ଦେଖନ୍ତୁ ଭିଡ଼ିଓ : ଜାଙ୍କଲିନ ଏବଂ ତାଙ୍କ ଭଣଜା ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

0

ବାସ୍ତବିକ୍ ଭାବରେ ମନୋରଞ୍ଜନ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କର କଥା ସବୁବେଳେ ଟିକେ ଭିନ୍ନ ଏବଂ ନିଆରା ହୋଇଥାଏ। ଯେଉଁ କାରଣରୁ ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ଅଭିନୟ ପାଇଁ ହେଉ କି ସେମାନଙ୍କ ବୋଲ୍ଡ ଅନ୍ଦାଜ ପାଇଁ ହେଉ ଚର୍ଚ୍ଚାରେ ରହି ଆସିଥାନ୍ତି। ତେବେ କିଛି ଏମିତି କଳାକାର ଅଛନ୍ତି ସେମାନଙ୍କ ଅଭିନୟ ପାଇଁ ଏବଂ ଚୁଲବୁଲି ଗୁଣ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ। ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ବେଶି ଲୋକପ୍ରିୟ ଅଟନ୍ତି।ଅନେକ ସମୟରେ ସେମାନଙ୍କ ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ସେମାନେ ଚର୍ଚ୍ଚାରେ ରହିଥାନ୍ତି।

ତେବେ ସେହିପରି ଓଡ଼ିଆ ଫିଲ୍ମ୍ ଏବଂ ଧାରାବାହିକ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ଜାଙ୍କଳିନ ପରିଡା।  ଆପଣ ତ ଜାଣିଛନ୍ତି ନିକଟରେ ସେ ତାଙ୍କର ପୁରୁଷ ବନ୍ଧୁ ଅରବିନ୍ଦ ଙ୍କୁ ବିବାହ କରିଛନ୍ତି। ସେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବାର ଦେଖିବାକୁ ମିଳୁଛି। ତେବେ ବିବାହ ପୂର୍ବରୁ ଏବଂ ବିବାହ ପରେ ସେ ତାଙ୍କର ଅନେକ ଫଟୋ, ଭିଡିଓ ସବୁ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରୁ ଥିବାର ଦେଖିବାକୁ ମିଳୁଛି।ଯାହା ପ୍ରଶଂସକ ମାନଙ୍କ ପାଇଁ ସେ ପୋଷ୍ଟ କରିଥିବା ଦେଖିବାକୁ ମିଳିଥାଏ। ତେବେ ଓଡିଆ ଟେଲି ଅଭିନେତ୍ରୀ ଯାଙ୍କଲିନ ପରିଡ଼ା ଅନେକ ସମୟ ରେ ସୋସିଆଲ ମିଡିଆରେ ସମୟ ଅତିବାହିତ କରୁଛନ୍ତି।

ଅନେକ ସୁନ୍ଦର ମୁହୂର୍ତ୍ତ ବିବାହ ପୂର୍ବରୁ ହେଉ କିମ୍ବା ପରେ ସେ ସବୁକୁ ସୋସିଆଲ ମିଡିଆରେ ନିଜ ପ୍ରସଂଶକ ମାନଙ୍କ ପାଇଁ ସେୟାର କରିବାରେ ଲାଗିଛନ୍ତି। ଏମିତି ରେ ଅନେକ ସମୟରେ ତାଙ୍କର ଲାଇଫ ଷ୍ଟାଇଲ କୁ ନେଇ ବ୍ୟକ୍ତିଗତ ଜୀବନର ଅନେକ ମୁହୂର୍ତ୍ତକୁ ସେୟାର କରି ବେଶ୍ ଚର୍ଚ୍ଚାରେ ରହିଥାନ୍ତି।ବିବାହ ପରେ ଏହି ଚୁଲବୁଲି ଅଭିନେତ୍ରୀ ଜଣଙ୍କ ଶଶୁର ଘରକୁ ଆସିବା ପରେ ମଧ୍ୟ ସେଠାରେ ସେ ବହୁତ ଖୁସିରେ ରହି ଥିବାର ଦେଖିବାକୁ ମିଳିଛି।ସେ ଏଠାରେ ଅନେକ ସମୟରେ ସ୍ବାମୀ ଅରବିନ୍ଦ ଙ୍କ ସହ ଅନେକ ଭିଡିଓ ସୁଟ କରି ପୋଷ୍ଟ ମଧ୍ୟ କରୁଛନ୍ତି।

ଏହି ଦୁହିଁଙ୍କ ଯୋଡ଼ି ମଧ୍ୟ ପୂର୍ବ ଭଳି ବହୁତ୍ ସୁନ୍ଦର୍ ଲାଗୁଛି।ଏହାକୁ ଦେଖି ପ୍ରସଂଶକ ମାନେ ସେମାନଙ୍କର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଏବେ ଜାଙ୍କଲିନ ତାଙ୍କ ଭଣଜା ଙ୍କ ସହ ଏକ ଭିଡିଓ ସୁଟ କରିଛନ୍ତି। କୁନି ଭଣଜା ଜଣଙ୍କ ଯେଉଁଭଳି ଭାବରେ କଥା ହେଉଛନ୍ତି ତାହା ବହୁତ୍ ସୁନ୍ଦର୍ ଲାଗୁଛି।ସେ କହୁଛନ୍ତି ଆଇ ଲଭ୍ ୟୁ ମାଇଁ। ଜାଙ୍କଳିନ କହୁଛନ୍ତି ମୁଁ କିଏ, ଭଣଜା ମଧ୍ୟ କହୁଛନ୍ତି କିଏ, ପୁଣି ଜାଙ୍କଳିନ ପଚାରୁଛନ୍ତି, ପୁଣି ଭଣଜା କହୁଛନ୍ତି କିଏ ବୋଲି। ଏହିପରି ଭାବରେ ସେ ବହୁତ୍ ମଜା କରୁଛନ୍ତି।ଆଉ ତାପରେ ଜାଙ୍କଲିନ ତାଙ୍କୁ ଗେଲ କରୁଛନ୍ତି ମୋ ଧନ ବୋଲି କହି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।