ଦେଖନ୍ତୁ Live ଭିଡ଼ିଓ : ଜ୍ୟାଙ୍କଲିନ୍ ଙ୍କ ପରେ ସୋମାଲିନ୍ କାହାକୁ କରିବେ ବିବାହ, ରାଗିକି ଏମିତି କାହିଁକି କହିଲେ ଅଭିନେତ୍ରୀ ସୋମାଲିନ…

0

ବନ୍ଧୁଗଣ ଆପଣ ଜାଣିଛନ୍ତି ସେଲିବ୍ରିଟି ମାନେ କିପରି ଅନେକ ସମୟରେ ତାଙ୍କର ପ୍ରସଂଶକ ମାନଙ୍କ ପାଇଁ ଅନେକ କିଛି ବାର୍ତ୍ତା ଦେଇଥାନ୍ତି ଏବଂ ଲାଇଭ ଭିଡିଓ ଆସି ମଧ୍ୟ ସେମାନଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି। ଆଉ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ଏବଂ ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ମଧ୍ୟ ଦେଇଥାନ୍ତି। ଅନେକ ଏମିତି କଳାକାର ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା, ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ଜାଙ୍କଲୀନ ପରିଡ଼ା ଅନ୍ୟତମ।

ସେ ଏବଂ ତାଙ୍କ ଭଉଣୀ ଉଭୟ ଅଭିନୟ ଜଗତରେ ଏକ ଜଣାଶୁଣା ଚେହେରା ଅଟନ୍ତି।ସେମାନେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ। ଉଭୟ ଭଉଣୀ ଦେଖିବା ପାଇଁ ଯେମିତି ସୁନ୍ଦର୍ ତାଙ୍କର ଅଭିନୟ ମଧ୍ୟ ସେମିତି ଚମତ୍କାର। ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ଟେଲି ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣାଶୁଣା ଅଭିନେତ୍ରୀ ଭାବରେ ଜାଙ୍କଲିନ ପରିଡ଼ା ଏବଂ ତାଙ୍କ ଭଉଣୀ ସୋମାଲିନ ପରିଡା ବେଶ୍ ପରିଚିତ। ଏହା ବି ଜାଣିଥିବେ ଯେ ବଡ ଭଉଣୀ ଜାଙ୍କଳିନ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।ସେ ତାଙ୍କର ପୁରୁଷ ବନ୍ଧୁ ଅରବିନ୍ଦ ଙ୍କୁ ବିବାହ କରିଛନ୍ତି।

ସେମାନେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବାର ଦେଖିବକୁ ମିଳୁଛି। ତେବେ ବିବାହ ପୂର୍ବରୁ ଏବଂ ବିବାହ ପରେ ସେ ତାଙ୍କର ଅନେକ ଫଟୋ, ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରୁ ଥିବାର ଦେଖିବାକୁ ମିଳୁଛି।ଉଭୟ ଏକ ସୁନ୍ଦର ଯୋଡ଼ି ଭାବରେ ସବୁବେଲେ ଦର୍ଶକଙ୍କ ସାମ୍ନାକୁ ଆସିଥାନ୍ତି। ଆପଣ ତ ସେମାନଙ୍କର ଅନେକ ଭିଡିଓ ଦେଖିଥିବେ। କିପରି ଖୁସି ମଜାରେ ସେମାନେ ସମୟ ଅତିବାହିତ କରନ୍ତି। ସେହିପରି ଉଭୟ ଭଉଣୀ ମଧ୍ୟ ଅନେକ ସମୟରେ ସୋସିଆଲ ମିଡିଆରେ ଲାଇଭ ଆସି ଦର୍ଶକ ମାନଙ୍କର ନିକଟତର ହୋଇଥାନ୍ତି। ଯେମିତି ଏବେ ଏକ ଭିଡିଓ ସେମାନଙ୍କର ସାମ୍ନାକୁ ଆସିଛି।

ଯେଉଁଥିରେ ଦୁଇ ଭଉଣୀ ଲାଇଭ ଆସି ତାଙ୍କର ଫ୍ୟାନ୍ ମାନଙ୍କ ସହ କଥା ହେଉଛନ୍ତି ଏବଂ ଅନେକ ମଜା ମସ୍ତି ମଧ୍ୟ କରୁଛନ୍ତି। ସୋମାଳିନ ଙ୍କ ସୁନ୍ଦରତା କୁ ତାଙ୍କ ଫ୍ୟାନ ମାନେ ପ୍ରଶଂସା କରୁଛନ୍ତି ଏବଂ ଏହାର କାରଣ ମଧ୍ୟ ପଚାରୁଛନ୍ତି। ତାଙ୍କ ବଡ ଭଉଣୀ ଜାଙ୍କଳିନ ଙ୍କୁ ମଧ୍ୟ କେହି ଜଣେ ସୁନ୍ଦର୍ ଦେଖାଯାଉଛନ୍ତି
ବୋଲି କହୁଛନ୍ତି।ଆଉ ଏହାପରେ ସୋମାଲିନ ମଜାରେ କହୁଛନ୍ତି ଯେ ସେ ବିବାହ କରି ସାରିଛି ଟିକେ ସରମ କର।ଏହି ଭଳି ଅନେକ କଥାକୁ ନେଇ ସେମାନେ ଦୁଇଜଣ ତାଙ୍କ ପ୍ରସଂଶକ ଏବଂ ସାଙ୍ଗ ସାଥିଙ୍କ ସହ ଖୁବ୍ ମଜା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।