ଦେଖନ୍ତୁ କେମିତି ଯୁବତୀ ଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଓଡ଼ିଆ ଯବାନ, ଭିଡ଼ିଓ ଦେଖିଲେ ଦେହ ଶିତେଇ ଯିବ…ଦେଖନ୍ତୁ ଭିଡ଼ିଓ

0

ଆମେ ଯେଉଁ ମାନଙ୍କ ପାଇଁ ଘରେ ନିର୍ଭୟରେ ଶାନ୍ତିରେ ଶୋଇ ପାରୁଛୁ। ସେ ଆଉ କେହି ନୁହନ୍ତି, ଆମର ଆର୍ମି ଯବାନ ସେମନେ ନିଜର ଘର ପରିବାରକୁ ପଛରେ ପକାଇ ସମସ୍ତଙ୍କ ସେବା କରିବା କରିବା ପାଇଁ ସୁରକ୍ଷା ଦେଇଥାନ୍ତି। ଶତ୍ରୁର ଗୁଳିକୁ ନିଜ ଛାତିରେ ନେଇଥାନ୍ତି। ଆମେ ସମସ୍ତେ ଘରେ ସେମାନଙ୍କ ପାଇଁ ହିଁ ଘରେ ସୁରକ୍ଷାରେ ରହିପାରୁ। ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ ଅନେକ ସମୟରେ ଯବାନ ମାନେ ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ଜୀବନକୁ ରକ୍ଷା କରିଥାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଠିକ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖିଲା ପରେ ଆପଣମାନଙ୍କ ମୁଣ୍ଡ ନିଶ୍ଚିତ ଭାବରେ ଉପରକୁ ହେଇଯିବ। ଓ ସେମାନଙ୍କୁ ସେଲୁଟ କରିବା ପାଇଁ ଇଚ୍ଛା ହେବ। ତେବେ ଘଟଣାଟି ହେଉଛି, ଆମ ଯବାନ ଆତ୍ମହତ୍ୟା କରିଥିବା, ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ତେବେ ଆପଣ ମାନଙ୍କୁ କଥାଟି ଶୁଣିବା ପାଇଁ ଯେତିକି, ସହଜ ଲାଗୁଚି ବାସ୍ତବରେ ଆପଣ ମାନେ ପୂରା ଘୋଟଣା ଜାଣିବା ପରେ ନିଶ୍ଚିତ ଭାବରେ ଯବାନଙ୍କୁ ସେଲୁଟ କରିବା ପାଇଁ ଇଚ୍ଛା ହେବ, ତେବେ ଆସନ୍ତୁ ପୂରା ଘଟଣାଟିକୁ ଜାଣିବା;

ବନ୍ଧୁଗଣ, ପୁରା ଘଟଣା ଏପରି ଥିଲା ଯେ ଜଣେ ଯୁବତୀ ରେଳ ଧାରଣାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଏହା ପରେ ପୁରା ଷ୍ଟେସନରେ ଉତ୍ତେଜନା ଦେଖାଦେଇଥିଲା। ଲୋକ ମାନେ ଖବର ଦେଇଥିଲେ, ଯେ ଜଣେ ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଛି। ଉପର ଅଧିକାରୀ ଷ୍ଟେସନ ଯାଞ୍ଚ କରି ଭିତରକୁ ଛାଡୁଥିବା, ଯବାନକୁ ଖବର ଦେଇଥିଲେ। ଯୁବତୀ ଜଣଙ୍କୁ ଉଦ୍ଧାର କରିବା ପାଇଁ, ଏହାପରେ ଆରମ୍ବ କରିଥିଲେ ସେମାନଙ୍କ ଅପରେସନ। ସୂଚନା ଅନୁସାରେ ଟ୍ରେନ ଚଳାଉଥିବା ଅପରେଟର ହଠାତ ଯୁବତୀଙ୍କୁ ରେଳ ଧାରଣାରେ ଦେଖି ଏମରଜେନ୍ସି ବ୍ରେକ ମାରିଥିଲେ। ଏହାପରେ ଟ୍ରେନ ଅଟକି ଯାଇଥିଲା, ଯୁବତୀଙ୍କୁ ଆଘାତ ଲାଗିଥିଲା, ତାଙ୍କର ଗୋଡ଼ ପୂରା ଭାଙ୍ଗି ଯାଇଥିଲା।

ତେବେ ୩/୪ ଜଣ ଯବାନ ମଧ୍ୟରୁ ଆମ ଓଡ଼ିଆ ଯବାନ ନବ କିସର ଯୁବତୀଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ତାଙ୍କ ଦେହରେ କପଡା ନଥିଲା, ଟ୍ରେନ ଧକ୍କାରେ କପଡା ଛିଣ୍ଡି ଉଲଗ୍ନ ହୋଇ ଯାଇଥିଲା। ଏହା ପରେ ଆମ ଓଡ଼ିଆ ଯବାନ ସଂଗେ ସଂଗେ ନିଜ ବରଦି ବାହାର କରି ଘୋଡାଇ ଦେଇଥିଲେ। ଏବଂ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ତେବେ ଏଭଳି ସାହାସିକତା ଏବଂ ମାନବିକତା ପାଇଁ ଦିଲ୍ଲୀ ସରକାର ଚାରି ଜଣ ଯବାନ ସମେତ ରାଜ କିସର ପୁରସ୍କାର ପ୍ରଦାନ କରିଛନ୍ତି। ତେବେ ଏପଟେ ସୋସିଆଲ ମିଡିଆରେ ଏଭଳି ଭିଡ଼ିଓ ଖୁବ ଜୋରରେ ଭାଇରାଲ ହେଉଛି। ପ୍ରତ୍ୟେକ ଲୋକ ଏଭଳି କାମ ପାଇଁ ସେମାନଙ୍କୁ ପ୍ରଶଂସା କରିଛନ୍ତି। ଆମେ ମଧ୍ୟ ଆମର ଓଡ଼ିଆ ପୁଅ ପାଇଁ ଆମେ ଗର୍ବିତ ଅଟୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।