ବର୍ତ୍ତମାନ ଟେକ୍ନୋଲୋଜି ଯୁଗ ଆସିଛି। ସବୁ କ୍ଷେତ୍ରରେ ଟେକ୍ନୋଲୋଜିର ଆବଶ୍ୟକତା ପଡିଥାଏ। ଆଜିକାଲି କିଛି ଆଶ୍ଚର୍ଯ୍ୟକର ଘଟଣା ସିସିଟିଭି ମାଧ୍ୟମରେ ସମସ୍ତଙ୍କ ସାମ୍ନାକୁ ଆସିପାରୁଛି। ଏ ସବୁ ଘଟଣାକୁ କିଛି ଲୋକ ବିଶ୍ୱାସ କରିଥାନ୍ତି ଆଉ କିଛି ବି କରି ନଥାନ୍ତି।କିନ୍ତୁ ସିସିଟିଭି କ୍ୟାମେରାରେ ତାହାର ଏକ ପ୍ରମାଣ ଯେ ବାସ୍ତବରେ ଘଟିଛି ବୋଲି।ତେବେ ଏହି ସିସିଟିଭି ମାଧ୍ୟମରେ ଆଚଙ୍କିତ ଘଟଣା ସହିତ ହତ୍ୟା ଘଟଣା ମଧ୍ୟ ସମସ୍ତଙ୍କ ସାମ୍ନାକୁ ଆସୁଅଛି।
ଆଜି ଆମେ ଆପଣଙ୍କ ଏମିତି ଏକ ଘଟଣା ସମ୍ପର୍କରେ କହିବୁ ଯାହାକୁ ଜାଣିଲା ପରେ ବିଶ୍ୱାସ କରିବେ ନାହିଁ ଏବଂ ଆଖିରେ ଅଶ୍ରୁ ପଳେଇ ଆସିବ।ତେବେ ଆସନ୍ତୁ ବାସ୍ତବ ଘଟଣା ସମ୍ପର୍କ ବିଷୟରେ ଜାଣିବା।
ଏହି ଚାଂଚଲ୍ୟକର ଘଟଣାଟି ମଧ୍ୟପ୍ରଦେଶରେ ଦେଖାଦେଇଥିଲା।ଏହି ଘଟଣାରେ ମଧ୍ୟପ୍ରଦେଶର ପୂର୍ବତନ କଂଗ୍ରେସର ବିଧାୟକଙ୍କର ହଠାତ ମୃତ୍ୟୁବରଣ କରିଥିଲେ ଏବଂ ମୃତ୍ୟୁ ସମୟରେ ସେ ମନ୍ଦିରରେ ପୂଜା କରୁଥିଲେ। ଏହି ଘଟଣାକୁ ଶୁଣିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ତେବେ ମଧ୍ୟପ୍ରଦେଶର ପୁର୍ବତନ ବିଧାୟକ ଏବଂ ଶିଳ୍ପପତି ବିନୋଦ ଡାଗା ଜୈନ ଦାଦାବାଡ଼ିରେ ଥିବା ଏକ ମନ୍ଦିରରେ ପୂଜା କରିବା ସମୟରେ ସେ ଦେହତ୍ୟାଗ କରିଥିଲେ।ସେହି ମନ୍ଦିରରେ ପୂଜା କରିବାକୁ ଯିବା ତାଙ୍କର ପ୍ରଥମ ନଥିଲା।
ସେ ପ୍ରତିଦିନ ସେହି ମନ୍ଦିରକୁ ପୂଜା କରିବାକୁ ଯାଇଥାନ୍ତି। କିନ୍ତୁ ସେଦିନ ତାଙ୍କର ସମୟ ଭଲ ନଥିଲା।ଆଉ ସେଦିନ ସେ ସବୁଦିନ ପରି ପୂଜା କରିବାକୁ ମନ୍ଦିର ଆସିଥିଲେ ଏବଂ ମୁଣ୍ଡିଆ ମଧ୍ୟ ମାରିଥିଲେ।ସେହି ମୁଣ୍ଡିଆ ମାରିବା ସମୟରେ ସେ ପୁନର୍ବାର ଉଠି ନଥିଲେ।ବରଂ ସେ ସବୁଦିନ ପାଇଁ ଏ ଦୁନିଆରୁ ପଳେଇଲେ। ଏହି ଘଟଣାଟି ସବୁ ମନ୍ଦିରରେ ଲାଗିଥିବା ସିସିଟିଭି ରେ ରେକର୍ଡ ହୋଇଛି। ତାଙ୍କର ଏହିପରି ଘଟଣା ପରେ ସଂଗେ ସଂଗେ ମେଡିକାଲରେ ଭର୍ତ୍ତି କରିଥିଲେ ଏବଂ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ପରେ ବହୁତ ଅନୁସନ୍ଧାନ ହେବାରୁ ଜଣାପଡିଲା ସିସିଟିଭିର ସବୁ ରେକର୍ଡ ଅନୁଯାୟୀ ଭଗବାନଙ୍କୁ ମୁଣ୍ଡିଆ ମାରିବା ସମୟରେ ହର୍ଟଅଟକ ଆସିଥିଲା।ସେହି ସମୟରେ ସେ ଆଉ ଉଠିପରି ନଥିଲେ ଆଉ ସଂଗେ ମରି ଯାଇଥିଲେ। ଏହି ଘଟଣା ତାଙ୍କ ପରିବାରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି।
ତାଙ୍କର ଏହିଭଳି ଘଟଣା ସମସ୍ତେ ଶୁଣିଲାପରେ ମଧ୍ୟପ୍ରଦେଶର ଅନ୍ୟ ରାଜ୍ୟ ନେତାମାନଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି। ଯାହା ସମସ୍ତଙ୍କ ମନରେ ଲୁହ ଦେଇଗଲେ।ଆଉ ପୁର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଟ୍ଵିଟ ରେ ଲେଖିଛନ୍ତି ବିନୋଦ ମୋର ନିକଟତର ସହଯୋଗୀ ଥିଲେ।ଆଉ ତାଙ୍କ ମଧ୍ୟରେ ଭଲ ସଂପର୍କ ମଧ୍ୟ ଥିଲା।ତାଙ୍କର ଏହି ଘଟଣା ସମସ୍ତବକ ଛାତି ଥରାଇ ଦେଇଛି। ତାଙ୍କ ପାଇଁ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।