ଦେଖନ୍ତୁ କୁନି ଝିଅର ଭିଡ଼ିଓ ସାରା ରାଜ୍ୟରେ ହେଉଛି ଭାଇରାଲ୍ କଥା ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ

ଆଜିକାଲିର ଲୋକମାନେ ଶିକ୍ଷା ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି। ପ୍ରତ୍ୟେକ ଲୋକ ସ୍ମାର୍ଟ ମଧ୍ୟ ହେଲେଣି। କିନ୍ତ ଆଜିକାଲିର ଛୋଟ ପିଲାମାନେ ଏତେ ସ୍ମାର୍ଟ ହେଲେଣି, ଯେଉଁ କାମ ବଡ ଲୋକ କରି ପାରୁନାହାନ୍ତି ତାହା ଛୋଟ ପିଲା କରି ଦେଖାଉଛନ୍ତି। ସେମାନଙ୍କର ଟେଲେଣ୍ଟ୍ ଦେଖି ବଡ଼ ବଡ଼ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ତୁଳସୀ ଦୁଇ ପତ୍ରରୁ ବାସିଲା ପରି, ଯେଉଁ ପିଲାଙ୍କ ମଧ୍ୟରେ ଟେଲେଣ୍ଟ୍ ଥାଏ ତାହା ଜଣା ପଡିଯାଇଥାଏ।

ବର୍ତ୍ତମାନ ଇଣ୍ଟରନେଟ ଦୁନିଆରେ ଅନେକ ପିଲା ନିଜର ଟେଲେଣ୍ଟ୍ କୁ ଭିଡ଼ିଓ ବନେଇ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଆମେ ପ୍ରତିଦିନ ସୋସିଆଲ ମିଡିଆରେ ଏହିପରି ଅନେକ ଭିଡ଼ିଓ ଦେଖିବାକୁ ପାଇଥାଉ। ଯାହା ପାଖରେ ଟେଲେଣ୍ଟ୍ ଅଛି ତାକୁ ଲୋକଙ୍କ ସାମନାକୁ ଆଣିବା ପାଇଁ ସୋସିଆଲ ମିଡ଼ିଆ ଏକ ମାଧ୍ୟମ ସାଜିଛି। ପିଲାମାନେ ମଧ୍ୟ ସୋସିଆଲ ମିଡ଼ିଆକୁ ଉପଯୋଗ କରି ନିଜର ପ୍ରତିଭାକୁ ଆହୁରି ଅଧିକ କରିଥାନ୍ତି।

ବର୍ତ୍ତମାନ ସ୍କୁଲ, କଲେଜରେ ପଡୁଥିବା ପିଲାମାନେ ପାଠ ପଢିବା ସହିତ ଅନ୍ୟ କ୍ଷେତ୍ରରେ ରୁଚି ରଖୁଛନ୍ତି। ଯେପରି ନାଚ, ଗୀତ, କ୍ରୀଡା ଭଳି ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ରୁଚି ରଖୁଛନ୍ତି। ଏହା ଦ୍ୱାରା ସେମାନେ ଆଗକୁ ଯିବାରେ ସକ୍ଷମ ହୋଇପାରିଛନ୍ତି। ଏବଂ ନିଜ ପ୍ରତିଭା ବଳରେ ଦେଶ ପାଇଁ ଗୌରବ ଆଣୁଛନ୍ତି।

ବର୍ତ୍ତମାନର ପିତାମାତା ନିଜର ପିଲାଙ୍କ ପ୍ରତି ଭାରି ଯତ୍ନବାନ, ପାଠ ପଢା ବ୍ୟତୀତ ଯାହାର ଯେଉଁ କାର୍ଯ୍ୟରେ ରୁଚି ସେମାନେ ସେହି କାର୍ଯ୍ୟ କରିବା ପାଇଁ ପ୍ରେରଣା ଉତ୍ସାହିତ କରୁଛନ୍ତି। ଏହା ମାଧ୍ୟମରେ ନିଜର ପ୍ରତିଭାକୁ ଅନ୍ୟମାନଙ୍କ ସମୁଖକୁ ଆସିବ। ଅନେକ ପିଲା ନାଚ, ଗୀତ, ଭାଷଣ ଭଳି ଟେଲେଣ୍ଟ୍ ମାଧ୍ୟମରେ ଆଗକୁ ବଢ଼ୁଛନ୍ତି। ତେବେ ଏହି ଛୋଟ ପିଲାଟିର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି।

ତେବେ ଆଜି ଆମେ ଏମିତି ଏକ ପିଲା ବିଷୟରେ କହିବୁ ଯିଏକି ନିଜ ଟେଲେଣ୍ଟ୍ ମାଧ୍ୟମରେ ଆମ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସେହି କୁନି ପିଲାଟିର ନାମ ପ୍ରତୀକ୍ଷା ସ୍ୱାଇଁ। ସେ ଅତି ସୁନ୍ଦର ଭାବରେ ଆମ ଦେଶର ସ୍ଵାଧିନତା ଓ ତାର ଦକ୍ଷତା ସମ୍ପର୍କରେ ଭଖାଣି ଚାଲିଛି। ଆମ ଦେଶ ସ୍ଵାଧିନତା ଠାରୁ ଆଜିର ଅଗ୍ରଗତି ପର୍ଯ୍ୟନ୍ତ ଘଟିଥବା ସମସ୍ତ ଘଟଣାକୁ ବୁଝେଇ କହିଛନ୍ତି।

ଏତେ କମ ବୟସରୁ ଏତେ ସବୁ କଥା ମନେ ରଖି ତାକୁ ଅନ୍ୟ ମାନଙ୍କ ସମୂଖରେ କହିବା ବାସ୍ତବରେ କଷ୍ଟକର ବ୍ୟାପାର ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଛି। ଲୋକ ମାନେ ଏହି ଭିଡ଼ିଓ ଟିକୁ ବହୁ ମାତ୍ରାରେ ସେୟାର କରୁଛନ୍ତି। ଆମ ମାନଙ୍କର ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ସେ ଆହୁରି ଆଗକୁ ଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment