ଦେଖନ୍ତୁ ଭିଡ଼ିଓ – ଓଡ଼ିଆ ଅଭିନେତ୍ରୀ ଅର୍ଚିତା କେମିତି ତାଙ୍କ ମା” ଙ୍କ ଜନ୍ମ ଦିନ ପାଳନ କଲେ ଦେଖନ୍ତୁ…..

0

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି। ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ସବୁ ବେଳେ ସେ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି ।ତେବେ ବର୍ତ୍ତମାନ ଚୁଲବୁଲି ଅର୍ଚ୍ଚିତା ସାହୁ ଙ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି ।

ସେ ନିଜ ମା ଙ୍କ ଜନ୍ମଦିନ ଏକ ହୋଟେଲ ରେ ସେଲିବ୍ରେଟ କରି ଲାଇଭ ଆସି ନିଜ ଫ୍ୟାନ ମାନଙ୍କୁ ଜଣାଇ ଅଛନ୍ତି।ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ଅଲିଉଡ ଚୁଲବୁଲି ନାୟିକା ଭାବରେ ସେ ବେଶ୍ ପରିଚିତ ଅଟନ୍ତି। ନିଜର ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଏକ ସଫଳ ଅଭିନେତ୍ରୀ ହୋଇ ପାରିଛନ୍ତି। ଅଲିଉଡ ର ଆଗ ଧାଡ଼ି ନାୟିକା ଭାବେ ସେ ବେଶ୍ ପରିଚିତ ଅଟନ୍ତି। ତେବେ ସେ ସବୁବେଳେ ନିଜର ହିଟ୍ ଫିଲ୍ମ୍ ଓ ଜବରଦସ୍ତ ଅଭିନୟ ପାଇଁ ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି।

ତେବେ ଆଜି ହେଉଛି ଏହି ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ଙ୍କ ମା ଙ୍କ ଜନ୍ମଦିନ । ସେ ନିଜ ମା ଙ୍କ ଜନ୍ମଦିନ ଖୁବ୍ ଧୁମ୍ ଧାମରେ ପାଳନ କରିଛନ୍ତି ଓ ସୋସିଆଲ ମିଡିଆରେ ଲାଇଭ ଆସି ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି। ତେବେ କଣ କିପରି ସେ ନିଜ ମା ଙ୍କ ଜନ୍ମଦିନ ପାଳନ କରିଛନ୍ତି ଆସନ୍ତୁ ଜାଣିବା ;

ଆଜି ହେଉଛି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସୁପର ହିଟ ହିରୋଇନ୍ ଅର୍ଚ୍ଚିତା ସାହୁ ଙ୍କ ମା ଙ୍କ ଜନ୍ମଦିନ । ତେବେ ଅର୍ଚ୍ଚିତା ସାହୁ ତାଙ୍କ ଜନ୍ମ ଦିନ ନିଜ ଘର ଲୋକ ଓ ଫ୍ରେଣ୍ଡ୍ ମାନଙ୍କ ସହିତ ଏକ ହୋଟେଲ୍ ରେ ପାଳନ କରିଛନ୍ତି । ଆଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜ ମାମା ଙ୍କ ଜନ୍ମଦିନ କୁ ଖୁବ୍ ଧୁମ୍ ଧାମରେ ପାଳନ କରିଥିଲେ । ଆଜି ସକାଳେ ତାଙ୍କ ମାମା ନିଜ ଘରେ କେକ୍ କାଟି ଥିବାର ସେ ଦର୍ଶକ ମାନଙ୍କୁ ସୂଚନା ଦେଇଛନ୍ତି ।

ଏହା ସହିତ ଆଜି ସକାଳ ଠାରୁ ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ତାଙ୍କ ମାମା ଙ୍କ ସହିତ ଖୁବ୍ ମଜା କରି ଥିବାର ନଜର ଆସିଛନ୍ତି । ତେବେ ଲାଇଭ ଭିଡିଓ ରେ ଅର୍ଚ୍ଚିତା ସାହୁ ଖୁବ୍ ଖୁସି ଥିବାର ନଜର ଆସିଛନ୍ତି । ସେ ନିଜ ସମସ୍ତ ପରିବାର ସହିତ ବନ୍ଧୁବର୍ଗ ମାନଙ୍କ ସହିତ ହୋଟେଲ୍ ରେ ନିଜ ମାମା ଙ୍କ ଜନ୍ମଦିନ ପାଳନ କରିଛନ୍ତି। ଆଉ କହିଛନ୍ତି ଯେ ତାଙ୍କ ଘରେ ଯାହା ସବୁ ପର୍ବ ପର୍ବାଣୀ ପାଳନ କରାଯାଏ ସମସ୍ତେ ଏମିତି ଏକାଠି ହୋଇ ମିଳି ମିଶି ଖୁବ୍ ଖୁସି ରେ ପାଳନ କରନ୍ତି।

ତେବେ ଆପଣ ମାନଙ୍କୁ ଅର୍ଚ୍ଚିତା ସାହୁ ଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାଇବେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।