ଦେଖନ୍ତୁ Shocking ଭିଡ଼ିଓ : ହଠାତ ଚାହୁଁ ଚାହୁଁ ଭୁଶୁଡି ପଡିଲା ବହୁତ ବଡ ବଡ କୋଠା….

ବନ୍ଧୁଗଣ ଏହା ନିଶ୍ଚିତ ଭାବରେ ସତ ଯେ, ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ସେହିପରି ଆଜି ଆପଣ ଦେଖିବେ ଏକ ଏମିତି ଘଟଣାର ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।

ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ, କଣ ଏମିତି ବି ଘଟିପାରେ।ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ।ଦୁର୍ଘଟଣା ବା ଅଘଟଣ ଶବ୍ଦଟି ସମସ୍ତଙ୍କ ପାଇଁ ଦୁଃଖଦାୟକ ଏବଂ ଭୟାନକ ହୋଇଥାଏ।ଆମେ ଅନେକ ପ୍ରକାର ଦୁର୍ଘଟଣା ଆମେ ଆମ ଚତୁପାର୍ଶ୍ଵରେ ଦେଖିବାକୁ ପାଇଥାଉ। ବହୁତ୍ ଏମିତି ଦୁର୍ଘଟଣା ରହିଛି ଯାହା ଆମକୁ ସ୍ତବ୍ଧ କରି ଦେଇଥାଏ। ତେବେ କହିବାକୁ ଗଲେ ଦୁର୍ଘଟଣା ସମସ୍ତ ଙ୍କୁ ଏକ ଅଜଣା ଆଘାତ ଅଚାନକ ଭାବରେ ଦେଇ ଯାଇଥାଏ।

ଏବେ ସାମ୍ନାକୁ ଆସିଛି ଏକ ଦୁର୍ଘଟଣା ର ଭୟାନକ ଚିତ୍ର ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ଅଟେ କିନ୍ତୁ ଏହାକୁ ମାନିବାକୁ ପଡ଼ିବ।ତେବେ ଘଟିଥିବା ଏହି ଘଟଣା ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଏହା ଲୋକ ଲୋଚନକୁ ଆସିଛି।ତେବେ ଏହି ଘଟଣାରେ ଏକ ବଡ କୋଠାଘର କିପରି ନିମିଷକେ ଭାଙ୍ଗି ଧସି ପଡୁଛି ତାହା ଆପଣ ଦେଖନ୍ତୁ। ତିନି ମହଲା ରୁ ଅଧିକ ଏହି କୋଠା ଗଳି ପଡ଼ିବା ପରେ ତାହା ଏକ ଭୟାନକ ଚିତ୍ର ସୃଷ୍ଟି କରିଛି। ତେବେ ବାଙ୍ଗାଲୋର ରେ ଘଟିଥିବା ଏହି ଘଟଣା ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଛାତି ଫାଟିଯିବା ଭଳି ଲାଗୁଛି।

ଅଚାନକ ଭାବରେ ଏମିତି ଏକ ଘଟଣା ଏଠାରେ ଘଟି ଯାଇଛି ଯାହା ଦେଖିଲେ ଲାଗୁଛି କଣ ଏମିତି ବି ଘଟିପାରେ। ବିପଦ ଏମିତି ବି ସାମ୍ନାକୁ ଆସିପାରେ। ତେବେ ଏହି ଘଟଣା ଘଟିବା ପରେ ସେହି ଘରେ ରହୁଥିବା ଲୋକଙ୍କୁ ଉଦ୍ଧାର କରିବାର ବ୍ୟବସ୍ଥା କରା ଯାଇଥିବା ଜଣା ପଡ଼ିଛି। ଭୟାନକ ସ୍ଥିତି ରେ ଲୋକେ ସେଠାରେ ରହିଥିବା ବେଳେ କୋଠା ଭିତରେ ରହିଥିବା ଲୋକଙ୍କୁ ଉଦ୍ଧାର କରା ଯାଇଛି ବୋଲି ଜଣା ପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment