ଦେଖନ୍ତୁ Live ଭିଡିଓ – ହଠାତ୍ ରାତି ୨ଟା ରେ ଏଭଳି ଅବସ୍ଥାରେ ଭିଡିଓ କରି କହିଲେ ଏମିତି କଥା ଶୁଣିଲେ…

0

ସଂସ୍କୃତିର ରାଜ୍ୟ ଓଡ଼ିଶାରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟତା ଖୁବ୍ ଅଧିକ। ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଓଡ଼ିଆ ମାନଙ୍କର ଏକ ବିଶେଷ ଆଗ୍ରହ ବହୁ ପୂର୍ବରୁ ରହି ଆସିଛି।ଆଉ ସେହି କ୍ରମରେ କିଛି ଅଭିନେତା ଓ ଅଭିନେତ୍ରୀ ପ୍ରତି ଲୋକଙ୍କ ଭଲପାଇବା ମଧ୍ୟ ଅଧିକ ରହିଛି। ସେମାନଙ୍କ ମଧ୍ୟରୁ ଚର୍ଚ୍ଚିତ ଏବଂ ଅଧିକ ଜଣାଶୁଣା ଅଭିନେତ୍ରୀ ହେଲେ ଏଭର୍ ଗ୍ରୀନ ଅର୍ଚ୍ଚିତା ସାହୁ।

ତାଙ୍କୁ କିଏ ବା ନଜାଣେ। ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ସେ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ତେବେ ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ।ଓଲିଉଡ ର ସୁଇଟ ଆଣ୍ଡ ହଟ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ନାୟିକା ହେଉଛନ୍ତି ଅର୍ଚ୍ଚିତା ସାହୁ।ତେବେ ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।

ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ କିଏ ବା ତାଙ୍କୁ ଭଲ ନପାଏ। ସମସ୍ତେ ତାଙ୍କ ପାଇଁ ଦିୱାନା ଅଟନ୍ତି। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।

ତେବେ ଅର୍ଚ୍ଚିତା ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି।ସେ କିଛିଦିନ ଧରି କରନା ମହାମାରୀ କାରଣରୁ ସମସ୍ତଙ୍କ ଭଳି ଫିଲ୍ମ୍ ଦୁନିଆରୁ ଟିକେ ଦୂରରେ ରହିଥିଲେ। କିନ୍ତୁ କଟକଣା କୋହଳ ହେବା ମାତ୍ରେ ସେ ପୁଣି ଫିଲ୍ମ୍ ଦୁନିଆରେ ନିଜକୁ ନିୟୋଜିତ କରି ଏବେ ସେ ବହୁତ ଚର୍ଚ୍ଚାରେ ରହିଛନ୍ତି।

ସେ କିଛି ମାସ ଭିତରେ ଅନେକ ଥର ଲାଇଭ ଭିଡିଓ ଜରିଆରେ ଦର୍ଶକ, ପ୍ରଶଂସକ ଙ୍କ ନିକଟତର ହୋଇଛନ୍ତି। କେତେବେଳେ ସେ ତାଙ୍କ ଫିଲ୍ମ୍ ର ପ୍ରୋମସନ ପାଇଁ ତ କେତେବେଳେ ଦର୍ଶକଙ୍କ ହାଲଚାଲ ଜାଣିବା ପାଇଁ ପୁଣି କେତେବେଳେ ତାଙ୍କର ପ୍ରଶଂସକ ଙ୍କୁ କିଛି କଥା ସେୟାର କରିବାକୁ ଓ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି।

ସେହିପରି ଏବେ ସେ ପୁଣି ଥରେ ସୁଟିଂ ସେଟ୍ ରୁ ବିଳମ୍ବିତ ରାତ୍ରୀରେ ଲାଇଭ ଭିଡିଓ କରି ତାଙ୍କ ପ୍ରଶଂସକ ଏବଂ ଓଡ଼ିଆ ଦର୍ଶକ ମାନଙ୍କ ପାଇଁ କିଛି ବାର୍ତ୍ତା ରଖିଛନ୍ତି। ନଭେମ୍ବର ମାସରେ ତାଙ୍କର ଆଗାମୀ ଫିଲ୍ମ୍ ସୁଜାତା ସେନାପତି ଆସିବାକୁ ଯାଉଛି ସେ ବିଷୟରେ ସେ ଦର୍ଶକ ମାନଙ୍କୁ କହିଛନ୍ତି।ଏହି ଫିଲ୍ମ୍ ରେ ସୁଜାତା ଭୂମିକାରେ ସେ ଅଭିନୟ କରିଥିବା ବେଳେ ଏହି ବେଶରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।