନେବାରୁ ତାର ଜୀବନ ବରବାଦ ହୋଇଗଲା।ଆଉ ଅନୁତାପ କରିବା ବେଳକୁ ତା ପାଖରେ କିଛି ନଥିଲା।

ନିଜ ପସନ୍ଦରେ ଭଲପାଇ ବିବାହ କରିବା ପରେ ଝିଅଟି ଯେତେବେଳେ ବାପା ଙ୍କ ପାଖରୁ ଅଲଗା ହୋଇଗଲା ସେତେବେଳେ ସେ ତାର ସ୍ବାମୀ ସହିତ ସାରା ଜୀବନ କରାଇବାକୁ ଚାହିଁଲା। କିନ୍ତୁ ସ୍ବାମୀ ତାକୁ ଛାଡ଼ି ଦେଲା। ସେତେବେଳକୁ ସେ ଦୁଇଟି ସନ୍ତାନର ଜନନୀ ହୋଇ ସାରିଥାଏ।

ନିଜେ କାମ କରି ତାର ପିଲା ମାନଙ୍କୁ ଚଳାଉ ଥାଏ। ବାପାଙ୍କ କଠୋରତା ତାକୁ ଅଧିକ କଷ୍ଟ ଦେଉଥାଏ। ଶେଷରେ ଯେତେବେଳେ ସେ ଜାଣିଲା ତା ବାପାଙ୍କର ଦେହାନ୍ତ ହୋଇଛି ସେ ମଧ୍ୟ ରାଗିଥିବାରୁ ସେଠାକୁ ଯିବାକୁ ଚାହିଁଲା ନାହିଁ। ଶେଷରେ ତାର ମଉସା ର ଅନୁରୋଧ କ୍ରମେ ସେ ଯେତେବେଳେ ସେଠାରେ ପହଞ୍ଚିଲା ତାପରେ ତା ବାପା ମୃତ୍ୟୁ ପୂର୍ବରୁ ଦେଇଥିବା ଚିଠିକୁ ସେ ପାଇଲା ଓ ଏହାକୁ ପଢ଼ିବା ପରେ ତାର ଚିନ୍ତାଧାରା ବଦଳିଗଲା ।

ସେ ବହୁତ ଅନୁତାପ କଲା ଏବଂ ନିଜର ଭୁଲକୁ ମଧ୍ୟ ବୁଝି ପାରିଲା। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।