ଦେଖନ୍ତୁ କୁନି ପୁଅ ସହ ଅଭିନେତା Deepak ଙ୍କ ଜବରଦସ୍ତ ମସ୍ତି…. ଭିଡ଼ିଓ ଭାଇରାଲ…

0

ବନ୍ଧୁଗଣ ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି। ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି। ତେବେ ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି।

ଯଦି ଆମେ ଓଡ଼ିଶାର ସିନେ ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ତେବେ ଫିଲ୍ମ୍ ଇଣ୍ଡଷ୍ଟ୍ରିର ପ୍ରଭାବ ଦର୍ଶକ ମାନଙ୍କ ପାଇଁ ଟିକେ ଅଧିକ ରହିଥାଏ। ସିନେ ଜଗତର କଳାକାର ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।

ସିନେମା ଦୁନିଆର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତା ଦୀପକ କୁମାର ବାରିକ ଅନ୍ୟତମ।ସେ ଅନେକ ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ପରିଚିତ।ସେ ଦର୍ଶକ ଏବଂ ପ୍ରସଂଶକ ମାନଙ୍କ ଉପରେ ତାଙ୍କର ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛନ୍ତି। ତେବେ ଏହି ଅଭିନେତା ଜଣଙ୍କ ବିବାହ କରି ସାରିଛନ୍ତି।କିଛି ସମୟରେ ତାଙ୍କ ପରିବାର ସହିତ କିଛି ସୁନ୍ଦର୍ ମୁହୂର୍ତ୍ତକୁ ସେ ସେୟାର କରିଥାନ୍ତି। ସେହିପରି ଏବେ ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଏବେ ସେୟାର ହେବାରେ ଲାଗିଛି।

ତେବେ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଅଭିନେତା ଦୀପକ ତାଙ୍କ କୁନି ପୁଅ ସହିତ କିପରି ଖେଳୁଛନ୍ତି। ଦୀପକ ବେଡ୍ ରେ ଶୋଇଥିବା ବେଳେ ତାଙ୍କ ପୁଅ ତାଙ୍କ ଉପରେ ଶୋଇଛି ଏବଂ ଖେଳୁଛି। ପୁଅ ସହିତ ଦୀପକ ବହୁତ୍ ମଜା କରୁଛନ୍ତି। ସେହିପରି ଦୀପକଙ୍କ ପତ୍ନୀ ମଧ୍ଯ ପୁଅକୁ ଶୁଆଇ ଦେଉଥିବାର ଦୃଶ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳିଛି।ଏହି ସୁନ୍ଦର୍ ଦୃଶ୍ୟ ସମସ୍ତଙ୍କୁ ଖୁସି କରିଛି। ତେବେ ଆପଣ ଯଦି ଏହି ଭିଡିଓ ଦେଖି ନାହାଁନ୍ତି ତେବେ ଏହି ଭିଡିଓ କୁ ଦେଖନ୍ତୁ। ଯାହାକୁ ଦେଖିଲେ ଆପଣ ବି ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।