ଦେଖନ୍ତୁ ଲୋମଟାଙ୍କୁରା Live ଭିଡିଓ – କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ଗୁଳିକରି ହତ୍ୟା, ତା’ପରେ କ’ଣ ହେଲା ନିଜେ ନ ଦେଖିଲେ ବିଶ୍ୱାସ କରିବେନି…

0

ବନ୍ଧୁଗଣ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। ଆଜିର ସମାଜରେ କ୍ରାଇମ୍ ଯେଉଁ ଅନୁସାରେ ବଢୁଛି ତାର ଚିତ୍ର ସମସ୍ତଙ୍କୁ ଭୟଭୀତ କରି ଦେଉଛି।ଆଉ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ।ଲୋକେ ବଞ୍ଚିବା ପାଇଁ ନିଜର ଜୀବନକୁ ଅତିବାହିତ କରିବା ପାଇଁ ଅନେକ ପ୍ରକାର ରାସ୍ତା ଆପଣେଇ ଥାଆନ୍ତି। ଆଉ ଏହାକୁ ନେଇ ଦିନକୁ ଦିନ ଯେଉଁ ଭଳି ଭାବରେ ଲଜ୍ୟାକର ଏବଂ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି।

ଯାହାକୁ ଦେଖି ଭବିଷ୍ୟତ ର ଯୁବପିଢି ମାନେ ଭୁଲ୍ ମାର୍ଗରେ ଏହା ଦ୍ବାରା ପରିଚାଳିତ ହେଉଛନ୍ତି। ହତ୍ୟା, ଲୁଟ୍, ବଳାତ୍କାର, ଅପବ୍ୟବହାର ଭଳି ନିନ୍ଦନୀୟ ଘଟଣା ବଢ଼ିବାରେ ଲାଗିଛି।ଆଜିକାଲି ଦୁନିଆରେ ନିନ୍ଦନୀୟ ଏବଂ ଲଜ୍ୟା ଜନକ ଘଟଣା ମାନର ଭିଡିଓ ଅଧିକ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳୁଛି। ପୁଣି ସାମ୍ନାକୁ ଆସିଛି ସେହିଭଳି ଏକ ଭିଡିଓ ଯାହା ଦେଖିଲେ ଆପଣ ବି ଭୟଭୀତ ହୋଇଯିବେ। କଲେଜ୍ ସାମ୍ନାରେ କିଭଳି ଭାବରେ ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି ତାହା ଏଠାରେ ଦେଖିବାକୁ ମିଳିଛି।ଏହି ଗୁଳିରେ ଜୀବନ ହରାଇ ଥିବା ଛାତ୍ରୀଙ୍କ ନାମ ନିକିତା ତୋମାର।

ଏକ ଯୁବକ ଜଣଙ୍କ ଯୁବତୀଙ୍କୁ କାର୍ ରେ ବସାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କୁ ଗୁଳି କରିଥିବା ସେଠାରେ ଥିବା ସି ସି ଟିଭି କ୍ୟାମେରା ରେ ରେକର୍ଡ ହୋଇଛି।ଏହି ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଏକ ଭୟ ଖେଲେଇବା ସହ ହଇଚଇ ସୃଷ୍ଟି କରିଛି। ତେବେ ମିଳିଥିବା ସୂଚନା ଅନୁସାରେ ହରିଆଣା ର ଫରିଦାବାଦ ଜିଲ୍ଲା ବଲଭଗଡରେ ଘଟିଛି ଏହି ଭଳି ଏକ ଭୟାନକ ଘଟଣା।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ସହିତ ସାରା ଦେଶରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି।ଏହି ଭିଡିଓ କୁ ଦେଖିବା ପରେ ଭୟଭୀତ ଲାଗିବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅପରାହ୍ନ ପ୍ରାୟ ୪.୩୦ ରେ ଏହି ଘଟଣାଟି ଘଟିଛି।

ତେବେ ମୃତ ଛାତ୍ରୀ ଜଣଙ୍କ ସୋମବାର ଦିନ ପରୀକ୍ଷା ଦେବା ପାଇଁ କଲେଜ୍ ଯାଇଥିବା ବେଳେ ସେ କଲେଜ୍ ରୁ ଫେରିବା ସମୟରେ କଲେଜ୍ ବାହାରେ ତାଙ୍କ ସହ ଏଭଳି ଘଟଣା ଘଟିଛି। ତେବେ ଅଭିଯୁକ୍ତ ତୋଷିଫ୍ ଏବଂ ରେହାନ୍ ପୂର୍ବରୁ ପ୍ରସ୍ତୁତ ହୋଇ ସେଠାରେ ରହିଥିଲେ।ତେବେ ଯାହା ଜଣା ପଡିଛି ନିକିତା ଏବଂ ତୋଷିଫ ପରସ୍ପରକୁ ପୂର୍ବରୁ ଜାଣିଥିଲେ ଏବଂ ୨୦୧୮ ମସିହାରେ ତୋଷିଫ, ନିକିତାକୁ ଅପହରଣ କରିଥିଲା ଏବଂ ପରେ ଏହାର ଆପୋଷ ବୁଝାମଣା ମଧ୍ୟ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।