ଦେଖନ୍ତୁ Live ଭିଡିଓ କରି ରାଣୀ ପଣ୍ଡା ଦେଖାଇଲେ ବେଡ୍ ରୁମ୍ ର ଏହି ଦୃଶ୍ୟ ଆଉ କହିଲେ ଏମିତି କଥା….ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ବର୍ତ୍ତମାନ ଯାତ୍ରା ଜଗତର ସେହି ଚର୍ଚ୍ଚିତ ବିବାଦୀୟ ଚେହେରା ଅଭିନେତ୍ରୀ ରାଣୀ ପଣ୍ଡା ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ତାଙ୍କର କଥା ବାର୍ତ୍ତା ଏବଂ ବୟାନ ବାଜି ଏବଂ କିଛି ପଦକ୍ଷେପ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। କିଛି ନା କିଛି କାରଣକୁ ନେଇ ସେ ମିଡ଼ିଆ ସମ୍ମୁଖକୁ ଆସିଥାନ୍ତି ଏବଂ ତାଙ୍କର ବାଇଟ ମଧ୍ୟ ଦେଇଥାନ୍ତି। ଯାହା ସମସ୍ତଙ୍କୁ ଚକିତ ମଧ୍ୟ ଅନେକାଂଶରେ କରିଥାଏ।ତେବେ କହିବାକୁ ଗଲେ ଯାତ୍ରା ଜଗତର ରାଣୀ ଭାବରେ ଜଣାଶୁଣା ରାଣୀ ପଣ୍ଡା ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଭାବେ ଦର୍ଶକ ମହଲରେ ଏବେ ବେଶ୍ ଆଦୃତି ହାସଲ କରିଛନ୍ତି।

ତେବେ ଦର୍ଶକ ମାନେ କେବଳ ତାଙ୍କୁ ରାନୀ ପଣ୍ଡା ନାମରେ ନୁହେଁ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ନାମରେ ଭଲ ଭାବରେ ଜାଣନ୍ତି। କାରଣ ଅନେକ ଘଟଣା ସମ୍ପର୍କରେ ନିଜର ବିବାଦୀୟ ମନ୍ତବ୍ୟ ଦେଇ ସେ କିଛି ମାସ ହେବ ସର୍ବଦା ଚର୍ଚ୍ଚାର ପରିସରକୁ ଆସିଛନ୍ତି।ପୁଣି ଅନେକ ସମୟରେ ଭିଡିଓ ଜରିଆରେ ତାଙ୍କର ଅନେକ ମନ୍ତବ୍ୟ ଏବଂ କାର୍ଯ୍ୟ କଲାପ ମଧ୍ୟ ସାମ୍ନାକୁ ଆସିଥାଏ। ଯାହାବି ହେଉ ଚର୍ଚ୍ଚିତ ଅଭିନେତ୍ରୀ ଭାବରେ ରାନୀ ପଣ୍ଡା ବେଶ୍ ଜଣାଶୁଣା।ତାଙ୍କର କଥା ବାର୍ତ୍ତା ଏବଂ ବୟାନ ବାଜି ଏବଂ କିଛି ପଦକ୍ଷେପ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି।

ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀରେ ବେଣୁ ମଉସାଙ୍କ ପାଇଁ ତାଙ୍କର ପ୍ରଚାର ସମୟରେ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ତେବେ ତା ପରଠାରୁ ତାଙ୍କର ଆଉ କୌଣସି ଖବର ସାମ୍ନାକୁ ଆସି ନଥିବା ଦେଖିବାକୁ ମିଳିଛି।ଏବେ ତାଙ୍କର ଏକ ଲାଇଭ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ସେ ତାଙ୍କର ଘରର ପରିଷ୍କାର ପରିଚ୍ଛନ୍ନତା କୁ ଦର୍ଶକ ଓ ପ୍ରଶଂସକ ମାନଙ୍କୁ ଦେଖାଉଛନ୍ତି। ବେଡ୍ ରୁମ୍ ପାଖରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ ସେ ଏହି ଭିଡିଓ ରେ ଦେଖାଉଛନ୍ତି। ନିଜ ଘରକୁ ସେ କିପରି ଭାବରେ ସଜେଇ ରଖିଛନ୍ତି ତାହା ସେ ସମସ୍ତଙ୍କୁ ଦେଖାଉଛନ୍ତି। ତାଙ୍କୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନତା ଭଲ ଲାଗେ ବୋଲି ସେ ଏହି ଭିଡିଓ ରେ କହୁଛନ୍ତି।

ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଲାଇଭ ଭିଡିଓ ଆସିଥିବାର ନଜର ରହିଛି। ଅନେକ ପ୍ରସଙ୍ଗ କୁ ନେଇ ଭିନ୍ନ ଭିନ୍ନ ସମୟରେ ସେ ଲାଇଭ ଭିଡିଓ ଜରିଆରେ ସାମ୍ନାକୁ ଆସିଥାନ୍ତି। ଅନେକ ଥର ତାଙ୍କୁ ଟିକ ଟକ ଭିଡ଼ିଓରେ ମଧ୍ୟ ଦେଖିବାକୁ ମିଳିଛି।ସେ ଭିନ୍ନ ଭିନ୍ନ ଗୀତରେ ନୃତ୍ୟ କରିଥିବାର ନଜର ଆସିଛନ୍ତି। ଉଭୟ ଓଡ଼ିଆ ଓ ହିନ୍ଦୀ ଗୀତ ମାଧ୍ୟମରେ ସେ ନୃତ୍ୟ କରିଛନ୍ତି ଏବଂ ସେଥିରେ ସେ ବହୁତ୍ ଆକର୍ଷଣୀୟ ଲାଗୁଛନ୍ତି।ଏହି ଭିଡିଓ ଗୁଡ଼ିକରେ ସୁନ୍ଦର୍ ବେଶଭୂଷା ରେ ନିଜକୁ ସଜେଇ ସେ ତାଙ୍କର ଜବରଦସ୍ତ ଜଲବା ଦେଖାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।