ଦେଖନ୍ତୁ Live ଭିଡ଼ିଓ – ଲୁଚି କରି ମନ୍ଦିରରେ ବିବାହ କରିଲେ ଦୁଇଜଣ ପ୍ରେମୀଯୁଗଳ ତା’ପରେ ଯାହା ହେଲା ସମ୍ପୂର୍ଣ୍ଣ କଥା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଉଠିବେ…

0

ସମାଜରେ ଅନେକ ପ୍ରକାରର ସମ୍ପର୍କ ଦେଖିବାକୁ ମିଳିଥାଏ। କିନ୍ତୁ ସବୁ ସମ୍ପର୍କ ରେ କିଛି ନା କିଛି ନୈତିକତା ରହିଥାଏ ଯାହାକୁ ସମାଜ ସ୍ଵୀକୃତି ଦେଇଥାଏ।କୁହାଯାଏ ପ୍ରେମ ଚିରନ୍ତନ ଏବଂ ବାସ୍ତବ।ଏହା ପ୍ରେମ କରୁଥିବା ଲୋକଙ୍କୁ ଦେଇଥାଏ ଏକ ସୁନ୍ଦର ଅନୁଭବ।ଏହା ଏକ ପବିତ୍ର ସମ୍ପର୍କ ସଦୃଶ। ଯାହା ଦୁଇଟି ହୃଦୟର ମିଳନ ଯୋଗୁଁ ସମ୍ଭବପର ହୋଇଥାଏ। ଯେଉଁ ଥୀରେ ଦୁଇଟି ଶରୀର ଓ ମନ ର ମିଳନ ହୋଇ ଥାଏ। ଏହା ଏକ ସାମାଜିକ ପରମ୍ପରା। ତେବେ ଏହି ପ୍ରେମ ସମ୍ପର୍କରେ ଯେତେବେଳେ ଉତ୍ତମ ବୁଝାମଣା ରହିଥାଏ ସେଥିରେ ସୁନ୍ଦର ଅନୁଭବ ରହିଥାଏ।ପରେ ବିବାହ ପରେ ସେମାନେ ସାତ ଜନ୍ମ ର ସାଥୀ ହୋଇ ଯାଆନ୍ତି।

ତାପରେ ଏମାନେ ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି। ସେମାନଙ୍କ ସଂପର୍କ ସାତ ଜନ୍ମ ର ସମ୍ପର୍କ ବୋଲି କୁହା ଯାଏ। ଦୁନିଆରେ ସବୁଠାରୁ ମୂଲ୍ୟବାନ ଏବଂ ପବିତ୍ର ସମ୍ପର୍କ ହେଉଛି ସ୍ବାମୀ ସ୍ତ୍ରୀ ର ସମ୍ପର୍କ।

ସେମାନେ ଯେତେବେଳେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ସେତେବେଳେ ସେମାନେ ପରସ୍ପର ଙ୍କ ସୁରକ୍ଷା କବଚ ହୋଇ ସମସ୍ତ ସୁଖ ଦୁଃଖ ରେ ସହଭାଗୀ ହୋଇଥାନ୍ତି। ସେଥିପାଇଁ କୁହାଯାଏ ବିବାହ ଜନ୍ମ ଜନ୍ମର ବନ୍ଧନ ଯାହା ସ୍ଵର୍ଗରେ ସ୍ଥିର ହୋଇଥାଏ।ଯାହାକୁ ସେହି ଈଶ୍ୱର ହିଁ ଭାଗ୍ୟରେ ଲେଖି ଦେଇଥାନ୍ତି।ତେବେ ସମୟ ବଦଳିବା ସହ ତା ସହ ତାଳ ଦେଇ ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି।

ସେମାନେ ପ୍ରେମ କରିବା ପରେ ସମାଜ କିମ୍ବା ପରିବାର ତାଙ୍କୁ ସ୍ଵୀକୃତି ନଦେଲେ ସେମାନେ ଲୁଚି ବିବାହ କରିବା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି।ତେବେ ସେହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି।ଆପଣ ମାନେ ଜାଣି ପାରୁଥିବେ ପୁରାତନ ସମୟର ପ୍ରେମ ଓ ଆଜିର ପ୍ରେମ ମଧ୍ୟରେ ରହିଛି ଆକାଶ ପାତାଳ ତଫାତ୍।ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିକାଲି ତାର ଉଚିତ୍ ଅର୍ଥ ଏବଂ ସଂଜ୍ଞା କୁ ହରାଇବାକୁ ବସିଲାଣି। ସମାଜରେ ଦିନକୁ ଦିନ ଏହାକୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ଘଟିବାର ଦେଖିବାକୁ ମିଳୁଛି।

ତେବେ ଅଧିକତର ଭାବରେ ଏବେ ଇଣ୍ଟରନେଟ୍ ଯୁଗରେ ଯୁବପିଢି ମାନେ ସୋସିଆଲ ମିଡିଆରେ ପ୍ରେମ ସମ୍ପର୍କ ତିଆରି କରୁଛନ୍ତି। କାହାକୁ ବୁଝିବା ଆଗରୁ ସେମାନେ ଏଥିରେ ଅନେକ ବାଟ ଆଗେଇ ଯାଉଛନ୍ତି।ଆଉ ସେହି ପ୍ରେମକୁ ପାଇବା ପାଇଁ ସେମାନେ ପରିବାର ବିରୋଧରେ ଯାଇ ଅନେକ ସମୟରେ ବାହାରେ ଲୁଚି ବିବାହ କରି ନେଉଛନ୍ତି। ଯେମିତି ଆପଣ ଏହି ଭିଡିଓ ରେ ଦେଖିବାକୁ ପାଉଛନ୍ତି। କିଭଳି ଭାବରେ ପ୍ରେମୀ ଯୁଗଳ ମନ୍ଦିରରେ ବିବାହ କରି ସ୍ବାମୀ ସ୍ତ୍ରୀ ବନି ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।