ଓଲିଉଡ୍ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ହାସ୍ୟ ଅଭିନେତା ଭାବରେ ଗୁଡୁ ଙ୍କୁ କିଏ ବା ନଜାଣେ। ଜଣେ ସରଳ ବ୍ୟକ୍ତି ଏବଂ ମଜାଳିଆ ଚରିତ୍ର ଥିବା ଏହି କଳାକାର ଜଣଙ୍କର ଅନେକ ଲୋକପ୍ରିୟତା ମଧ୍ୟ ରହିଛି ଏବଂ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ରହିଥାନ୍ତି ତାଙ୍କର ମନଲୋଭା ଅଭିନୟ ପାଇଁ। ସେ ତାଙ୍କର ସୁନ୍ଦର୍ କୌତୁକିଆ ଢଙ୍ଗର ଅଭିନୟ ପାଇଁ ବେଶ ଜଣାଶୁଣା ଏବଂ ଲୋକପ୍ରିୟ ମଧ୍ଯ। ଓଡ଼ିଆ ସିନେମା ଜଗତରେ ସେ ତାଙ୍କ ଅଭିନୟ ବଳରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରି ପାରିଛନ୍ତି। ତାଙ୍କର ଅଭିନୟ ଯେତିକି ଆକର୍ଷଣୀୟ ସେତିକି ମଜାଦାର ମଧ୍ଯ। ତେବେ ଅଭିନେତା ଗୁଡୁ ଅନେକ ଓଡ଼ିଆ ସିନେମା ରେ ଅଭିନୟ କରି ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।
ଆପଣ ତ ଜାଣିଛନ୍ତି ନିକଟରେ ସେ ହାତକୁ ଦି ହାତ ହେଇଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଦୀର୍ଘ ଦିନର ବାନ୍ଧବୀ ପ୍ରିୟଙ୍କାଙ୍କୁ ସେ ବିବାହ କରିଛନ୍ତି ବୋଲି ଜଣା ପଡ଼ିଛି। ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି।ସେ ତାଙ୍କର ବାନ୍ଧବୀ ଙ୍କୁ ବିବାହ କରିଛନ୍ତି ବୋଲି ଜଣା ପଡ଼ିଛି।ତେବେ ଓଲିଉଡ୍ ଇଣ୍ଡଷ୍ଟ୍ରୀର ଜଣାଶୁଣା ଏହି ହାସ୍ୟ ଅଭିନେତା ଗୁଡୁ ବିବାହ ପୁର୍ବରୁ ମଧ୍ୟ ତାଙ୍କ ପ୍ରେମିକା ଙ୍କ ସହ ନଜର ଆସିଥିଲେ ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ।ବିବାହ ପରେ ମଧ୍ୟ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ର ଝଲକ ଦେଖିବାକୁ ମିଳିଥିଲା।
ତେବେ ଆପଣଙ୍କୁ କହି ରଖୁଛୁ ଯେ ଦୀର୍ଘ ଦିନର ବାନ୍ଧବୀ ପ୍ରିୟଙ୍କାଙ୍କୁ ସେ ବିବାହ କରିଛନ୍ତି ବୋଲି ଜଣା ପଡ଼ିଛି। ଆପଣ ତ ଜାଣିଛନ୍ତି ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଥିଲା। ସତରେ ସେମାନଙ୍କର ଯୋଡ଼ି ସମସ୍ତଙ୍କୁ ବେଶ ପସନ୍ଦ ଆସିଛି।ଏହି ଯୋଡ଼ି କୁ ଦେଖିବା ପରେ ଗୁଡୁ ଙ୍କୁ ଭଲ ପାଉଥିବା ଅନେକ ଦର୍ଶକ ତାଙ୍କର ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମାନ ଦେଇଥିଲେ। ଆପଣ ଦେଖିଥିବେ ସେମାନଙ୍କର ଦୁଇଜଣ ଙ୍କ ଚେହେରା ବେଶ୍ ମଜାଳିଆ। ବିବାହ ପରେ ତାଙ୍କର କିଛି ଭିଡିଓ ସାମ୍ନାକୁ ଆସିଥିଲା। ଏବେ ପୁଣି ଉଭୟଙ୍କର ଏକ ଭିଡିଓ ଦେଖିବାକୁ ମିଳିଛି।ଏହି ଭିଡିଓ ରେ ଉଭୟ ବହୁତ୍ ସୁନ୍ଦର ଦେଖା ଯାଉଛନ୍ତି।
ଗୁଡ଼ୁ ତାଙ୍କ ପତ୍ନୀ ପ୍ରିୟଙ୍କା ଙ୍କ ସହ ଡାନ୍ସ କରିବା ସହିତ ତାଙ୍କ ହାତ ଧରି ଚାଲି ଚାଲି ଯାଉଛନ୍ତି। ବାହାଘରର ପାର୍ଟି ରେ ବି ସେମାନେ ଦୁଇଜଣ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।ଏହାକୁ ଦେଖି ସେଠାରେ ଉପସ୍ଥିତ ଅତିଥି ମାନେ ମଧ୍ଯ ବେଶ୍ ଖୁସି ହେଉଛନ୍ତି। ଆପଣ ବି ଅଭିନେତା ଗୁଡୁ ଏବଂ ତାଙ୍କ ପତ୍ନୀ ପ୍ରିୟଙ୍କାଙ୍କ ବାହାଘର ପରର ଏହି ସବୁ ସୁନ୍ଦର୍ ମୁହୂର୍ତ୍ତର ଝଲକ୍ ଏହି ଭିଡିଓ ରେ ଦେଖିବାକୁ ପାଇବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।