ଦେଖନ୍ତୁ କେଉଁ ଅଭିନେତ୍ରୀଙ୍କୁ ବିବାହ କଲେ ଲୋକପ୍ରିୟ ଓଡିଆ କମେଡିଆନ ଗୁଡୁ

0

ସାଧାରଣତଃ ସେଲିବ୍ରେଟି ସେମାନଙ୍କ ଦୈନ୍ୟ ଦିନ ଜୀବନର ରହଣି ସହଣୀ ଜଣେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ। ଏହି ସେଲିବ୍ରେତିମାନଙ୍କ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରିଥାନ୍ତି। ସେମାନେ ନିଜକୁ ସୁନ୍ଦର ଭାବରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି, କାରଣ ସେମାନଙ୍କ ଠାରୁ ଆଜିର ଯୁବ ପୀଢ଼ି ମାନେ ଅଭିପ୍ରେରିତ ହୋଇଥାନ୍ତି। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି , କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ।

ତେବେ ଦର୍ଶକବନ୍ଧୁ ଆଜି ଆମେ ଆପଣଂକୁ ଏମିତି ଏକ କଳାକାରଙ୍କ ବିବାହ ବିଷୟରେ କହିବାକୁ ଯାଉଛୁ, ତେବେ ସେ ଆଉ କେହି ନୁହନ୍ତି, ଆମ ସମସ୍ତଙ୍କର ଅତି ପ୍ରିୟର ହାସ୍ୟ ଅଭିନେତା ଗୁଡୁଙ୍କର ଲକଡାଉନରେ ବିବାହ ହୋଇଥିବା ଖବର ଯାହାକି ବତ୍ତମାନ ସୋସିଆଲ ମିଡ଼ିଆରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ହାସ୍ୟ ଅଭିନେତାଙ୍କ ର ଲକଡାଉନ ରେ ବିବାହ କରିଥିବା ଖବର ଟି କେତେ ଦୂର ସତ୍ୟ ତାହା ଆଜି ଆମେ ଆପଣ ମାନଙ୍କ ଜଣେଇବୁ;

ଘଟଣାଟି ହେଉଛି, ହାସ୍ୟ ଅଭିନେତା ଗୁଡୁ କିଛି ଦିନ ପୂର୍ବରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ବର ବେଶରେ ଏକ ଫୋଟ ପୋଷ୍ଟ କରିଥିଲେ। ତେବେ ଏହି ଫୋଟୋ କୁ ଦେଖି ତାଙ୍କର ସମସ୍ତ ଫ୍ୟାନ ମାନେ ଭାବିଥିଲେ ଯେ, ଅଭିନେତା ଗୁଡୁଙ୍କର ବିବାହ ହୋଇ ଯାଇଛି ଲକଡାଉନ ରେ ଏମିତି କିଛି ଲୋକ ହାପି ମେରେଡ଼ ଲାଇଫ ଅର୍ଥାତ ବିବାହ ପାଇଁ ସ୍ୱାଗତ ଜଣେଇ ଥିଲେ।

ତେବେ ଏହାର ପ୍ରକୃତ ସତ୍ୟା ସତ୍ୟ ହେଉଛି, ଅଭିନେତା ଗୁଡୁ ସୋସିଆଲ ମିଡିଆରେ ଯେଉଁ ବର ବେଶରେ ଫୋଟୋ ଟିକୁ ପୋଷ୍ଟ କରିଥିଲେ, ଏହି ଫୋଟ ଟି ତାଙ୍କର ଆଗାମୀ ଫିଲ୍ମ ଇଏ ଗୋଟିଏ ଲଭ୍ ଷ୍ଟୋରି , ର ଯାହାକି ତାଙ୍କର ଗୋଟିଏ ଚରିତ୍ର ବର ବେଶର , ତେବେ ଏହି ଫିଲ୍ମ ରେ ତାଙ୍କର ଜବରଦସ୍ତ କମେଡି ଦେଖିବା ପାଇଁ ମିଳିବ, ଯାହାକି ଏହି ଫିଲ୍ମ ଟି ଆଗାମୀ ଦିନରେ ତରଙ୍ଗ ଟିଭି ଚେନାଲ ରେ ଦେଖିବା ପାଇଁ ମିଳିବ। ଏହି ଫିଲ୍ମ ରେ ଗୁଡୁ ଙ୍କ ସହିତ ରାଜ୍ ରାଜେଶ ଙ୍କୁ ଦେଖିବାକୁ ପାଇବେ ଏହା ବ୍ୟତୀତ ଆହୁରି ବଡ ବଡ କଳାକାରଙ୍କୁ ମଧ୍ୟ ଦେଖିବା ପାଇଁ ପାଇବେ, ତେବେ ଏହି ଫିଲ୍ମ ଟି ସମ୍ପୂର୍ଣ୍ଣ କମେଡି ଫିଲ୍ମ ଯାହାକି ଗୁଡୁ ଙ୍କୁ ବର ବେଶରେ ଦେଖିବାକୁ ପାଇବେ। ତେବେ ଆଶା କରୁଛୁ ନିଶ୍ଚିତ ଭାବରେ ଏହି ଫିଲ୍ମ ଟି ହିଟ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।