ଦେଖନ୍ତୁ ମୃତ୍ୟୁର Live ଭିଡ଼ିଓ : cctv ରେ ରେକର୍ଡ଼ ହୋଇଗଲା ନେହେଲେ କେହି ବିଶ୍ୱାସ କରି ନଥାନ୍ତେ…

0

କୈଣସି ବିପଦ ବା ଦୁର୍ଘଟଣାର ନିର୍ଦ୍ଦିଷ୍ଟ ସମୟ ନଥାଏ ଏବଂ କେତବେଳେ କାହା ସହ କଣ ଘଟିବ ତାହା କେହି କେହିପାରିବେ ନାହିଁ । ଦୁର୍ଘଟଣା ଛୋଟ ହେଉ ବା ବଡ ହେଉ ଏହା ସମସ୍ତଙ୍କୁ ଭୟଭୀତ କରାଇଥାଏ । ପ୍ରତିଦିନ ଘଟୁଥିବା କିଛି ଦୁର୍ଘଟଣା ର ଦୃଶ୍ୟ ସିସିଟିଭି ରେକର୍ଡ ହୋଇଯାଇଥାଏ , ଯାହା ଆମ ସମ୍ମୁଖକୁ ଆସିଥାଏ । ତାହା ବହୁତ ଭୟାନକ ହୋଇଥାଏ ଏବଂ ଅତ୍ୟନ୍ତ କଷ୍ଟଦାୟକ ମଧ୍ୟ , ଯାହାକୁ ଦେଖିଲେ ଲୋମ ଟାଙ୍କୁରୀ ଉଠିଥାଏ ଓ ଛାତି ମଧ୍ୟ ଥରି ଉଠିଥାଏ । ପ୍ରତ୍ୟେକ ବ୍ୟକ୍ତିର ଟିକିଏ ଅସାବଧାନତା ପାଇଁ ଅକାରଣରେ ଜୀବନ ଚାଲିଯାଇଥାଏ ।

ସକାଳର ଆରମ୍ଭ କାହା ପାଇଁ କଣ ଆଣିଦେଇଥାଏ ତାହା ଜାଣିବା ବହୁତ କଷ୍ଟ କର ହୋଇଥାଏ , ଏସବୁ ନିର୍ଦ୍ଧାରଣ ଭଗବାନଙ୍କ ହାତରେ ରହିଥାଏ । କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସର୍ବଦା ସାବଧାନତା ର ସହିତ ଚାଲିବା ଆବଶ୍ୟକ ଅଟେ । କ୍ୟାମାରାରେ ରେକର୍ଡ ହୋଇଥିବା କିଛି ଦୁର୍ଘଟଣାର ଭିଡିଓ ଦେଖିଲେ ଆପଣଙ୍କୁ ବି ଡର ଲାଗିବ ଏବଂ ଆପଣ ମଧ୍ୟ ଭୟଭୀତ କରିବେ । ଯେଉଁ ବ୍ୟକ୍ତି ଏହି ଦୁର୍ଘଟଣାର ଶିକାର ହୋଇଥାନ୍ତି , ସେମାନଙ୍କ ପରିବାରରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଥାଏ । ପରିବାର ର ସମସ୍ତ ସଦସ୍ୟ ମାନେ ଦୁଃଖରେ ଭାଙ୍ଗି ପଡିଥାନ୍ତି ଏବଂ ନିଜକୁ ବହୁତ ଏକୁଟିଆ ମନେ କରିଥାନ୍ତି ।

ତେଣୁ ଆପଣ ମାନେ ସେଥିପ୍ରତି ସର୍ବଦା ସଚେତନ ଏବଂ ଯତ୍ନଶୀଳ ରହିବାକୁ ପଡିବ , ସେହିଭଳି ଅସାବଧାନତା କାରଣରୁ କେତେ ବଡ ବଡ ବିପଦ ଘଟିପାରେ , ଯାହା ଆପଣ ମାନେ ପ୍ରତିଦିନ ଦେଖିବାକୁ ପାଉଥିବେ । କିନ୍ତୁ ଯେତେବେଳେ ବିପଦ ଅପଣାଛାଏଁ ଆସିଥାଏ , ସେତେବେଳେ ନିଜର ଭୁଲ ନଥାଇ ମଧ୍ୟ ଘଟଣା ଘଟିଥାଏ , ସେତେବେଳେ ଏହା ଆମକୁ ବହୁତ ଦୁଃଖ ଦେଇଥାଏ । ସେହିପରି ରେକର୍ଡ ହୋଇଥିବା ଏହି ଭିଡିଓ ଉପରେ ଟିକିଏ ନଜର ପକାନ୍ତୁ , କେଉଁଭଳି ଭାବରେ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ଏକ ଟ୍ରକ ନିଜର ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ବ୍ୟାରିକେଡ କୁ ଭାଙ୍ଗି ଏପଟ ରାସ୍ତାକୁ ମାଡି ଆସୁଛି ।

ରାସ୍ତା ସେପଟେ ଯାଉଥିବା ଯୁବକଙ୍କ ଉପରେ ଟ୍ରକଟି ପ୍ରଥମେ ଧକ୍କା ଦେଇ ତାଙ୍କ ଉପରେ ମାଡି ଯାଉଛି । ଏଭଳି ଆକସ୍ମିକ ଦୁର୍ଘଟଣା ସମସ୍ତଙ୍କୁ ଚକିତ କରାଇଛି , ଅନ୍ୟ ର ଅସାବଧାନତା କାରଣରୁ ଅନ୍ୟ ଜଣେ ନିରୀହ ବ୍ୟକ୍ତି ର ଜୀବନ ହରାଉଛି । ଏହି ଘଟଣାକୁ ଦେଖିଲା ପରେ ଲୋମ ଟାଙ୍କୁରୀ ଉଠିବା ସହ ଡରରେ ଛାତି ମଧ୍ୟ ଥରି ଉଠୁଛି । ତେଣୁ ଆପଣ ମାନେ ଟିକିଏ ସାବଧାନତାର ସହ ଯାନବାହାନ ଚଳାଚଳ କରନ୍ତୁ , ଯାହାଦ୍ୱାରା ଆପଣ ମାନେ ସୁରକ୍ଷିତ ରହିବା ସହ ଅନ୍ୟ ମାନେ ମଧ୍ୟ ସୁରକ୍ଷିତ ରହିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।