ଦେଖନ୍ତୁ Shocking ଭିଡ଼ିଓ : ପୋଲିସ ମାଡ଼ରେ ଚାଲି ଯାଇଥାନ୍ତା Youth ଙ୍କର ଜୀବନ…

0

ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ଯାହା ବହୁତ୍ ମାତ୍ରାରେ ସେୟାର୍ ହୋଇଥାଏ। ଲୋକେ ଏହାକୁ ଦେଖି ବହୁତ୍ ଖୁସି ହୁଅନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ମଧ୍ୟ ଦିଅନ୍ତି। ସେହିପରି ଆଜି ଆମେ ଦେଖିବା ଏବଂ ଜାଣିବା ଏକ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଡିଜିଟାଲ ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣାର ଭିଡିଓ ସାମ୍ନାକୁ ଆସୁଛି।ତେବେ ସେହିଭଳି ଏକ ଘଟଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓ ରେ ଅଚାନକ ଭାବରେ କିପରି ଏକ ଦୁର୍ଘଟଣା ଘଟି ଯାଉଛି ତାହା ଥରେ ଦେଖନ୍ତୁ। ଯାହାକୁ ଦେଖିଲେ ଆପଣ ବି ଭୟଭୀତ ହୋଇଯିବେ। କାରଣ ଏଠାରେ ଏକ ଭିନ୍ନ ଧରଣର ଘଟଣା ଘଟିଛି। ପୋଲିସ୍ ମାଡ଼ରେ କିପରି ଭାବରେ ବାଇକ୍ ଯାତ୍ରୀ ବାଇକ୍ ରୁ ଗଳି ପଡ଼ୁଛନ୍ତି ଏବଂ ଏକ ବଡ ଦୁର୍ଘଟଣା କୁ ସମ୍ମୁଖୀନ ହେଉଛନ୍ତି ତାହା ଦେଖିବାକୁ ମିଳୁଛି। ତେବେ ଯାହା ଏଠାରେ ଦେଖିବାକୁ ମିଳିଛି ଯେ, ବାଇକ୍ ରେ ଯାଉଥିଲେ ତିନିଜଣ ଯୁବକ, ଯେଉଁ ମାନଙ୍କ ମୁଣ୍ଡରେ ନଥିଲା ହେଲମେଟ। ଅତି ତୀବ୍ର ବେଗରେ ସେମାନେ ଗାଡ଼ି ଚଢ଼ି ଆସୁଥିଲେ।

ତେବେ ସେମାନେ ଦୃତ ଗତିରେ ଯାଉଥିବା ବେଳେ ରାସ୍ତାରେ ଜଗିଥିବା ପୋଲିସ୍ ଏମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ସେମାନେ ଟ୍ରାଫିକ ନିୟମ ଭାଙ୍ଗି ରାସ୍ତାରେ ମାଡି ଯାଉଥିଲେ। କିନ୍ତୁ ସେଠାରେ ହଠାତ୍ ରାସ୍ତାରେ ଯାହା ଘଟିଗଲା ତାହା ଆପଣ ଆଖିରେ ନଦେଖିଲେ ଜାଣି ପାରିବେ ନାହିଁ। ଟ୍ରାଫିକ ନିୟମ ଏମାନଙ୍କ ପାଇଁ ମହଙ୍ଗା ପଡିଲା। ଏମାନଙ୍କୁ ପୋଲିସ୍ ଅଟକାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ସେମାନେ ଚଂପଟ ମାରି ପଳାଇ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସମସ୍ତେ ସେଠାରେ ଜଣଙ୍କୁ ବାଡ଼େଇବା ଫଳରେ ସେଠାରେ ଗାଡିରୁ ଗଳି ପଡ଼ିଥିଲେ। ତେବେ ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ ଏହି ଘଟଣା ଟି ରବିବାର ଦିନ ସନ୍ଧ୍ୟାରେ ଗୋଷାଣୀ ନୂଆଗାଁ ଓଭରବ୍ରିଜ ନିକଟରେ ଘଟିଛି। ଏଠାରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କାରୀଙ୍କୁ ଅଟକାଉ ଥିଲା ପୋଲିସ୍। ଜୋରିମାନା ବି ଆଦାୟ କରୁଥିଲା।ଆଉ ଏହି ସମୟରେ ପୋଲିସ୍ କର୍ମଚାରୀ ତାଙ୍କୁ ଅଟକାଇବା କୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଚକମା ଦେଇ ଖସି ପଳାଇବା ପାଇଁ ବାଇକ୍ ରେ ଯାଉଥିବା ତିନିଜଣ ଯୁବକ ଚେଷ୍ଟା କରୁଥିବା ସମୟରେ ସାଧା ପୋଷାକରେ ଥିବା ପୋଲିସ୍ ବାବୁ ସେମାନଂକୁ ପଛପଟୁ ଲାଠି ଚାଳନା କରିଥିଲେ ଫଳରେ ସେଠାରେ ଏପରି ଏକ ଘଟଣା ଘଟିଛି। ତେବେ ଗୁରୁତର ଆହତ ହୋଇଥିବା ଏହି ୩ ଜଣ ଯୁବକଙ୍କୁ ଏମ କେ ସି ଜି ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଚି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।