ଦେଖନ୍ତୁ କେମିତି ଦେଖାଯାଆନ୍ତି ନୂଆ ବୋହୂ ସିରିୟଲ ଆକ୍ଟର ମାନେ ପ୍ରକୃତ ଜୀବନରେ

0

ଓଡ଼ିଶାରେ ଦର୍ଶକ ମାନଙ୍କର ଧାରାବାହିକ ପ୍ରତି ଏକ ଅହେତୁକ ଭଲପାଇବା ଏବଂ ଆଗ୍ରହ ରହିଛି। ପ୍ରାୟତଃ ଓଡ଼ିଶାରେ ଏମିତି ଅନେକ ଦର୍ଶକ ରହିଛନ୍ତି ଯେଉଁମାନେ ଧାରାବାହିକ ଦେଖିବା ପାଇଁ ଏକ ଉତ୍ସୁକତା ର ସହ ଅନାଇ ବସିଥାନ୍ତି। ତେବେ ଦର୍ଶକ ବନ୍ଧୁ ଆପଣମାନେ ବି ଯଦି ଏହି ଧାରାବାହିକ ଦେଖିବା ପାଇଁ ରୁଚି ରଖୁଥିବେ ତେବେ ନିଶ୍ଚିତ ଜାଣିଥିବେ ଯେ ଏଥିରେ କଣ ମଜା ରହିଛି।ଏହା କିପରି ମନୋରଂଜନ ର ସୁରାକ ଯୋଗାଇ ଥାଏ ତାହା ମଧ୍ୟ ଆପଣ ଜାଣି ପାରୁଥିବେ। ଓଡ଼ିଶାରେ ଧାରାବାହିକ ଜଗତରେ ଏକ ବିରାଟ ମାହଲ ରହିଛି। ତେବେ ଅନେକ ଟିଭି ଚ୍ୟାନେଲ ମାନଙ୍କରେ ଏକାଧିକ ଧାରାବାହିକ କୁ ଆପଣ ପ୍ରତିଦିନ ଦେଖିବାକୁ ପାଉଥିବେ।

ତେବେ ଓଡିଶାର ଲୋକପ୍ରିୟ ଟିଭି ଚ୍ୟାନେଲ ମାନଙ୍କରେ ପ୍ରସାରିତ ହେଉଥିବା ଅନେକ ଲୋକପ୍ରିୟ ଧାରାବାହିକ ମାନଙ୍କ ମଧ୍ୟରୁ ନୁଆବୋହୂ ସିରିଏଲ ଅନ୍ୟତମ।ଏହା ଏକ ଭିନ୍ନ ସ୍ୱାଦର ଧାରାବାହିକ ଅଟେ। ଓଡିଶାର ଅଗଣିତ ଦର୍ଶକ ଏହି ସିରିଏଲ ଦେଖିବାକୁ ପସନ୍ଦ କରିଥାନ୍ତି। ଆପଣ ତ ନୁଆବୋହୁ ଧାରାବାହିକ ନିଶ୍ଚିତ ଦେଖୁଥିବେ। ଏହି ଧାରାବାହିକ ରେ ଅଭିନୟ କରୁଥିବା କଳାକାର ମାନେ ବେଶ୍ ଆକର୍ଷଣୀୟ ଅଭିନୟ କରିଥାନ୍ତି। ଯାହା ଦ୍ଵାରା ଏହି ଧାରାବାହିକ ଅଧିକ ମନୋରଂଜନ ପୂର୍ଣ୍ଣ ହୋଇ ପାରିଛି। ଉକ୍ତ ଧାରାବାହିକ ରେ ଅଭିନୟ କରୁଥିବା କଳାକାର ମାନେ ବେଶ୍ ଜୀବନ୍ତ ଅଭିନୟ କରିଥାନ୍ତି ଏବଂ ଧାରାବାହିକ ର କାହାଣୀ କୁ ସୁନ୍ଦର୍ ଭାବରେ ଦର୍ଶକଙ୍କ ପାଖରେ ଉପସ୍ଥାପନା କରୁଥିବାର ନଜର ରହିଛି।

ତେବେ ଏହି ସିରିଏଲ ରେ ଅଭିନୟ କରୁଥିବା କଳାକାର ମାନେ ତାଙ୍କର ମନୋଲୋଭା ଅଭିନୟ ସାଙ୍ଗକୁ ପରସ୍ପର ମଧ୍ୟରେ ଥିବା ସେମାନଙ୍କର ବଣ୍ଡିଂ ପାଇଁ ଅଧିକ ସୁନ୍ଦର୍ ଭାବରେ ଏହି ସିରିଏଲ କୁ ଉପସ୍ଥାପନା କରି ପାରିଥାନ୍ତି। ତେବେ ଏହି ଧାରାବାହିକ ର କାହାଣୀ ସଂରଚନା ଏବଂ ନିର୍ଦ୍ଦେଶନା ମଧ୍ୟ ବେଶ୍ ପ୍ରଶଂସନୀୟ ଅଟେ। ତେବେ ଏବେ ଏହି ଧାରାବାହିକରେ ଅଭିନୟ କରୁଥିବା କଳାକାର ମାନଂକର ରିଅଲ ଲାଇଫ ର ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଯେ ଏହି କଳାକାର ମାନେ କିପରି ଭାବରେ ରିଅଲ ଲାଇଫ ରେ ଦେଖା ଯାଆନ୍ତି। ଆପଣ ଥରେ ଏହି ଭିଡ଼ିଓ କୁ ଦେଖିଲେ ଏହା ଅନୁମାନ କରି ପାରିବେ ନିଶ୍ଚିତ ଭାବରେ।

ତେବେ ଏହି ଧାରାବାହିକରେ ଅଭିନୟ କରୁଥିବା କଳାକାର ମାନଙ୍କ ର ଲୁକିଂ ରିଲ ଲାଇଫ ଏବଂ ରିଅଲ ଲାଇଫ ରେ ସମାନ ରହିଛି କି ସାମଞ୍ଜସ୍ୟ ରହିଛି ତାହା ଆପଣ ଜାଣି ପାରିବେ ଏହି ଭିଡିଓ ରେ ସେମାନଙ୍କ ଫଟୋ ଦେଖିବା ପରେ। ସମସ୍ତ କଳାକାର ମାନଙ୍କର ଫଟୋ ଆପଣ ଏହି ଭିଡିଓ ରେ ଦେଖି ପାରିବେ ଏବଂ ଜାଣି ପାରିବେ ଯେ ସେମାନେ କିପରି ଭାବରେ ରିଅଲ ଲାଇଫ ରେ ନିଜର ବେଶଭୂଷା କୁ ରଖିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।