ଦେଖନ୍ତୁ ପ୍ରଥମ ଥର ପାଇଁ ସିନେମା ଜଗତରେ ପାଦ ରଖିଲେ ଓଲିଉଡ଼ ଅଭିନେତ୍ରୀ ଶିବାନୀଙ୍କ ସାନ ଭଉଣୀ

0

ଓଡିଆ ଇଣ୍ଡଷ୍ଟ୍ରୀରେ ଏମିତି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ବହୁତ କମ ସମୟ ମଧ୍ୟରେ ଲୋକପ୍ରିୟ ହୋଇ ପାରିଥାନ୍ତି । ଭଲ ଟଙ୍କା ରୋଜକାର କରିବା ବା ନା କରିବା ପାଇଁ ଅଭିନୟ ହେଉଛି ଏକ ବଡ ମାଧ୍ୟମ । ବହୁତ ଲୋକଙ୍କ ସ୍ୱପ୍ନ ଥାଏ ସେ ଜଣେ ଭଲ ଅଭିନେତା ବା ଅଭିନେତ୍ରୀ ହେବା ପାଇଁ , ସେଥିପାଇଁ ସେମାନେ ଅନେକ କଷ୍ଟ ମଧ୍ୟ କରିଥାନ୍ତି । ସେଥି ମଧ୍ୟରୁ ଅନେକ ଲୋକମାନେ ରହିଥାନ୍ତି , ଯେଉଁମାନେ ନିଜ ସ୍ୱପ୍ନକୁ ହାସଲ କରିପାରିଥାନ୍ତି ଏବଂ ଭବିଷ୍ୟତରେ ଜଣେ ଭଲ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ହୋଇ ପାରିନ୍ତି । ଯେଉଁଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣଙ୍କ ପାଇଁ ଏହି ରାସ୍ତାଟି ବହୁତ ସହଜ ହୋଇଯାଇଥାଏ ।

ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ବା ଚୁଲବୁଲ ହିରୋଇନ ଶିବାନୀଙ୍କୁ ଜାଣିଥିବେ , ତାଙ୍କର ପୂରା ନାମ ହେଉଛି ଶିବାନୀ ସଙ୍ଗୀତା । ସେ 2001 ଜୁଲାଇ ମାସ 12 ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାରରେ ତାଙ୍କ ଛଡା ତାଙ୍କ ବାପା ମାଆ ଏବଂ ଗୋଟିଏ ସାନ ଭଉଣୀ ମଧ୍ୟ ଅଛନ୍ତି । ଗତ କିଛି ଦିନ ପୂର୍ବରୁ ଶିବାନୀ ତାଙ୍କ ସାନ ଭଉଣୀଙ୍କ ସହ କିଛି ଫୋଟ ସୋସିଆଲ ମିଡିଆରେ ସେୟାର କରିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ସାନ ଭଉଣୀଙ୍କ ଜନ୍ମ ଦିନରେ ଶିବାନୀ ତାଙ୍କ ସହ ଅନେକ ଗୁଡିଏ ଫୋଟ ନେଇଥିଲେ । ଯାହା ଆପଣ ମାନେ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ ।

ଆପଣ ମାନେ ଶିବାନୀକୁ ଛୋଟ ବେଳୁ ଚଳଚ୍ଚିତ୍ରରେ ଅଭିନୟ କରୁଥିବାର ଦେଖିବାକୁ ପାଇଥିବେ । ତାଙ୍କର ଅକ୍ଲାନ୍ତ ପରିଶ୍ରମ ଏବଂ ଦୃଢ ମନବଳ ଯୋଗୁଁ ସେ ଆଜି ଚର୍ଚ୍ଚିତ ଅଭିନେତ୍ରୀ ବା ଓଡିଆ ଇଣ୍ଡଷ୍ଟ୍ରୀର ଆଗ ଧାଡିର ହିରୋଇନ ଭାବରେ ପରିଚିତ ହୋଇଛନ୍ତି । ସେ ତାଙ୍କର ମୁଖ୍ୟ ଚରିତ୍ର ଶ୍ରୀଦେବୀ ଫିଲ୍ମୀରୁ ଆରମ୍ଭ କରିଥିଲେ , ତାହା ମଧ୍ୟ ଓଡିଆ ଚଳଚ୍ଚିତ୍ରର ସୁପରଷ୍ଟାର ବାବୁସାନ ଙ୍କ ସହ ଅଭିନୟ କରିଥିଲେ । ସେ ଫିଲ୍ନୀ ମଧ୍ୟ ବହୁତ ସଫଳତା ହାସଲ କରିଥିଲା ଏବଂ ଲୋକମାନଙ୍କ ହୃଦୟରେ ଭଲ ପାଇବା ମଧ୍ୟ ସୃଷ୍ଟି କରିପାରିଥିଲେ । ।

ଶିବାନୀ ବହୁତ କମ ସମୟ ମଧ୍ୟରେ ଲୋକମାନଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ତାଙ୍କ ଅଭିନୟ ମଧ୍ୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ଏବଂ ଶିବାନୀ ହେଉଛନ୍ତି ଖୁବ୍ ଚର୍ଚ୍ଚିତ ଅଭିନେତ୍ରୀ ଯାହାଙ୍କ ନାମ ପ୍ରତ୍ୟେକ ଓଡିଶା ବାସୀଙ୍କ ମୁହଁରେ ଶୁଣିବାକୁ ପାଇଛୁ । ସେ ନିଜର ନିଷ୍ଠା ଏବଂ କଳା ପ୍ରତି ଥିବା ତାଙ୍କ ର ଛୋଟ ବେଳରୁ ସମ୍ମାନ ପାଇଁ ସେ ଆଜି ଏତେ ସଫଳତା ପାଇଁ ପାରିଛନ୍ତି ।

ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ପୋଷ୍ଟ ଟି ଭଲ ଲାଗିଲେ like କରନ୍ତୁ କମେଣ୍ଟ କରି ଆପଣଙ୍କ ମତା ମତ ଜଣାନ୍ତୁ ସେୟାର କରିବାକୁ ଭୁଲିବେନି । ଦୈନଦିନ ଖବର ର update ପାଇବା ପାଇଁ like କରନ୍ତୁ ।